Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୪ ବର୍ଷ ପରେ ସିରିଆରେ ପୁଣି ଖୋଲିବ ଆମେରିକୀୟ ଦୂତାବାସ! ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ..

ଡାମାସ୍କସ୍: ପ୍ରାୟ ୧୪ ବର୍ଷ ପରେ ସିରିଆର ରାଜଧାନୀ ଡାମାସ୍କସ୍‌ରେ ନିଜର ଦୂତାବାସ ପୁନର୍ବାର ଖୋଲିବାକୁ ଆମେରିକା ଯୋଜନା କରୁଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଚଳିତ ମାସର ଆରମ୍ଭରେ, କଂଗ୍ରେସ କମିଟିଗୁଡ଼ିକୁ ପଠାଯାଇଥିବା ଏକ ନୋଟିସ୍ ସିରିଆରେ ଦୂତାବାସ କାର୍ଯ୍ୟ ପୁନଃ…

CRPF bulletproof vehicle falls: କେନାଲରେ ଖସି ପଡ଼ିଲା CRPF ଯବାନଙ୍କ ବୁଲେଟପ୍ରୁଫ୍ ଗାଡ଼ି, ୭ ଯବାନ ଆହତ

ଭୁବନେଶ୍ୱର:ଜମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଏକ ବଡ଼ ଦୁର୍ଘଟଣା ଘଟିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ର ଏକ ବୁଲେଟପ୍ରୁଫ୍ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ଗାଡିଟି ନିୟନ୍ତ୍ରଣ ହରାଇ ଏକ କେନାଲରେ ଖସିପଡ଼ିଥିଲା। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ CRPFର ୨୧ତମ…

Let ଟାର୍ଗେଟରେ ଲାଲକିଲ୍ଲା; ଆଲର୍ଟରେ ସୁରକ୍ଷା ଏଜେନ୍ସି…

ନୂଆଦିଲ୍ଲୀ: ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଦିଲ୍ଲୀରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ରାଜଧାନୀରେ ଏକ ବଡ଼ ଆକ୍ରମଣ ଯୋଜନା କରିଛି। ଐତିହାସିକ ଲାଲକିଲ୍ଲା ଏବଂ ଆଖପାଖର ଅନେକ ଅଞ୍ଚଳକୁ ଟାର୍ଗେଟ କରିଛି ଅଟଙ୍କି ସଂଗଠନ।…

ଏହି ଦିନ ଆସିବ ପିଏମ-କିଷାନର ୨୨ତମ କିସ୍ତି? ଜାଣନ୍ତୁ କେମିତି ଚେକ୍ କରିବେ ଷ୍ଟାଟସ୍ !

ନୂଆଦିଲ୍ଲୀ: ପିଏମ-କିଷାନ ଯୋଜନାର ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଦେଶର କୋଟି କୋଟି ଚାଷୀ ଏବେ ୨୨ତମ କିସ୍ତିର ଅପେକ୍ଷାରେ ରହିଛନ୍ତି । ଜାନୁୟାରୀ ପରେ ଏବେ ଫେବୃୟାରୀ ମାସ ମଧ୍ୟ ଶେଷ ହେବାକୁ ଯାଉଛି, କିନ୍ତୁ ଚାଷୀଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ- ଆକାଉଣ୍ଟକୁ କେବେ ଆସିବ ୨…

‘ଦରକାର ପଡ଼ିଲେ ଯେକୌଣସି ଦେଶକୁ ଧ୍ବଂସ କରିଦେବୁ- ଟ୍ରମ୍ପ

ଓ୍ବାଶିଂଟନ୍: ବିଶ୍ୱ ରାଜନୀତିରୁ ଆସିଛି ଏକ ବଡ଼ ଖବର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ସେଠାକାର ନ୍ୟାୟପାଳିକା ମଧ୍ୟରେ ଚାଲିଥିବା ଟ୍ୟାରିଫ୍ ଯୁଦ୍ଧ ଏବେ ଭୟଙ୍କର ମୋଡ଼ ନେଇଛି। ନିଜର ଆମଦାନୀ ଶୁଳ୍କ ବା ଟ୍ୟାରିଫ୍ ନୀତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ କ୍ଷୁବ୍ଧ…

ଆରଏସଏସର କାମ ନିଜସ୍ୱ ନୁହେଁ, ବରଂ ଦେଶର ନାମ ବଡ କରିବା: ମୋହନ ଭାଗବତ

ଲକ୍ଷ୍ନୌ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଉତ୍ତର ପ୍ରଦେଶର ମିରଟରେ ଜାତୀୟ ଏବଂ ଆନ୍ତର୍ଜାତୀୟ ଖେଳାଳିମାନଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ସଂଘର ଲକ୍ଷ୍ୟ ନିଜ ନାମ ପ୍ରଚାର କରିବା ନୁହେଁ ବରଂ ଦେଶର ନାମ ପ୍ରଚାର କରିବା ।…

‘ପ୍ରଧାନମନ୍ତ୍ରୀ ମୋଦି ଜଣେ ମହାନ ବ୍ୟକ୍ତି, କିନ୍ତୁ ବାଣିଜ୍ୟ ଚୁକ୍ତିନାମାରେ କୌଣସି ପରିବର୍ତ୍ତନ ହେବ ନାହିଁ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ କହିଛନ୍ତି ଯେ, ଆମେରିକା ସୁପ୍ରିମକୋର୍ଟ ତାଙ୍କର ପୂର୍ବ ଟାରିଫ୍ କୁ ପ୍ରତ୍ୟାହାର କରିବା ସତ୍ତ୍ୱେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି…

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଟ୍ରମ୍ପଙ୍କ ସମାଲୋଚନା; କହିଲେ, ସବୁ ଦେଶ ଉପରେ ୧୦% ଟାରିଫ୍ ଲାଗୁ କରିବି

ଓ୍ବାଶିଂଟନ୍: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ରମ୍ପଙ୍କ ଶୁଳ୍କକୁ ବେଆଇନ ଘୋଷଣା କରିଛନ୍ତି। ଆମେରିକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଟ୍ରମ୍ପଙ୍କ ଶୁଳ୍କ ଲାଗୁ କରିବାର ପଦ୍ଧତି ଭୁଲ। ଶୁକ୍ରବାର ସୁପ୍ରିମକୋର୍ଟ ଟ୍ରମ୍ପଙ୍କ…

Shirtless protest: AI ସମିଟରେ ସାର୍ଟଲେସ୍ ପ୍ରତିବାଦ ଘଟଣାରେ ୪ ଗିରଫ; ଏହି ୧୦ ପଏଣ୍ଟର ସହ ମାମଲାର ତଦନ୍ତ

ନୂଆଦିଲ୍ଲୀ: ଭାରତ ମଣ୍ଡପମରେ ଯୁବ କଂଗ୍ରେସର ପ୍ରତିବାଦ ସମ୍ପର୍କରେ ଦିଲ୍ଲୀ ପୋଲିସ ଦିଲ୍ଲୀ-ଏନସିଆରରେ ଚଢାଉ କରୁଛି। ଏହି ମାମଲାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରାଯାଇଛି। ବାକି ସାତ ଜଣ ପ୍ରତିବାଦକାରୀଙ୍କୁ ଧରିବା ପାଇଁ ଚଢାଉ ଚାଲିଛି। ପନ୍ଦରରୁ ଅଧିକ ଭିଡିଓ କ୍ଲିପ୍ ଆଧାରରେ…

Trump’s emergency tariffs are illegal: ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ଶୁଳ୍କ ନୀତିକୁ ବେଆଇନ ଘୋଷଣା

ନୂଆଦିଲ୍ଲୀ: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ରମ୍ପଙ୍କ ଶୁଳ୍କକୁ ବେଆଇନ ଘୋଷଣା କରିଛନ୍ତି। ଆମେରିକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଟ୍ରମ୍ପଙ୍କ ଶୁଳ୍କ ଲାଗୁ କରିବାର ପଦ୍ଧତି ଭୁଲ। ଶୁକ୍ରବାର ସୁପ୍ରିମକୋର୍ଟ ଟ୍ରମ୍ପଙ୍କ…