Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘରେ କେତେ ରଖିପାରିବେ ନଗଦ ଟଙ୍କା ? ଜାଣିରଖନ୍ତୁ ନହେଲେ ଫସିବେ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ, ଅନଲାଇନ ସପିଂଠାରୁ ଆରମ୍ଭ କରି ପେମେଣ୍ଟ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ପ୍ଲାଟଫର୍ମରେ ହେଉଛି। ତଥାପି, ଅନେକ ଲୋକ ଏବେ ବି ଘରେ ନଗଦ ଟଙ୍କା ରଖିବାକୁ ପସନ୍ଦ କରନ୍ତି ଏବଂ ଦୈନନ୍ଦିନ କାରବାର ପାଇଁ ଏହାକୁ ବ୍ୟବହାର କରନ୍ତି। କିନ୍ତୁ ବେଳେବେଳେ ଆୟକର…

ଚର୍ଚ୍ଚାରେ ଲକ୍ଷ୍ନୌର ସ୍ୱସ୍ତିକ ଆକୃତିର ଲୋଟସ ବଗିଚା

ଲକ୍ଷ୍ନୌ: ନୂଆ ନୂଆ ଡିଜାଇନର ଘର, ଅଫିସ ପରେ ଏବେ ଲକ୍ଷ୍ନୌରେ ଏକ ପାର୍କ ତିଆରି କରାଯାଇଛି ଯାହା ଚର୍ଚ୍ଚାର କାରଣ ସାଜିଛି । ଏଠାରେ ନ୍ୟାଶନାଲ ବଟାନୀକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ମଧ୍ୟରେ ଏହି ପାର୍କ ନିର୍ମାଣ କରାଯାଇଛି । ପାର୍କକୁ ସମ୍ପୂର୍ଣ୍ଣ ଭାବେ ସ୍ୱସ୍ତିକ ଆକାରରେ ତିଆରି କରାଯାଇଛି…

ଫ୍ଲିପକାର୍ଟ ନା ଆମାଜନ କେଉଁଥିରେ ଅଧିକ ଅଫର ? ଜାଣନ୍ତୁ….

ନୂଆଦିଲ୍ଲୀ: ଏ ବର୍ଷର ସବୁଠାରୁ ବଡ଼ ଅନଲାଇନ ସପିଂ ସେଲ ଫ୍ଲିପକାର୍ଟ ଏବଂ ଆମାଜନରେ ଆରମ୍ଭ ହୋଇଛି। ଗୋଟିଏ ପଟେ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଏବଂ ଅନ୍ୟପଟେ ଫ୍ଲିପକାର୍ଟ ବିଗ ବିଲିଅନ ଡେଜ୍ ସେଲ ଅଫରରେ ଭରପୂର। ଏହି ସେଲରେ ମିଳୁଥିବା ଜବରଦସ୍ତ ଡିସକାଉଣ୍ଟ ଏବଂ ଅଫର ଦେଖି…

Pahalgam Attack: ପହଲଗାମ ଆତଙ୍କବାଦୀଙ୍କୁ ଲଜିଷ୍ଟିକ୍ ସହାୟତା ଯୋଗାଇଥିବା କାଶ୍ମୀର ସହଯୋଗୀ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ (Pahalgam Attack) କରିଥିବା ଆତଙ୍କବାଦୀଙ୍କ ଜଣେ ସହଯୋଗୀକୁ ପୋଲିସ ଗିରଫ କରିଛି। ପୋଲିସ ଲସ୍କର-ଏ-ତୈବା (TRF)ର ସକ୍ରିୟ ସଦସ୍ୟ ମହମ୍ମଦ ୟୁସୁଫ କଟାରିଆ ନାମକ ଜଣେ ଆତଙ୍କବାଦୀକୁ ଗିରଫ କରିଛି।…

ଆସନ୍ତା ୨୭ରେ ବ୍ରହ୍ମପୁର-ସୁରଟ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ…

ଭୁବନେଶ୍ୱର: ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲ୍ଲାକୁ ସଂଯୋଗ କରୁଥିବା ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ସେବା ଘୋଷଣା କରିଛି ଭାରତୀୟ ରେଳବାଇ। ଏହି ନୂତନ ଟ୍ରେନ୍ ସେବା ଖଣିଜ, ବୟନଶିଳ୍ପ ଏବଂ ବାଣିଜ୍ୟ…

ବ୍ୟାଙ୍କକ ରାସ୍ତାରେ ସିଙ୍କହୋଲ; ହଠାତ୍ ଟାଣି ହୋଇଗଲା ଅନେକ ଗାଡ଼ି ଓ ବିଦ୍ୟୁତ୍…

ବ୍ୟାଙ୍କକ: ବ୍ୟାଙ୍କକରେ ହଠାତ୍ ଏପରି କିଛି ଘଟିଥିଲା ଯାହାକି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଥାଇଲ୍ୟାଣ୍ଡର ଭାଜିରା ହସ୍ପିଟାଲ ନିକଟରେ ଥିବା ଏକ ରାସ୍ତାରେ ହଠାତ୍ ୫୦ମିଟର ଗଭୀର ସିଙ୍କହୋଲରେ ସୃଷ୍ଟି ହୋଇଯାଇଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଭାବରେ ଭାଇରାଲ ହେବାରେ…

Ladakh Protest : ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ହେଲା ହିଂସାତ୍ମକ; ଧାରା ୧୬୩ ଲାଗୁ

ନୂଆଦିଲ୍ଲୀ: ଲେହରେ, ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଛାତ୍ରମାନେ ହିଂସାତ୍ମକ ପ୍ରତିବାଦ କରିଛନ୍ତି। ଛାତ୍ର ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ଛାତ୍ରମାନେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ଏବଂ ଏକ CRPF ଗାଡ଼ି ପୋଡ଼ି ଦେଇଛନ୍ତି। ସାମାଜିକ ଏବଂ ପରିବେଶଗତ…

ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ଉପରେ ସିଧାସଳଖ ପ୍ରଭାବ ପକାଉଛି ପନ୍ନୁଙ୍କ କାର୍ଯ୍ୟକଳାପ: NIA ଦାୟର ଆଉ ଏକ ମାମଲା

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଏଜେନ୍ସି (NIA) ଖାଲିସ୍ତାନୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ) ଏବଂ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁଙ୍କ ବିରୋଧରେ ଏକ ନୂତନ ମାମଲା ଦାୟର କରିଛି। କେନ୍ଦ୍ର ସରକାର କହିଛନ୍ତି ଯେ ପନ୍ନୁଙ୍କ କାର୍ଯ୍ୟ ସିଧାସଳଖ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଉପରେ…

ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହ ସିଧାସଳଖ ଆଲୋଚନା କରିବାକୁ ମନା କଲେ ଖାମେନେଇ

ନୂଆଦିଲ୍ଲୀ: ମଙ୍ଗଳବାର ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇ ତାଙ୍କ ଦେଶର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହିତ ସିଧାସଳଖ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ମିଳିତ ଜାତିସଂଘ ସାଧାରଣ ସଭା ପାଇଁ ନ୍ୟୁୟର୍କ ଯାତ୍ରା କରିବା ସମୟରେ…

Typhoon Ragasa: ଟାଇଫୁନ୍ ରାଗାସା’ର ଭୟଙ୍କର ତାଣ୍ଡବ; ତାଇୱାନରେ ୧୪ ଜଣଙ୍କ ମୃତ୍ୟୁ, ହଂକଂରୁ ଚୀନ୍ ଯାଏ…

ନୂଆଦିଲ୍ଲୀ: ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ତାଣ୍ଡବ ରଚାଇଲା ସାମୁଦ୍ରିକ ଝଡ଼ ରାଗାସା। ଦକ୍ଷିଣପୂର୍ବ ଏସିଆରେ ପ୍ରକୃତିର ଭୟଙ୍କର ତାଣ୍ଡବ। ସୁପର ଟାଇଫୁନ୍‌ 'ରାଗାସା’ ପ୍ରଭାବରେ ତାଇୱାନର ପୂର୍ବରେ ଭୟଙ୍କର ବନ୍ୟା ହୋଇ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଫିଲିପାଇନ୍ସ, ହଂକଂ ପରେ ତାଇୱାନରେ…