Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Kuki Zo Council chief’s home:ମଣିପୁରରେ ପୁଣି ଉତ୍ତେଜନା;କୁକି ନେତାଙ୍କ ଘର ଉପରେ ପଥର ମାଡ଼, ପୋଲିସର…

ନୂଆଦିଲ୍ଲୀ:କିଛି ଯୁବକ ଜଣେ ପ୍ରମୁଖ କୁକି ସମ୍ପ୍ରଦାୟ ନେତାଙ୍କ ଘର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ଏହାପରେ ରବିବାର ଦିନ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଉତ୍ତେଜନା ଦେଖାଯାଇଥିଲା । ଅଧିକାରୀଙ୍କ ଅନୁଯାୟୀ, ଜିଲ୍ଲା ମୁଖ୍ୟାଳୟ ସହରରେ ଏହି ଘଟଣା ଘଟିଛି। କୁକି-ଜୋ ପରିଷଦ…

Arrested for Spying:ବାୟୁସେନା ଷ୍ଟେସନରୁ ପାକିସ୍ତାନୀ ଗୁପ୍ତଚର ଗିରଫ; ପ୍ରତିରକ୍ଷା ସହ ଜଡିତ ସମ୍ବେଦନଶୀଳ ସୂଚନା…

ନୂଆଦିଲ୍ଲୀ: ରାଜସ୍ଥାନ ଇଣ୍ଟେଲିଜେନ୍ସ ଭାରତରେ ସକ୍ରିୟ ଏକ ପ୍ରମୁଖ ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାସ କରିଛି ଏବଂ ଗୁପ୍ତଚର ଅଭିଯୋଗରେ ଆସାମର ବାୟୁସେନା ଷ୍ଟେସନ ଚାବୁଆରୁ ଜଣେ ସାଧାରଣ କର୍ମଚାରୀଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତ ଦେଶର ବାୟୁସେନା ସହିତ ଜଡିତ ସମ୍ବେଦନଶୀଳ ସୂଚନା…

ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିଲେ ଝିଅ

ବିହାର: ଆଜି ବିହାର ବୋର୍ଡ BSEB ଦ୍ୱାଦଶ ଇଣ୍ଟର ରେଜଲ୍ଟ ୨୦୨୬ର ଫଳ ପ୍ରକାଶ ପାଇଛି। ୧.୩ ନିୟୁତରୁ ଅଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଶେଷ ହୋଇଛି । ବିହାର ସ୍କୁଲ ପରୀକ୍ଷା ବୋର୍ଡ (BSEB) ର ଅଧ୍ୟକ୍ଷ ଆନନ୍ଦ କିଶୋର ଅପରାହ୍ନ ୧:୩୦ ରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଫଳାଫଳ ଘୋଷଣା…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଭାରତକୁ କରୁଛି ପ୍ରଭାବିତ: ଯେଉଁଠୁ ସମ୍ଭବ ସେଠାରୁ ତେଲ କିଣୁଛି ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଭାଷଣ ଦେଉଛନ୍ତି। ଗତ ୨୪ ଦିନ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଅଭିଭାଷଣ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…

ଆମେରିକା ସହ ସବୁ ସମ୍ପର୍କ ଶେଷ !

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ଏବଂ ଇରାନ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ସିଧାସଳଖ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ…

ଏପ୍ରିଲ୍‌ରୁ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ପ୍ରତି ମାସର ପ୍ରଥମ ଦିନରେ ତୈଳ କମ୍ପାନିଗୁଡ଼ିକ ଗ୍ୟାସ୍ ଓ ବିମାନ ଇନ୍ଧନ ମୂଲ୍ୟରେ ସଂଶୋଧନ କରୁଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଆମଦାନି କମ୍ ହୋଇଥିବାରୁ ଆସନ୍ତା ଏପ୍ରିଲ୍ ପହିଲାରେ ଆଭିଏସନ ଟର୍ବାଇନ ଫୁଏଲ୍ (ଏଟିଏଫ୍) ଦାମ୍ ବଢ଼ିବା ଆଶଙ୍କା କରାଯାଉଛି। ତାହା ହେଲେ…

ଆସାମ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ପଦ୍ମ ଛାଡି ହାତ ଧରିଲେ ଏହି ପ୍ରଭାବଶାଳୀ ନେତା

ଗୌହାଟୀ: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ହିମନ୍ତ ବିଶ୍ୱ ଶର୍ମା ସରକାରରେ ପୂର୍ବତନ କ୍ରୀଡା ଏବଂ ଯୁବ କଲ୍ୟାଣ ମନ୍ତ୍ରୀ ନନ୍ଦିତା ଗାର୍ଲୋସା ରବିବାର ଦିନ ଆନୁଷ୍ଠାନିକ ଭାବରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ବିଜେପି ଦ୍ୱାରା ଟିକେଟ୍ ମନା କରାଯିବା…

ଆଜିଠୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା ଭଡ଼ା

ନୂଆଦିଲ୍ଲୀ/ମୁମ୍ବାଇ: ଆଜିଠୁ ମହଙ୍ଗା ହୋଇଯିବ ଘରୋଇ ବିମାନ ଯାତ୍ରା। ବିମାନ ଭଡ଼ା ଉପରରୁ 'କ୍ୟାପିଂ' ହଟାଇଛନ୍ତି ସରକାର। ଆଜିଠୁ ବିମାନ ଭଡ଼ା ମୂଲ୍ୟ ସ୍ଥିର କରିବେ ବିମାନ କମ୍ପାନୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ବିମାନ ଯାତ୍ରାର ଅସ୍ଥାୟୀ ଭଡ଼ା ସୀମା ଉଠାଇବାକୁ ନିଷ୍ପତ୍ତି…

ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟଙ୍କ ପାଇଁ ଆଡଭାଇଜାରି ଜାରି

ୱାଶିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପରିସର ଦିନକୁ ଦିନ ବୃଦ୍ଧି ପାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଚେତାବନୀ ପରେ ଇରାନ ମଧ୍ୟ ପ୍ରତିଶୋଧ ନେବାକୁ ଧମକ ଦେଇଛି। ଏହି ସମୟରେ ଆମେରିକାର ବୈଦେଶିକ ବିଭାଗର କନସୁଲାର ବ୍ୟାପାର ବିଭାଗ ସୋସିଆଲ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ସଂକଟ: ମୋଦିଙ୍କ ଆକ୍ସନ ପ୍ଲାନ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆଲର୍ଟ ମୋଡରେ କେନ୍ଦ୍ର ସରକାର। ଦେଶରେ ଗ୍ୟାସ୍ ଓ ଶକ୍ତି ସଙ୍କଟର ମୁକାବିଲା ପାଇଁ ବଡ଼ ଆକ୍ସନ ପ୍ଲାନ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଶକ୍ତି, ପେଟ୍ରୋଲିୟମ୍, ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ସମୀକ୍ଷା…