Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

H-1B Visa: ଆଉ ଏକ ଝଟକା ଦେଲେ ଟ୍ରମ୍ପ, H-1B ଭିସା ଫି ବୃଦ୍ଧି, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ୫୦ ପ୍ରତିଶତ ଶୁଳ୍କ ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟଙ୍କୁ ଆଉ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ରମ୍ପ ପ୍ରଶାସନ H-1B ଭିସା ନିୟମ ପରିବର୍ତ୍ତନ କରିଛି ଏବଂ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରି ଏହାକୁ କାର୍ଯ୍ୟକାରୀ କରିଛି। ନୂତନ…

Passbook Lite: PF ଧାରକଙ୍କ ପାଇଁ ଖୁସି ଖବର; ଏବେ ଗୋଟିଏ କ୍ଲିକ୍‌ରେ ସମ୍ପୂର୍ଣ୍ଣ ଆକାଉଣ୍ଟ ବିବରଣୀ…

ନୂଆଦିଲ୍ଲୀ: EPFO ନିଜର ଡିଜିଟାଲ୍ ପୋର୍ଟାଲକୁ ଅପଡେଟ୍ କରିଛି । ଯାହା ସଦସ୍ୟମାନଙ୍କୁ ଗୋଟିଏ ଲଗଇନ୍ ମାଧ୍ୟମରେ ସମସ୍ତ ସେବା ଏବଂ ଆକାଉଣ୍ଟ ସୂଚନା ପାଇବାକୁ ଅନୁମତି ଦେଇଛି। ଏହା ପୂର୍ବରୁ ଜଟିଳ ଏବଂ ସମୟ ସାପେକ୍ଷ ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ୱିତ କରିବ। ପୂର୍ବରୁ, ସଦସ୍ୟମାନଙ୍କୁ…

Iran’s Chabahar Port: ‘ଚାବାହାର ପ୍ରକଳ୍ପ ଉପରେ ଆମେରିକାର ନିଷ୍ପତ୍ତିର ପରିଣାମ ସମୀକ୍ଷା କରୁଛି…

ନୂଆଦିଲ୍ଲୀ: ଆମେରିକା ଇରାନର ରଣନୈତିକ ଚାବାହାର ବନ୍ଦର ଉପରେ ୨୦୧୮ ରେ ଦିଆଯାଇଥିବା ପ୍ରତିବନ୍ଧକ କୋହଳ (Sanctions Waiver)କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ୨୯ ସେପ୍ଟେମ୍ବର, ୨୦୨୫ ରେ କାର୍ଯ୍ୟକାରୀ ହେବ ଏବଂ ଏହାକୁ ୱାଶିଂଟନର "ସର୍ବାଧିକ ଚାପ" ଅଭିଯାନ…

ଭାରତରେ ପ୍ରତି ୩୦ ମିନିଟରେ ଗୋଟିଏ ପରିବାର ହେଉଛନ୍ତି କୋଟିପତି, ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଭାରତର ଦ୍ରୁତ ଗତିରେ ଅଗ୍ରସର ହେଉଥିବା ଅର୍ଥନୀତି ଏବେ ଧନୀମାନଙ୍କର ନୂଆ ରେକର୍ଡ ସୃଷ୍ଟି କରୁଛି। ମର୍ସିଡିଜ୍‌ ବେଞ୍ଜ ହୁରୁନ୍‌ ଇଣ୍ଡିଆ ଓ୍ଵେଲଥ୍‌ ରିପୋର୍ଟ ୨୦୨୫ ଅନୁସାରେ, ଦେଶରେ କୋଟିପତି ପରିବାରଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ରିପୋର୍ଟରେ ଦାବି କରାଯାଇଛି ଯେ…

ଭାରତର ୧୦ ହଜାର ଟଙ୍କା ସିଙ୍ଗାପୁରରେ କେତେ ହୋଇଯାଏ ? ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ : ଯଦି ଆପଣ ସିଙ୍ଗାପୁର ଭ୍ରମଣର ଯୋଜନା କରୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବେ ହୋଟେଲ ଓ ଦର୍ଶନୀୟ ସ୍ଥାନ ବିଷୟରେ ଖୋଜୁଥିବେ। କିନ୍ତୁ ଏହା ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସିଙ୍ଗାପୁରର ମୁଦ୍ରା ବିଷୟରେ ଜାଣିବା। ସିଙ୍ଗାପୁରର ଅଧିକାରିକ ମୁଦ୍ରା ହେଉଛି ସିଙ୍ଗାପୁର ଡଲାର…

Assam Rifles vehicle attacked: ସେନା ଗାଡ଼ି ଉପରକୁ ବଡ଼ ଆକ୍ରମଣ; ୨ ଯବାନ ସହିଦ,୫ ଆହତ; ସର୍ଚ୍ଚ ଅପରେସନ ଜାରି

ଇମ୍ଫାଲ: ମଣିପୁରରେ ସେନା ଗାଡ଼ି ଉପରକୁ ହୋଇଛି ବଡ଼ ଧରଣର ଆକ୍ରମଣ । ୨ ଯବାନ ସହିଦ । ଶୁକ୍ରବାର ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାରେ ଅଜ୍ଞାତ ବନ୍ଧୁକଧାରୀମାନେ ଏକ ଅର୍ଦ୍ଧସାମରିକ ବାହିନୀର ଗାଡ଼ିକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଆସାମ ରାଇଫଲ୍ସର ଦୁଇ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା…

YouTube କେବେ କହିନାହିଁ ତାର ଏହି ସିକ୍ରେଟ ! ଜାଣିଦେଲେ ପ୍ରତି ମାସରେ ହେବ ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ନୂଆଦିଲ୍ଲୀ: ଆଜିକାଲି YouTube କେବଳ ଏକ ଭିଡିଓ ପ୍ଲାଟଫର୍ମ ନୁହେଁ, ଏହା ଏକ ସମ୍ପୂର୍ଣ୍ଣ କ୍ୟାରିଅରରେ ପରିଣତ ହୋଇଛି। ହଜାର ହଜାର କଣ୍ଟେଣ୍ଟ କ୍ରିଏଟର୍ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, YouTubeର ଏକ ଏଭଳି ରାଜ ଅଛି ଯାହାକୁ ଏହା କେବେ…

ପୁୁଣି ଡର ବଢ଼ାଇଲା ଆଉ ଏକ ନୂଆ ଭାଇରସ, ମୁଣ୍ଡ ନେଉଛି ମସ୍ତିଷ୍କଖିଆ ରୋଗ

ନୂଆଦିଲ୍ଲୀ: କେରଳରେ ମୁଣ୍ଡ ନେଉଛି ମସ୍ତିଷ୍କଖିଆ ଆମିବା। ରାଜ୍ୟରେ ଏବେ ପ୍ରାଇମେରୀ ଆମିବିକ୍‌ ମେନିଙ୍ଗୋଏନ୍‌ସେଫାଲାଇଟିସ୍‌ (ପିଏଏମ୍‌) ସଂକ୍ରମଣ ମାମଲା ଲଗାତାର ବୃଦ୍ଧି ପାଉଛି। ଫଳରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି। ସରକାରୀ ସୂଚନା ଅନୁସାରେ, ରାଜ୍ୟରେ ମୋଟ୍‌ ୬୧ ଜଣ ପିଏଏମ୍‌…

Iron Beam: ଇସ୍ରାଏଲର ଲେଜର ଅସ୍ତ୍ର ପ୍ରସ୍ତୁତ,୪ ସେକେଣ୍ଡରେ ରକେଟକୁ କରୁଛି ଧ୍ୱଂସ…

ନୂଆଦିଲ୍ଲୀ: ଇସ୍ରାଏଲ ନିଜର ଉଚ୍ଚ-ଶକ୍ତି ଲେଜର ପ୍ରତିରକ୍ଷା ପ୍ରଣାଳୀ ଆଇରନ ବିମର ସଫଳ ପରୀକ୍ଷଣ ଶେଷ କରିଛି । ଏଥିସହ ଏହି ବର୍ଷ ଶେଷ ସୁଦ୍ଧା ଏହାକୁ ନିୟୋଜିତ କରାଯିବ ବୋଲି ଘୋଷଣା କରିଛି। ଏହା ବିଶ୍ୱର ପ୍ରଥମ ଉଚ୍ଚ-ଶକ୍ତିଯୁକ୍ତ ଲେଜର ଇଣ୍ଟରସେପ୍ସନ୍ ପ୍ଲାଟଫର୍ମ ହେବ ଯାହାକୁ ପ୍ରକୃତ…

ଦିଲ୍ଲୀରୁ ମୁମ୍ବାଇ iPHONE 17 ପାଇଁ କ୍ରେଜ: କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ବାଡିଆ ପିଟା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାରା ବିଶ୍ୱରେ iPhonesର କେତେ କ୍ରେଜ୍ ତାହା ସମସ୍ତଙ୍କୁ ଜଣା। ଆଉ ଏବେ ଆପଲ୍ ବହୁ ପ୍ରତୀକ୍ଷିତ ଆଇଫୋନ୍-୧୭ ଲଞ୍ଚ କରିଛି। ଯାହାକୁ ନେଇ ଭାରତରେ ମଧ୍ୟ କ୍ରେଜ୍ ଦେଖିବାକୁ ମିଳିଛି। ଆଇଫୋନ୍ ୧୭ ସିରିଜ୍ ପାଇଁ ପାଗଳ ହେଉଛନ୍ତି ଲୋକେ । ଦିଲ୍ଲୀରୁ ମୁମ୍ବାଇ ଯାଏ ଆଇଫୋନ୍ ୧୭…