Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Solar Eclipse: ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ; କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ଆଜି ହେଉଛି ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ । ଯଦିଓ ଏହା ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏକ ଅଦ୍ଭୁତ ଘଟଣା ହେଲେ ଧାର୍ମିକ ବିଶ୍ୱାସ ଏବଂ ପରମ୍ପରାରେ ସୂର୍ଯ୍ୟପରାଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ତେବେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏହା…

India-US Trade Deal:ପୀୟୁଷ ଗୋୟଲ ଏହି ଦିନ କରିବେ ଆମେରିକା ଗସ୍ତ, ବାଣିଜ୍ୟ ଚୁକ୍ତି ଉପରେ…

ନୂଆଦିଲ୍ଲୀ:ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ (Piyush Goyal ) ସେପ୍ଟେମ୍ବର ୨୨ ତାରିଖରେ ଆମେରିକା ଗସ୍ତ କରିବେ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସେପ୍ଟେମ୍ବର ୨୨ ରେ ବାଣିଜ୍ୟ ଆଲୋଚନା ପାଇଁ ଆମେରିକା ଗସ୍ତ କରିବେ ବୋଲି…

Mumbai-Ahmedabad Bullet Train: ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ କେବେ ଚାଲିବ…ରେଳମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ:ଭାରତର ବୁଲେଟ୍ ଟ୍ରେନ୍ ସ୍ୱପ୍ନ ଖୁବ୍ ଶୀଘ୍ର ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଭାରତୀୟଙ୍କ ଦୀର୍ଘଦିନର ସ୍ୱପ୍ନର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଶନିବାର ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଏକ…

Amul Cuts Prices: ଗ୍ରାହକଙ୍କ ପାଇଁ ଖୁସି ଖବର; ଅମୂଲ ୭୦୦ ରୁ ଅଧିକ ପ୍ରଡକ୍ଟର ମୂଲ୍ୟ କଲା କମ୍

ନୂଆଦିଲ୍ଲୀ: ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ, କମ୍ପାନୀଗୁଡ଼ିକ ଏବେ ଏହାର ଲାଭ ସିଧାସଳଖ ଜନସାଧାରଣଙ୍କୁ ପ୍ରଦାନ କରୁଛନ୍ତି। ଅମୂଲ ବ୍ରାଣ୍ଡ ଅଧୀନରେ ଦୁଗ୍ଧଜାତ ଦ୍ରବ୍ୟ ବଜାର କରୁଥିବା ଜିସିଏମଏମଏଫ ଶନିବାର ଦିନ ଘିଅ, ବଟର, ଆଇସକ୍ରିମ, ବେକେରୀ ଏବଂ ଫ୍ରୋଜେନ୍ ସ୍ନାକ୍ସ ସମେତ ୭୦୦ରୁ…

Cyberattack: ୟୁରୋପୀୟ ବିମାନବନ୍ଦରଗୁଡ଼ିକ ସାଇବର ଆଟାକ୍ ;ଯାତ୍ରା ପରାମର୍ଶ ଜାରି କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ୟୁରୋପୀୟ ବିମାନବନ୍ଦର ଉପରେ ସାଇବର ଆକ୍ରମଣ ପରେ, ଏୟାର ଇଣ୍ଡିଆ କହିଛି ଯେ ଏହା ତୃତୀୟ-ପକ୍ଷ ସେବା ପ୍ରଦାନକାରୀ କୋଲିନ୍ସ ଏରୋସ୍ପେସକୁ ପ୍ରଭାବିତ କରିବ ଏବଂ ଚେକ୍-ଇନ୍ ପ୍ରକ୍ରିୟାକୁ ବିଳମ୍ବିତ କରିପାରେ। ଏହି ସମୟରେ ଲଣ୍ଡନ ଏବଂ ବ୍ରୁସେଲ୍ସ ସମେତ ଅନେକ ୟୁରୋପୀୟ…

ଆଉ ୨ ଦିନ ପରେ ପୂରା ହ୍ରାସ ପାଇଯିବ ଏସବୁ ସାମଗ୍ରୀର ଦାମ ! ଜାଣିରଖନ୍ତୁ….

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସେପ୍ଟେମ୍ବର ୨୨, ୨୦୨୫ରୁ ଏକ ନୂଆ ଜିଏସଟି (ଗୁଡ଼ସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ) ସଂସ୍କାର କାର୍ଯ୍ୟକାରୀ କରୁଛନ୍ତି, ଯାହା ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ୱସ୍ଥି ଆଣିବ। ଏହି ସଂସ୍କାର ଅନୁଯାୟୀ, ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ ଏବଂ…

E-Passport: ଭାରତରେ ଇ-ପାସପୋର୍ଟ ସେବା ଆରମ୍ଭ…ଜାଣନ୍ତୁ ଯୋଗ୍ୟତା, ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ:ଭାରତ ଆନୁଷ୍ଠାନିକ ଭାବରେ ଇ-ପାସପୋର୍ଟ ସେବା ଆରମ୍ଭ କରିଛି । ଭାରତ ଏବେ ଇ-ପାସପୋର୍ଟ ପ୍ରଦାନ କରୁଛି। ଏହା ପାସପୋର୍ଟର ଏକ ନୂତନ ଏବଂ ଉନ୍ନତ ସଂସ୍କରଣ, ଯାହାକୁ ଲୋକମାନେ ସାରା ଦେଶରେ ଆବେଦନ କରିପାରିବେ। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍ ପ୍ରୋଜେକ୍ଟ ଭାବରେ ୧ ଏପ୍ରିଲ୍…

ଯାତ୍ରୀଙ୍କ ପାଇଁ ଖୁସି ଖବର; ‘ରେଳ ନୀର’ ବୋତଲର ଦାମ କମାଇଲା ରେଳବାଇ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ରେଳ ଷ୍ଟେସନ ଏବଂ ଟ୍ରେନରେ ଉପଲବ୍ଧ ପ୍ୟାକେଜ୍ ପାଣିର ମୂଲ୍ୟ ହ୍ରାସ କରିଛି। ଏହି ନୂତନ ମୂଲ୍ୟ ୨୨ ସେପ୍ଟେମ୍ବର ଠାରୁ ଲାଗୁ ହେବାକୁ ଯାଉଛି। ବର୍ତ୍ତମାନ୍ 'ରେଳ ନୀର'ର ୧ ଲିଟର ବୋତଲ ପାଣିର ମୂଲ୍ୟ ୧୫ ଟଙ୍କାରୁ ହ୍ରାସ ପାଇ ୧୪ ଟଙ୍କା ହୋଇଥିବା ବେଳେ ୫୦୦…

Terrorist Organizations: ଅପରେସନ ସିନ୍ଦୁର ପରେ ବଦଳିଳା ଜୈଶ-ହିଜବୁଲର ଠିକଣା, ଏହି ସ୍ଥାନରେ ତିଆରି ହେଉଛି ନୂଆ…

ନୂଆଦିଲ୍ଲୀ: ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରେ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ସେମାନଙ୍କର ଘାଟି ସ୍ଥାନାନ୍ତର କରୁଛନ୍ତି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଏହି ସଂଗଠନଗୁଡ଼ିକ ନିଜର ଠିକଣାରୁ ହଟାଇ ଏବେ ପିଓକେରୁ…

କାଲି ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ…

ନୂଆଦିଲ୍ଲୀ: ମହାଳୟା ଅମାବାସ୍ୟା ଚଳିତ ବର୍ଷ ୨୧ ସେପ୍ଟେମ୍ବରରେ ଅର୍ଥାତ୍ ରବିବାର ଦିନ  ପଡୁଛି। ଏଥିସହିତ ସେହି ଦିନ ସୂର୍ଯ୍ୟ ପରାଗ ମଧ୍ୟ ହେବାକୁ ଯାଉଛି। କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେଉନଥିବାରୁ ସୂତକ ସମୟ ଲାଗୁ ହେବ ନାହିଁ ଏବଂ ଧାର୍ମିକ କାର୍ଯ୍ୟକଳାପ ନିର୍ଦ୍ଧାରିତ ସମୟ ଅନୁସାରେ…