Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

“ଅପରେସନ୍ ସିନ୍ଦୂର”କୁ ବର୍ଷେ, ‘ଭାରତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ…

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା "ଅପରେସନ୍ ସିନ୍ଦୂର" ଆରମ୍ଭ କରିବାର ଆଜି ଗୋଟିଏ ବର୍ଷ ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ସମେତ ଅନେକ ପ୍ରମୁଖ ନେତା ସୋସିଆଲ ମିଡିଆରେ "ଅପରେସନ୍ ସିନ୍ଦୂର"ର ଫଟୋ ଲଗାଇବା ସହ ସେମାନଙ୍କର…

ବିଜୟ କାହିଁକି ଗଢି ପାରୁନାହାଁନ୍ତି ସରକାର: ଟକ୍କର ଦେବାକୁ ହାତ ମିଳାଇ ପାରନ୍ତି DMK-AIADMK

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ରୋଚକ ମୋଡ। ଆଜି ବିଜୟଙ୍କର ଶପଥ ସମାରୋହ ନହେବା ସମ୍ଭାବନା। କଂଗ୍ରେସର ସମର୍ଥନ ସତ୍ତ୍ୱେ ଆବଶ୍ୟକ ସଂଖ୍ୟା ନଥିବାରୁ ଗଢି ନପାରନ୍ତି ସରକାର। ସେପଟେ ବିଜୟଙ୍କୁ ଟକ୍କର ଦେବାକୁ ହାତ ମିଳାଇ ପାରନ୍ତି ଡିଏମକେ ଓ ଏଆଇଏଡିଏମକେ। ମେଣ୍ଟ ପାଇଁ ଆଲୋଚନା ଚାଲିଥିବା…

ଦେଶରେ ସିରିଏଲ ବ୍ଲାଷ୍ଟ ଏବଂ ପୋଲିସ ଉପରେ ଆକ୍ରମଣ ଯୋଜନା ପଣ୍ଡ, ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ଦଳ (ATS) ଏକ ପାକିସ୍ତାନୀ ମଡ୍ୟୁଲ୍‌ର ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀମାନେ ଦେଶର ସମ୍ବେଦନଶୀଳ ସ୍ଥାନରେ ସିରିଜ୍ ବିସ୍ଫୋରଣ ଏବଂ ପୋଲିସ ଦଳ ଉପରେ ଆକ୍ରମଣ ଯୋଜନା କରୁଥିଲେ ।…

‘ଏହା ଏକ ଯୋଜନାବଦ୍ଧ ହତ୍ୟା, ବିଜେପି ଏଠାକାର ଗୁଣ୍ଡାମାନଙ୍କୁ ନିପାତ କରିବ’, ପିଏଙ୍କ ହତ୍ୟା ପରେ…

କୋଲକାତା: କୋଲକାତା ନିକଟରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ)ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଆକ୍ରମଣରେ ଅଧିକାରୀଙ୍କ ପିଏସ ମଧ୍ୟ ଆହତ ହୋଇଛନ୍ତି । ଘଟଣା ପରଠାରୁ ସ୍ଥାନୀୟ ପୋଲିସ ଆକ୍ରମଣକାରୀଙ୍କୁ ଖୋଜୁଛି । ପୋଲିସ ଆକ୍ରମଣକାରୀଙ୍କ କାର ଏବଂ ବାଇକ୍ ଜବତ କରିଛି ।…

ଶୁଭେନ୍ଦୁଙ୍କ ପିଏଙ୍କୁ ଗୁଳି କରି ହତ୍ୟା!

କୋଲକାତା: ପଶ୍ଚିମବଙ୍ଗର ମଧ୍ୟମଗ୍ରାମ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ବିଜେପିର ହେଭିୱେଟ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ)ଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ମଧ୍ୟମଗ୍ରାମ ଅଞ୍ଚଳରେ…

ମାଡ଼ି ଆସୁଛି କି ମହାଯୁଦ୍ଧ? ଟ୍ରମ୍ପଙ୍କ ଅଲ୍ଟିମେଟମ୍ ପରେ ଥରୁଛି ତେହେରାନ

ନୂଆଦିଲ୍ଲୀ: ବିଶ୍ୱ ପାଣିପାଗ ଭଳି ଆମେରିକା-ଇରାନ ସମ୍ପର୍କ ଏବେ ଅତି ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଶାନ୍ତି ଚୁକ୍ତି ପାଇଁ 'ଗ୍ରେଟ୍ ପ୍ରୋଗ୍ରେସ' ବା ବଡ଼ ଅଗ୍ରଗତି ହୋଇଥିବା ଦାବି କରୁଥିବା ବେଳେ, ଅନ୍ୟପଟେ ଭୟଙ୍କର…

ମମତାଙ୍କ ଗଡ଼ ଧୂଳିସାତ୍: ଏବେ ‘ବେଙ୍ଗଲ ଟାଇଗର’ ସାଜିବେ ଶୁଭେନ୍ଦୁ?

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ୨୦୨୬ ବିଧାନସଭା ନିର୍ବାଚନର ଫଳାଫଳ ପରେ 'ଦିଦି'ଙ୍କ ଗଡ଼ରେ ବିଜେପିର ଐତିହାସିକ ବିଜୟ ହୋଇଥିବା ବେଳେ, ଏବେ ସାରା ଦେଶର ନଜର ରହିଛି "କିଏ ହେବେ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?" ଏହି ଦୌଡ଼ରେ ସବୁଠୁ…

India’s exports hit record:ବିଶ୍ୱ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନୂତନ ରେକର୍ଡ କଲା ଭାରତ… $୮୬୩ ବିଲିୟନ…

ନୂଆଦିଲ୍ଲୀ:୨୦୨୬ ଆର୍ଥିକ ବର୍ଷରେ ଭାରତ ରପ୍ତାନି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ମାରିଛି। ଭାରତର ମୋଟ ରପ୍ତାନି ୨୦୨୫-୨୬ ଆର୍ଥିକ ବର୍ଷରେ ୮୬୩.୧୧ ଅରବ ଆମେରିକୀୟ ଡଲାରର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ୮୨୫.୨୬ ଅରବ ଡଲାର ଥିଲା । ଏହିପରି, ମୋଟ…

ବିଜୟଙ୍କୁ ସମର୍ଥନ ପାଇଁ ମନାକଲା AIADMK, ସଂଖ୍ୟାଗରିଷ୍ଠତା ପ୍ରମାଣ ନେଇ ବଢ଼ିଲା ଅଡୁଆ

ଚେନ୍ନାଇ: ତାମିଲନାଡୁରେ ସରକାର ଗଠନରେ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେକୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ଏଆଇଏଡିଏମକେ। ଦଳ କୌଣସି ପରିସ୍ଥିତିରେ ଟିଭିକେକୁ ସମର୍ଥନ କରିବନାହିଁ ବୋଲି କହିଛନ୍ତି ଦଳୀୟ ନେତା। ଟିଭିକେ ଏହାର ପ୍ରଥମ ନିର୍ବାଚନୀ ପଦାର୍ପଣରେ ପ୍ରଭାବଶାଳୀ ୧୦୮ ଆସନ…

ମୁଁ ଇସ୍ତଫା ଦେବିନି, ମୋତେ ବରଖାସ୍ତ କର: ମମତା ବାନାର୍ଜୀ 

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ ଅସନ୍ତୋଷ ପ୍ରକାଶ କରି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପ୍ରାର୍ଥୀମାନଙ୍କୁ ଷଡ଼ଯନ୍ତ୍ର କରି ବଳପୂର୍ବକ ପରାସ୍ତ କରାଯାଇଛି। ସେ ଏଥିପାଇଁ ନିର୍ବାଚନ କମିଶନ, ପଶ୍ଚିମବଙ୍ଗ ପୋଲିସ, ସିଆରପିଏଫ ଏବଂ ମୁଖ୍ୟ ନିର୍ବାଚନ…