Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Monsoon Withdrawal: କେବେ ବିଦାୟ ନେବ ବର୍ଷା?

ଭୁବନେଶ୍ବର: କୁହାଯାଏ, କୁମାର ପୂର୍ଣ୍ଣିମା ଚାଙ୍ଗୁଡିରେ ଶୀତ ଆସେ । ପ୍ରାୟ ଅକ୍ଟୋବର ପ୍ରାରମ୍ଭରେ କାର୍ତ୍ତିକ ମାସର ଆରମ୍ଭ ସହ ହାଲୁକା ହାଲୁକା ଶୀତ ଅନୁଭୂତ ହୋଇଥାଏ । ବର୍ଷା ଋତୁ ସାଧାରଣତଃ ସେପ୍ଟେମ୍ବର ମଧ୍ୟଭାଗ ସୁଦ୍ଧା ଶେଷ ହୁଏ, ବିଶେଷକରି ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ…

Taliban visit India: ନୂଆଦିଲ୍ଲୀରେ ପହଞ୍ଚିଲେ ତାଲିବାନ ବୈଦେଶିକ ମନ୍ତ୍ରୀ,  ଭାରତ-ଆଫଗାନିସ୍ତାନ ସମ୍ପର୍କକୁ ମିଳିବ…

ନୂଆଦିଲ୍ଲୀ: ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତାକି ଭାରତ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତକୁ ଆଶରଫ ଗନି ସରକାରଙ୍କ ପତନର ଚାରି ବର୍ଷ ପରେ ଭାରତ ଏବଂ ଆଫଗାନିସ୍ତାନରେ ତାଲିବାନ ଶାସନ ମଧ୍ୟରେ ଉଚ୍ଚସ୍ତରୀୟ ଯୋଗାଯୋଗର ସବୁଠାରୁ ବଡ଼ ସଙ୍କେତ ବୋଲି ବିବେଚନା…

Coldrif Syrup: ଜୀବନ ନେଇଥିବା କଫ ସିରପ ମାମଲାରେ ଫାର୍ମା କମ୍ପାନୀ ମାଲିକ ଗିରଫ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ 'କୋଲଡ୍ରିଫ୍-Coldrif ' କଫ ସିରପ ଯୋଗୁଁ ପିଲାଙ୍କ ମୃତ୍ୟୁ ମାମଲାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 'ଶ୍ରୀସନ୍ ମେଡିକାଲ୍ସ' (SRESAN MEDICALS) ର ମାଲିକ ଏସ୍ ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କରିଛି ଏମପି ସ୍ବତନ୍ତ୍ର ତଦନ୍ତ ଦଳ । କଫ୍…

ଜମ୍ମୁ-କାଶ୍ମୀରରେ ଦୁଇ ଯବାନ ନିଖୋଜ; ପ୍ରତିକୂଳ ପାଗ ସତ୍ତ୍ବେ ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଭାରତୀୟ ସେନା ବୁଧବାର (୮ ଅକ୍ଟୋବର) ସୂଚନା ଦେଇଛି ଯେ ଜମ୍ମୁ - କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଦୁଇ ଜଣ ଯବାନ ନିଖୋଜ ଅଛନ୍ତି । ସେନା ଅନୁଯାୟୀ, ଚେନାବ ଉପତ୍ୟକାର କିସ୍ତୱାର-କୋକେରନାଗ ରେଞ୍ଜରେ ଅକ୍ଟୋବର ୬-୭ ତାରିଖରେ ଆରମ୍ଭ ହୋଇଥିବା ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ ଦୁଇ…

Maoist Surrender: ୭୦ ଲକ୍ଷ ପୁରସ୍କାର ରାଶି ଥିବା ୧୬ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ସୁରକ୍ଷା ବାହିନୀ ନକ୍ସଲ ମୁକାବିଲାରେ ଏକ ବଡ଼ ସଫଳତା ହାସଲ କରିଛି। ମୋଟ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଜଣ ମାଓବାଦୀଙ୍କ ନାମ ରହିଛି ଯାହାଙ୍କ ଉପରେ ₹୭୦ ଲକ୍ଷ ପୁରସ୍କାର ରାଶି ରହିଛି। ସେମାନେ ସମସ୍ତେ ନାରାୟଣପୁର ପୋଲିସ ଅଧିକ୍ଷକ…

ସ୍କୁଟିରେ ଭୟଙ୍କର ବିସ୍ଫୋରଣ, ୬ ଆହତ

କାନପୁର: ଉତ୍ତର ପ୍ରଦେଶର କାନପୁରରେ ମୂଳଗଞ୍ଜ ଥାନା ଅନ୍ତର୍ଗତ ମିଶ୍ରି ବଜାର ଅଞ୍ଚଳରେ ଥିବା ମର୍କଜ ମସଜିଦ ନିକଟରେ ଦୁଇଟି ସ୍କୁଟିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ହଠାତ ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ ଉଭୟ ସ୍କୁଟିରେ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ…

ମାତ୍ର ୬୦ ମିନିଟରେ ବିଶ୍ୱର କୌଣସି ସ୍ଥାନରେ ପାର୍ସଲ ପହଞ୍ଚାଇ ପାରିବେ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଆଜିକାଲି କ୍ଵିକ୍ କମର୍ସ କମ୍ପାନୀମାନେ ପାର୍ସଲ ଡେଲିଭରୀ ଦୁନିଆରେ ହଟଚମଟ ସୃଷ୍ଟି କରିଛନ୍ତି। କେତେକ କମ୍ପାନୀ ୧୦ରୁ ୧୫ ମିନିଟ୍ ଭିତରେ ଘରେ ସାମଗ୍ରୀ ପହଞ୍ଚାଇ ଦେଉଛନ୍ତି, ଆଉ କେତେକ ଏକ ଦୁଇ ଦିନରେ ଏକ ସହରରୁ ଅନ୍ୟ ସହରକୁ ପାର୍ସଲ ପଠାଉଛନ୍ତି। ଆନ୍ତର୍ଜାତୀୟ ପାର୍ସଲ କଥା…

Switches to Zoho Mail: ଅଲବିଦା Gmail; ଜୋହୋ ମେଲକୁ ସ୍ୱିଚ୍ କଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ:ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର (୮ ଅକ୍ଟୋବର, ୨୦୨୫) ଘୋଷଣା କରିଛନ୍ତି ଯେ, ସେ ତାଙ୍କର ସରକାରୀ ଇମେଲ୍ ଠିକଣା ପରିବର୍ତ୍ତନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ ସେ ଘୋଷଣା କରିଛନ୍ତି ଯେ ସେ ଏବେ ଜିମେଲ (Gmail) ବଦଳରେ ଜୋହୋ (Zoho)…

EPFOକୁ ନେଇ ଆସିଲା ବଡ଼ ଖବର, ୧୧ ବର୍ଷ ପରେ ବଢ଼ିବ ପେନସନ୍

ନୂଆଦିଲ୍ଲୀ : EPFOକୁ ନେଇ ଆସିଲା ବଡ଼ ଖବର । ଅକ୍ଟୋବର ୧୦ ଓ ୧୧ରେ ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ କିଛି ବଡ଼ ନିଷ୍ପତ୍ତି ହେବା ନେଇ କୁହାଯାଇଛି। ୧୧ ବର୍ଷ ଧରି ଅପରିବର୍ତ୍ତିତ ରହିଥିବା ସର୍ବନିମ୍ନ ପେନ୍ସନ୍‌ (୧୦୦୦ ଟଙ୍କା)ରେ ବୃଦ୍ଧିର ଆଶା ସହିତ ଏହି ବୈଠକରେ ଏପିଏଫ୍‌ଓ ୩.୦ର…

କାହିଁକି ୧୦ ଅଙ୍କର ହୋଇଥାଏ ମୋବାଇଲ ନମ୍ୱର ? ଜାଣନ୍ତୁ ଏହାପଛର ରୋଚକ କାରଣ

ନୂଆଦିଲ୍ଲୀ: ଯେତେବେଳେ ଆମେ କାହାର ନମ୍ବର ଡାୟଲ କରୁ, ତେବେ କଲ କରିବା ପୂର୍ବରୁ ଭଲଭାବେ ଯାଞ୍ଚ କରିନେଉ ଯେ ନମ୍ବରଟି ୧୦ ଅଙ୍କର କି ନାହିଁ। ଯଦି ଭୁଲରେ ଗୋଟିଏ ଅଙ୍କ ମିସ୍ ହୋଇଯାଏ କିମ୍ବା ଗୋଟିଏ ଅଙ୍କ ଅଧିକ ହୋଇଯାଏ, ତେବେ ନମ୍ବରଟି ଅବୈଧ ହୋଇଯାଏ ଓ କଲ ଲାଗେ ନାହିଁ। ଆପଣ କେବେ…