Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Char Dham Yatra 2026: ମନ୍ତ୍ର ଧ୍ବନିରେ ଖୋଲିଲା ବଦ୍ରିନାଥ ମନ୍ଦିର ଦ୍ୱାର

ଚାମୋଲି: ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିରର ଦ୍ୱାର ଖୋଲିବା ମାତ୍ରେ ସମଗ୍ର ପରିବେଶ ଭକ୍ତି ଭାବନାରେ ପରିପୂର୍ଣ୍ଣ ହୋଇଯାଇଥିଲା। ଗୁରୁବାର ସକାଳ ୬:୧୫ ରେ ମନ୍ଦିର ଦ୍ୱାର ଖୋଲିବା ମାତ୍ରେ "ବଦ୍ରି ବିଶାଲ କି ଜୟ" ଧ୍ୱନିରେ ସମଗ୍ର ମନ୍ଦିରରେ ଗୁଞ୍ଜରିତ ହୋଇଥିଲା। ଉଦଘାଟନୀ ଉତ୍ସବ…

ଦେଖୁ ଦେଖୁ ଜଳିଗଲେ, ଦୁର୍ଘଟଣାରେ ୧୧ ମୃତ

ମିର୍ଜାପୁର: ବୁଧବାର ରାତିରେ ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବ୍ରେକ୍ ଫେଲ୍ ହେବା ଯୋଗୁଁ ଏକ ଦ୍ରୁତଗାମୀ ଟ୍ରକ୍ ରେୱା-ମିର୍ଜାପୁର ଜାତୀୟ ରାଜପଥର ଡ୍ରମଣ୍ଡଗଞ୍ଜ ଘାଟିରେ ଚାରିଟି ଗାଡ଼ିକୁ ଧକ୍କା ଦେଇଥିଲା। ଯାହାଫଳରେ ଏକ ବୋଲେରୋରେ ଅଗ୍ନିକାଣ୍ଡ…

ବିଧାନସଭା ନିର୍ବାଚନ; ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଭୋଟିଂ ଆରମ୍ଭ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ୧୫୨ଟି ବିଧାନସଭା ଆସନ ଏବଂ ତାମିଲନାଡୁର ୨୩୪ଟି ବିଧାନସଭା ଆସନ ପାଇଁ ଆଜି ଭୋଟିଂ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ଦୁଇ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଆଜି ଏପ୍ରିଲ୍ ୨୩ ତାରିଖରେ ଅନୁଷ୍ଠିତ ହେଉଛି। ୧୫୨ଟି ଆସନ ପାଇଁ ଭୋଟ୍ ହେଉଛି। ତାମିଲନାଡୁରେ ଗୋଟିଏ…

ଔଷଧରେ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, ରୋକ୍ ଲଗାଇଲା FSSAI

ନୂଆଦିଲ୍ଲୀ: ଅଶ୍ୱଗନ୍ଧାକୁ ଦୀର୍ଘ ଦିନ ଧରି ଏକ ପ୍ରାକୃତିକ ଉପଚାର ଭାବରେ ବ୍ୟବହାର କରାଯାଉଛି। ଯାହା ଚାପମୁକ୍ତି ଠାରୁ ଆରମ୍ଭ କରି ନିଦ ସମସ୍ୟା ପର୍ଯ୍ୟନ୍ତ ସବୁକିଛିରେ ସାହାଯ୍ୟ କରେ ବୋଲି ବିଶ୍ୱାସ କରାଯାଏ। ଏହି ପ୍ରାଚୀନ ଆୟୁର୍ବେଦିକ ଔଷଧି ବର୍ତ୍ତମାନ ସମୟରେ ମେଡିସିନ ଦୁନିଆର ଏକ…

RBI New E-Mandate Rules:ଡିଜିଟାଲ୍ ପେମେଣ୍ଟରେ RBIର ବଡ଼ ଆଶ୍ୱସ୍ତି: ଏବେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ…

ମୁମ୍ବାଇ: ଆଜିକାଲି ଡିଜିଟାଲ ଯୁଗରେ ଆମେ ସମସ୍ତେ ମୋବାଇଲ୍ ରିଚାର୍ଜଠାରୁ ଆରମ୍ଭ କରି OTT ସବସ୍କ୍ରିପସନ୍ ପର୍ଯ୍ୟନ୍ତ ସବୁକିଛି ପାଇଁ ଅଟୋ-ପେମେଣ୍ଟ ଉପରେ ନିର୍ଭର କରିଥାଉ । କିନ୍ତୁ ଅନେକ ସମୟରେ OTP ଆସିବାରେ ବିଳମ୍ବ କିମ୍ବା ନେଟୱାର୍କ ସମସ୍ୟା ଯୋଗୁଁ ଏହି ପେମେଣ୍ଟ ଫେଲ୍ ହୋଇଯାଏ,…

Mamata Banerjee vs Suvendu Adhikari: ଭବାନୀପୁରରେ ଶୁଭେନ୍ଦୁଙ୍କ ‘ଚ୍ୟାଲେଞ୍ଜ’: ଏହା କେବଳ ପ୍ରତୀକାତ୍ମକ ନା…

କୋଲକତା: ମମତାଙ୍କ ଗଡ଼ରେ ବିଜେପିର ହୁଙ୍କାର; କଣ ପୁଣି ଘଟିବ ନନ୍ଦୀଗ୍ରାମର ପୁନରାବୃତ୍ତି ? ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ମଙ୍ଗଳବାର ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ରହିଥିବା ବେଳେ ୨୯ରେ ଦ୍ୱିତୀୟ ପର୍ଯ୍ୟାୟ…

Emergency fund:ଇମର୍ଜେନ୍ସି ଫଣ୍ଡ ପାଇଁ କେଉଁଟା ଭଲ? FD ନା ମ୍ୟୁଚୁଆଲ୍ ଫଣ୍ଡ? ଜାଣନ୍ତୁ ନିବେଶର ସଠିକ୍ ପଦ୍ଧତି

ନୂଆଦିଲ୍ଲୀ: ଜୀବନ ଅନିଶ୍ଚିତ । କେତେବେଳେ କେଉଁ ଜରୁରୀ ପରିସ୍ଥିତି କିମ୍ବା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ, ତାହା କେହି କହିପାରିବେ ନାହିଁ । ଏମିତି ସମୟରେ ଆମ ପାଖରେ ରହିଥିବା ସଞ୍ଚୟ ହିଁ ଆମର ଏକମାତ୍ର ସାହାରା ହୁଏ । କିନ୍ତୁ ପ୍ରଶ୍ନ ଉଠୁଛି, ଆପଣଙ୍କର ଏହି 'ଇମର୍ଜେନ୍ସି…

ସୁପ୍ରିମକୋର୍ଟରେ ଦିଦିଙ୍କୁ ଝଟକା: ED ଚଢ଼ାଉ ବେଳେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପକୁ ନେଇ କୋର୍ଟଙ୍କ କଡ଼ା ଟିପ୍ପଣୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଇଲେକ୍ସନ ଷ୍ଟ୍ରାଟେଜିଷ୍ଟ୍ ସଂସ୍ଥା I-PAC କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଚଢ଼ାଉ ବେଳେ ଯାହା ଘଟିଲା, ତାହାକୁ ନେଇ ସର୍ବୋଚ୍ଚ ଅଦାଲତ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଚଢ଼ାଉ ସ୍ଥଳରେ ପହଞ୍ଚିବା…

କମ୍ପାନୀ ପ୍ରତି ରହିବନି ଆଉ ‘ଲୟାଲଟି’: କାହିଁକି ବିଶ୍ୱାସଯୋଗ୍ୟ କର୍ମଚାରୀ ହୋଇପାରିବେନି Gen Z? ମୁମ୍ବାଇ ଯୁବକଙ୍କ…

ମୁମ୍ବାଇ: କର୍ପୋରେଟ୍ ଜଗତରେ ଏବେ ଏକ ବଡ଼ ପରିବର୍ତ୍ତନ ଆସୁଛି । ପୂର୍ବରୁ ଜଣେ କର୍ମଚାରୀ ଗୋଟିଏ କମ୍ପାନୀରେ ଦଶନ୍ଧି ଦଶନ୍ଧି ଧରି କାମ କରି ନିଜର ନିଷ୍ଠା ପ୍ରମାଣ କରୁଥିଲେ, କିନ୍ତୁ ଆଜିକାଲିର ନୂଆ ପିଢ଼ି ବା 'Gen Z' (୧୯୯୦ ଦଶକର ଶେଷ ଭାଗରୁ ୨୦୧୦ ମଧ୍ୟରେ ଜନ୍ମିତ) କର୍ମଚାରୀଙ୍କ…

୧୦ ଟଙ୍କାର ଝାଲମୁଢ଼ିରେ ଭୋଟ୍‌? ଭୋଟ୍ ପୂର୍ବରୁ ବେଙ୍ଗଲ ରାଜନୀତିରେ ନୂଆ ଚର୍ଚ୍ଚା

ନୂଆଦିଲ୍ଲୀ/କୋଲକାତା: ଗୁରୁବାର ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ। ୧୫୨ଟି ବିଧାନସଭା ଆସନରେ ହେବ ମତଦାନ। ପ୍ରଚାର ଥମିଯାଇଛି, ଏବେ ଅପେକ୍ଷା ଗୁରୁବାର ମତଦାନକୁ। ଏହା ପୂର୍ବରୁ କିନ୍ତୁ ଚର୍ଚ୍ଚାର ଖୋରାକ ଯୋଗାଇଛି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କ ଝାଲମୁଢି। ରାଜନୀତିରେ କେବଳ…