Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଏଲନ ମସ୍କ’ ପ୍ରଥମେ ଫଲୋ କଲେ, ତା ପରେ ବିବାଦକୁ ଟାଣିଲେ !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କରି ଚର୍ଚ୍ଚାକୁ ବଢ଼ାଇଦେଲେ। ଏବେ ଭାରତରେ ସମ୍ପୂର୍ଣ୍ଣ ବାକ ସ୍ୱାଧୀନତା ସମ୍ଭବ ନୁହେଁ ଭଳି ବିବାଦୀୟ କଥା କହି କେନ୍ଦ୍ରର ବିଜେପି ସରକାରକୁ କାଠଗଡାରେ ଛିଡା କରାଇଦେଲେ। ଟ୍ୱିଟର ମାଲିକ ତଥା ବିଶ୍ୱର ଅନ୍ୟତମ ଧନୀ ଏଲନ ମସ୍କଙ୍କ ଅଳ୍ପଦିନ…

ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ପଞ୍ଜାବୀ ଗାୟକ ମନକୀରଟ

ଚଣ୍ଡୀଗଡ: ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ପରେ ଏବେ ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ପଞ୍ଜାବୀ ଗାୟକ ମନକୀରଟ ଔଲେଖ ରହିଛନ୍ତି । ବୁଧବାର ରାତିରେ ମନକୀରଟ ଚଣ୍ଡୀଗଡରୁ ଘରକୁ ଫେରୁଥିବା ବେଳେ ୩ଜଣ ଯୁବକ ତାଙ୍କ ଗାଡିକୁ ଅନୁସରଣ କରିଥିଲେ । ମନକୀରଟ ପ୍ରଥମେ ଏ ନେଇ ବିଶେଷ ଧ୍ୟାନ ଦେଇ ନ ଥିଲେ…

ବଢୁଛି ବିରୋଧୀଙ୍କ ଶକ୍ତି, ଏଥର ମୋଦିଙ୍କ ସହ ନିର୍ଣ୍ଣାୟକ ଲଢେଇ!

ଭୁବନେଶ୍ୱର: ଶକ୍ତ ହେଉଛି ବିରୋଧୀ ମେଳି। ପୂର୍ବରୁ ବିରୋଧୀ ଏକ ହୋଇପାରୁ ନ ଥିବା ବେଳେ ଏବେ ଗୋଟିଏ ମଞ୍ଚରେ ସମସ୍ତେ ଏକାଠି ହେବାରେ ଲାଗିଛନ୍ତି। ଏପରିକି ପୂର୍ବରୁ କଂଗ୍ରେସ ନେତୃତ୍ୱକୁ ସମସ୍ତେ ସ୍ୱୀକାର କରି ନ ଥିବା ବେଳେ ଧୀରେ ଧୀରେ କଂଗ୍ରେସ ସହ ମିଶି ବିଜେପି ବିରୋଧରେ ଲଢ଼ିବାକୁ ସହମତି…

ପୁଣି ମାନହାନୀ ମାମଲା: ରାହୁଲ ଗାନ୍ଧୀଙ୍କ ବିରୋଧରେ କୋର୍ଟରେ ଫେରାଦ ହେଲେ ସାବରକରଙ୍କ ନାତୀ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ନାଁରେ ଆଉ ଏକ ମାନହାନୀ ମାମଲା ରୁଜୁ ହୋଇଛି। ଏଥର ବୀର ସାବରକରଙ୍କ ନାତୀ ସାତ୍ୟକି ସାବରକର ରାହୁଲଙ୍କ ନାଁରେ ମାମଲା କରିଛନ୍ତି। ଲଣ୍ଡନ୍‌ରେ ରାହୁଲ ଗାନ୍ଧୀ ବିନାୟକ ଦାମୋଦର ସାବରକରଙ୍କ ବିରୋଧରେ ଦେଇଥିବା ଅପମାନଜନକ ଟିପ୍ପଣୀ ପାଇଁ ସତ୍ୟକି ମହାରାଷ୍ଟ୍ରର ଏକ…

‘ରାହୁଲ’ ଯେତେ ଅଧିକ ବିବାଦ, ସେତେ ଅଧିକ ଚମକ !

ଭୁବନେଶ୍ୱର: ବଢୁଛି ରାହୁଲଙ୍କ ଅଡୁଆ। ଗୋଟିଏ ପରେ ଗୋଟିଏ ମାନହାନି ମାମଲାରେ ଛନ୍ଦି ହୋଇପଡୁଛନ୍ତି ରାହୁଲ ଗାନ୍ଧୀ। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ଲୋକସଭା ସଦସ୍ୟ ପଦ ହରାଇଥିବା ରାହୁଲଙ୍କ ବିରୋଧରେ ଏବେ ସଭରକରଙ୍କ ନାତି ମାନହାନି ମାମଲା ରୁଜୁ କରିଛନ୍ତି। ସଭରକରଙ୍କ ବିରୋଧରେ ରାହୁଲ…

କର୍ଣ୍ଣାଟକ ନିର୍ବାଚନ, ବିଜେପିକୁ ହରାଇବେ ବିଜେପି ନେତା !

ଭୁବନେଶ୍ୱର: କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ବ୍ୟାପକ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଦଳ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା ସହ ଦଳ ଛାଡୁଥିବା ଦେଖାଯାଇଛି। ବହୁ ବିଚାରବିମର୍ଶ ପରେ ଦଳ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିଛି। ଏପରିକି ବହୁ ନୂଆ ଚେହେରାକୁ ଏଥର ନିର୍ବାଚନରେ ଦଳ…

ରାହୁଲ ଗାନ୍ଧୀଙ୍କ ମାନହାନୀ ମାମଲା: ଏପ୍ରିଲ ୨୦ରେ ଆସିବ ରାୟ

ନୂଆଦିଲ୍ଲୀ: ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନର ଆଜି(ଏପ୍ରିଲ୍ ୧୩) ଶୁଣାଣି ହୋଇଛି। ସୁରତ ସେସନ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏପ୍ରିଲ ୨୦ ତାରିଖରେ କୋର୍ଟ ନିଜ ରାୟ ଶୁଣାଇବେ। ଆଜି ଶୁଣାଣି…

ପାକିସ୍ତାନରେ ଦୂତାବାସ ବନ୍ଦ କଲା ସ୍ୱିଡେନ

ଇସଲାମବାଦ: ୟୁରୋପୀୟ ଦେଶ ସ୍ୱିଡେନ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ପାକିସ୍ତାନରେ ଥିବା ଦୂତାବାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ୱିଡେନ ବନ୍ଦ କରି ଦେଇଛି । ପାକିସ୍ତାନରେ ଏବେ ବିଭିନ୍ନ ପ୍ରକାରର ସଙ୍କଟ ଲାଗି ରହିଛି । ଏହାକୁ ଦେଖି ସୁରକ୍ଷା ଦୃଷ୍ଟିକୋଣରୁ ଏହି…

ଏନ୍‌ସିଆର୍‌ଟି ରାଜନୀତି ବିଜ୍ଞାନ ବହିରୁ ହଟିଲା ମୌଲାନା ଅବୁଲ କଲାମ ଆଜାଦଙ୍କ ନାଁ

ନୂଆଦିଲ୍ଲୀ: ନ୍ୟାସ୍‌ନାଲ କାଉନସିଲ ଅଫ୍‌ ଏଜୁକେସଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଆର୍‌ଟି) ସିଲାବସ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ପାଠ୍ୟ ହଟାଇବା ପରେ ଏବେ ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କର କଥା ବି ହଟାଇ ଦିଆଯାଇଛି।…

ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ୍ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ରାବେ ହସନୀ ନଦୱିଙ୍କର ପରଲୋକ

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ୍ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ରାବେ ହସନୀ ନଦୱିଙ୍କର ପରଲୋକ ହୋଇଛି। ଆଜି ଲକ୍ଷ୍ନୌରେ ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁସାରେ ବୟସାଧିକ କାରଣରୁ ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ତାଙ୍କୁ ଚିକିତ୍ସା ପାଇଁ…