Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନେତାନ୍ୟାହୁଙ୍କୁ କ୍ଷମତାଚ୍ୟୁତ କରିବାକୁ ଏକାଠି ହେଲେ ଇସ୍ରାଏଲର ୫ ବିରୋଧୀ ନେତା; କହିଲେ- ସରକାର ଗଠନ…

ତେଲ୍ ଅଭିଭ୍: ଇସ୍ରାଏଲ ରାଜନୀତିରେ ଏବେ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ କ୍ଷମତାରୁ ହଟାଇବା ପାଇଁ ଇସ୍ରାଏଲର ପାଞ୍ଚ ଜଣ ପ୍ରମୁଖ ବିରୋଧୀ ଦଳର ନେତା ଏକାଠି ହୋଇଛନ୍ତି। ଅକ୍ଟୋବର ୨୭ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କୌଣସି ଦଳ ବା…

Violence grips Bangladesh:ହିଂସାର ନିଆଁରେ ଜଳୁଛି ବାଂଲାଦେଶ;ୟୁନୁସଙ୍କ ପୈତୃକ ଘରେ ଲଗାଇଦେଲେ ନିଆଁ; ୨୮ ଜିଲ୍ଲାରେ…

ନୂଆଦିଲ୍ଲୀ:ବାଂଲାଦେଶରେ ରାଜନୈତିକ ଉତ୍ତେଜନା ମଧ୍ୟରେ ହିଂସାକାଣ୍ଡ ବୃଦ୍ଧି ପାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦଳ 'ଆୱାମୀ ଲିଗ୍' (ଯାହାକୁ ବର୍ତ୍ତମାନ ନିଷିଦ୍ଧ କରାଯାଇଛି) ଦ୍ୱାରା ଡକାଯାଇଥିବା ଏକ 'ଲକଡାଉନ୍' ପୂର୍ବରୁ ସମଗ୍ର ଦେଶରେ ବ୍ୟାପକ ଅଶାନ୍ତି ଦେଖାଦେଇଛି।…

Delhi Airport Terminal 3: ଦିଲ୍ଲୀ ବିମାନବନ୍ଦରରେ ଜବରଦସ୍ତି ପ୍ରବେଶ କରିବାକୁ ଉଦ୍ୟମ; କିଛି ସେକେଣ୍ଡ ମଧ୍ୟରେ…

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନବନ୍ଦରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ର କର୍ମୀମାନେ ନିଜର ସତର୍କତା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାକୁ ଭଙ୍ଗ କରିବାର ଏକ ପ୍ରୟାସକୁ ପଣ୍ଡ କରିଦେଇଛନ୍ତି। ଟର୍ମିନାଲ୍ ୩ର ପ୍ରସ୍ଥାନ…

ମଦ ନିଶା ଛଡ଼ାଇବା ନାଁରେ ଦିଆଗଲା ‘ହର୍ବାଲ୍ ପାନୀୟ’; ମଧ୍ୟପ୍ରଦେଶରେ ୨ ମୃତ, ୫ ଗୁରୁତର, ୩ ଗିରଫ

ଭୋପାଳ: ମଦ ନିଶା ଛଡ଼ାଇବା ପାଇଁ ଦିଆଯାଇଥିବା ଏକ ତଥାକଥିତ ‘ହର୍ବାଲ୍ ପାନୀୟ’ ପିଇ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଘଟଣାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅସୁସ୍ଥ ୫ ଜଣଙ୍କ…

ବାର୍ଡ ଫ୍ଲୁ ମୁକାବିଲା ଦିଗରେ ଭାରତକୁ ବଡ଼ ସଫଳତା; ପ୍ରସ୍ତୁତ ହେଲା ପ୍ରଥମ ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: ଦେଶରେ ପ୍ରଥମଥର ପାଇଁ ବିକଶିତ ହୋଇଛି ସ୍ୱଦେଶୀ H5N1 ବାର୍ଡ ଫ୍ଲୁ ଟିକା । ଭୋପାଳର ଆଇସିଏଆର୍‌ -ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜେସ୍ ଦ୍ୱାରା ବିକଶିତ ହୋଇଛି । କୁକୁଡା ମାନଙ୍କୁ ମାରାତ୍ମକ ଏଭିଆନ୍ ଇନଫ୍ଲୁଏଞ୍ଜା ସଂକ୍ରମଣରୁ ସୁରକ୍ଷା ଦେବା…

ମଣିଷ ବଦଳରେ ଏଆଇକୁ ବନ୍ଧୁ କରୁଛନ୍ତି ଜେନ ଜେଡ

ଏବେକାର ଯୁବପିଢ଼ୀକୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ଜେନ ଜେଡ ମଣିଷ ପରିବର୍ତେ ଏଆଇ (ଆର୍ଟିଫିସିଆଲ ଇଂଟେଲଜେନ୍ସି) ସହ ବନ୍ଧୁତା କରିବାକୁ ପସନ୍ଦ କରୁଛନ୍ତି । ଗ୍ୟାଲପ୍ ଏବଂ ବୋଷ୍ଟନ୍ ଚିଲ୍ଡ୍ରେନ୍ସ ଡିଜିଟାଲ୍ ୱେଲନେସର ଏକ ରିପୋର୍ଟ ଅନୁସାରେ, ପ୍ରାୟ ୩୩ ପ୍ରତିଶତ ଯୁବକ…

ପିଲାଙ୍କ ମୋଟାପଣ ହୋଇପାରେ ଡାଇବେଟିସର କାରଣ, ଜାଣନ୍ତୁ କେମିତି ଜାଣିବେ ଆଉ କ’ଣ କରିବେ…

ବ୍ୟୁରୋ: ଆଗରୁ ଡାଇବେଟିସ୍ ବଡ ଲୋକଙ୍କ ରୋଗ ବୋଲି ଆମେ ଜାଣିଛୁ । ହେଲେ ଏବେ ଛୋଟ ପିଲା ମଧ୍ୟ ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏବେକାର ଛୋଟ ପିଲା ଖେଳିବା କମ୍ ମୋବାଇଲ ଦେଖି ବସି ରହିବାରେ ବେଶି ସମୟ ବିତାଉଛନ୍ତି । ତେଣୁ ଖାଇ ବସିଲେ ଦେହରେ ମୋଟାପଣ ବଢିବାରେ ଲାଗୁଛି । ଯାହା…

Pakistani handlers identified:ଡ୍ରୋନ୍ ମାଧ୍ୟମରେ ଚୋରା ଚାଲାଣ…୨୮ପାକିସ୍ତାନୀ ହ୍ୟାଣ୍ଡଲର ଚିହ୍ନଟ;ସ୍ଥାନୀୟ…

ନୂଆଦିଲ୍ଲୀ:ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ରାଜସ୍ଥାନର ଅଞ୍ଚଳଗୁଡ଼ିକୁ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ୍ ବିରୋଧରେ ରାଜସ୍ଥାନ ପୋଲିସ ଏକ ନିର୍ଣ୍ଣାୟକ ଅଭିଯାନ ଆରମ୍ଭ କରିଛି। ରାଜସ୍ଥାନ ପୋଲିସ ୨୮ ଜଣ…

69th Grammy Award: ଇତିହାସ ରଚିଲା ତାମିଲ୍ ସଂଗୀତ, ‘Varuvaaiy’ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ

ବ୍ୟୁରୋ: ସକିରା କି ଅନ୍ୟ ପପୁଲାର ସିଙ୍ଗରଙ୍କୁ ଭୁଲିଯିବେ ଯେବେ ଶୁଣିବେ ଯେ ପ୍ରଥମ ଥର ପାଇଁ ଗ୍ରାମୀ ପୁରସ୍କାର ପାଇଁ ଚୟନ ହୋଇଛି ଏକ ତାମିଲ ସଙ୍ଗ୍ । ଦେବନ୍ ଏକମ୍ବରମ୍ ଓ ସୁଶାଙ୍କ ଗୀତ ‘ଭାରୁଭାଇ’ ଏବେ ଖୁବ ଚର୍ଚ୍ଚାରେ । କାହିଁକି ନା ସମ୍ମାନଜନକ ୬୯ତମ ଗ୍ରାମୀ ପୁରସ୍କାର ୨୦୨୭ ପାଇଁ…

After Delay Tease: ପ୍ରାଇମ ଭିଡିଓର ବଡ ଘୋଷଣା, ଡିସେମ୍ବର ୩ରେ ‘ପଂଚାୟତ-୫’

ବ୍ୟୁରୋ:ୟୁଟର୍ଣ୍ଣ ମାରିଲା ପ୍ରାଇମ ଭିଡିଓ । ପ୍ରଥମେ ଆସିବନି ଏବେ କହୁଛି ଆସିବ ସେପୁଣି ଶୀଘ୍ର । ଆଜ୍ଞା ହଁ, ଆମେ କହୁଛୁ ପଂଚାୟତ ନାମକ ଏକ ଲୋକପ୍ରୀୟ ଶୋର କଥା । ଦୁଇଦିନ ପୂର୍ବରୁ ପଂଚାୟତର ପରବର୍ତ୍ତୀ ସିଜିନ୍ ଆସିବନି ବୋଲି ଘୋଷଣା କରିଥିଲା ପ୍ରାଇମ ଭିଡିଓ । ବୁଧବାର ପଂଚାୟତ ନୂଆ…