Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାରମ୍ୱାର ମନେ ପଡୁଛି ଏକ୍ସଙ୍କ କଥା? ଆଉ ମଦରେ ହେବନି କାମ, ସବୁ ଦିନ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ବ୍ରେକଅପ୍ ପରେ ନିଜକୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇଯାଏ। ଅନେକ ଲୋକ ତ ଏହାପରେ ପୁରା ଭାଙ୍ଗିପଡ଼ନ୍ତି ଏବଂ ଦିନରାତି ପୂର୍ବ ପ୍ରେମିକ/ପ୍ରେମିକାଙ୍କ ସ୍ମୃତିରେ ଡୁବି ରହନ୍ତି। ମନରେ ଅତୀତର ଘଟଣାବଳୀ ବାରମ୍ବାର ଆସିଥାଏ ଏବଂ ଦୁଃଖରେ ବୁଡ଼ି ଅନେକେ ମଦ୍ୟପାନର ଆଶ୍ରୟ…

ଏହି ମୁସଲିମ ଦେଶରେ ମୃତ୍ୟୁ ପରେ ଗଛରେ ଦିଆଯାଏ କବର, ଭୟଙ୍କର ପରମ୍ପରା

ନୂଆଦିଲ୍ଲୀ: ବିଶ୍ୱରେ ମୃତ୍ୟୁ ପରେ ଅନ୍ତିମ ସଂସ୍କାରର ପରମ୍ପରା ପ୍ରତ୍ୟେକ ସଂସ୍କୃତିରେ ଅଲଗା ଅଲଗା ହୋଇଥାଏ, କିନ୍ତୁ କିଛି ପ୍ରମ୍ପରା ପ୍ରଥମ ଦୃଷ୍ଟିରେ ଆଶ୍ଚର୍ଯ୍ୟ କରିଦେଇଥାଏ। ଇଣ୍ଡୋନେସିଆରେ ଏକ ଏପରି ଅଞ୍ଚଳ ରହିଛି ଯେଉଁଠାରେ ଶିଶୁଙ୍କୁ ଜମିରେ ନୁହେଁ, ଗଛ ଭିତରେ କବର ଦିଆଯାଏ।…

ଭାରତୀୟ ମୁଦ୍ରାରୁ ହଟିବ ମହାତ୍ମା ଗାନ୍ଧୀଙ୍କ ଫଟୋ !

ନୂଆଦିଲ୍ଲୀ: ମନରେଗା ନାମ ପରିବର୍ତ୍ତନ ନେଇ ବିବାଦ ଥମି ନଥିବା ବେଳେ ଏବେ ଜଣେ ସିପିଆଇ ସାଂସଦ ସରକାରଙ୍କ ବିରୁଦ୍ଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି। ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ କହିଛନ୍ତି ଯେ କେନ୍ଦ୍ର ସରକାର ଭାରତୀୟ ମୁଦ୍ରା ନୋଟରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି ହଟାଇବାକୁ ଚେଷ୍ଟା…

ବାଂଲାଦେଶରେ ହିନ୍ଦୁ ଯୁବକଙ୍କ ହତ୍ୟାକୁ ଆମେରିକୀୟ ସାଂସଦମାନଙ୍କ ବିରୋଧ, ‘ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ବର୍ବରତା ଦେଖୁଛି । ଏହି ସମୟରେ, ବାଂଲାଦେଶରେ ଜଣେ ହିନ୍ଦୁ ବ୍ୟକ୍ତି ଦୀପୁ ଚନ୍ଦ୍ର ଦାସଙ୍କୁ ନିର୍ମମ ହତ୍ୟା ଉପରେ ଆମେରିକୀୟ ସାଂସଦମାନେ ଏକ ବିବୃତ୍ତି ଜାରି କରିଛନ୍ତି । ଆମେରିକୀୟ ସାଂସଦମାନେ ଏହି ଘଟଣାର ତୀବ୍ର…

Recall 1971 ties:’୧୯୭୧କୁ ମନେ ପକାନ୍ତୁ’:ଭାରତ ସହିତ ଶାନ୍ତି ସ୍ଥାପନ କରିବାକୁ ବାଂଲାଦେଶକୁ କହିଲେ…

ଢାକା:ବାଂଲାଦେଶର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବାଂଲାଦେଶୀ ଛାତ୍ର ନେତା ସରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ, ଇସଲାମିକ କଟ୍ଟରପନ୍ଥୀମାନେ ବାଂଲାଦେଶରେ ହିଂସାତ୍ମକ ପ୍ରତିବାଦ କରିଛନ୍ତି ଓ ଭାରତକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଏଥିସହ ଜଣେ ହିନ୍ଦୁ ଯୁବକଙ୍କୁ ଅତି ନିର୍ମମ ଭାବେ…

ଗଣତନ୍ତ୍ରକୁ ଦୁର୍ବଳ କରୁଛି ମେଡ୍-ଇନ-ଚାଇନା ସାମଗ୍ରୀ: ରାହୁଲ ଗାନ୍ଧୀ

ଭାରତ ଏବଂ ପଶ୍ଚିମ ଦେଶଗୁଡ଼ିକ ଉତ୍ପାଦନକୁ ଚୀନକୁ ହସ୍ତାନ୍ତର କରିଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି। ସେ କହିଛନ୍ତି, ମେଡ ଇନ ଚାଇନା ବା ଚୀନ ନିର୍ମିତ ସାମଗ୍ରୀ ଗଣତନ୍ତ୍ରକୁ ଦୁର୍ବଳ କରୁଛି। ନିଯୁକ୍ତି ସୃଷ୍ଟି କ୍ଷମତାକୁ ସଂକୁଚିତ କରୁଛି ବୋଲି କଂଗ୍ରେସ ନେତା…

ଏଠି ସ୍ୱାଧୀନତା କଥା ଛାଡିଦିଅନ୍ତୁ, ବଞ୍ଚି ରହିବା ବି କଷ୍ଟକର… ବାଂଲାଦେଶରେ ସାମ୍ବାଦିକମାନେ ପ୍ରକାଶ କଲେ ଯନ୍ତ୍ରଣା

ଢାକା: ବାଂଲାଦେଶର ପ୍ରମୁଖ ଖବରକାଗଜର ସମ୍ପାଦକମାନେ କହିଛନ୍ତି ଯେ ଦେଶର ଗଣମାଧ୍ୟମ ବଞ୍ଚିବା ପାଇଁ ଲଢ଼ୁଛି, ଏବଂ ସାମ୍ବାଦିକଙ୍କ ଜୀବନ ବଞ୍ଚିବାର ଅଧିକାର ଏବେ ଅଭିବ୍ୟକ୍ତିର ସ୍ୱାଧୀନତା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଢାକାରେ ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାର କାର୍ଯ୍ୟାଳୟ ଉପରେ ଏକ…

ଚୀନ ଭିସା ଦୁର୍ନୀତି ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ଝଟକା

ନୂଆଦିଲ୍ଲୀ: ଚୀନ ଭିସା ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍‌ଙ୍କ ବିରୋଧରେ ଶୁଣାଣି କରିଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଚାରପତି ପ୍ରମାଣକୁ ଦୃଷ୍ଟିରେ ରଖି କାର୍ତ୍ତି ଚିଦାମ୍ବରମ୍‌, ତାଙ୍କ…

ବ୍ଲୁବାର୍ଡ ସାଟେଲାଇଟ୍ କ’ଣ? ଇସ୍ରୋର ଏହି ଉପଗ୍ରହ ଉପରେ ସାରା ବିଶ୍ୱର ନଜର

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆସନ୍ତାକାଲି ବୁଧବାର ଦିନ ବ୍ଲୁବର୍ଡ ବ୍ଲକ ୨ ଉପଗ୍ରହ ଉତକ୍ଷେପଣ କରିବାର କାର୍ଯ୍ୟକ୍ରମ ରଖିଛି। ଏହାକୁ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ ୮:୫୪ ରେ ଲଞ୍ଚ ଯାନ ମାର୍କ-III M6 (LVM3-M6) ମିଶନର ଅଂଶ ଭାବରେ ଉତକ୍ଷେପଣ…

Indian students in Bangladesh: ବାଂଲାରେ ପଢୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୋଦୀଙ୍କୁ…

ନୂଆଦିଲ୍ଲୀ: ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, କିଛି ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ଏବେ ବି ସେଠାରେ ଫସି ରହିଛନ୍ତି । ତେବେ ଏହି ପରିସ୍ଥିତିରେ ଅଲ୍ ଇଣ୍ଡିଆ ମେଡିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AIMSA) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ବାଂଲାଦେଶରେ ଫସି…