Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

PM Modi in Assam: ଆସାମରେ ପ୍ରଧାନମନ୍ତ୍ରୀ ମୋଦି, ସାଧାରଣ ସଭାରେ ମା’ଙ୍କ ଫଟୋ ଦେଖି ହେଲେ ଭାବୁକ…

ଗୌହାଟି: ଏବେ ୫ ରାଜ୍ୟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ଆସାମରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟୀ ରିଙ୍ଗ ରୋଡ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆସାମରେ ୧୮,୫୩୦ କୋଟି ଟଙ୍କାରୁ ଅଧିକ…

‘ମୁଁ କ୍ଷମତାର ସ୍ୱାଦ ଚାଖିବାକୁ ଆସିନାହିଁ, ବର୍ବରତା ଘଟଣାରେ ସମ୍ପୃକ୍ତ ଲୋକଙ୍କର ତଦନ୍ତ କରାଯିବ’

କାଠମାଣ୍ଡୁ: ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ରବିବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୧୨ ସେପ୍ଟେମ୍ବର ରାତିରେ ସିଂହ ଦରବାରରେ ଶପଥ ଗ୍ରହଣ କରିଥିଲେ । କାର୍କି କାର୍ଯ୍ୟଭାର ଗ୍ରହଣ କରିବା ପରେ ଗଣମାଧ୍ୟମରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ…

IND vs PAK: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ୫ T20, ଆଗରେ ରହିଛି ଟିମ୍ ଇଣ୍ଡିଆ, ଏଥର ବି…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ରେ ଗ୍ରୁପ-ଏର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରବିବାର ଅର୍ଥାତ୍ ଆଜି ଭାରତୀୟ ସମୟ ରାତି ୮ ଟାରେ ଖେଳାଯିବ। ଏହି ମ୍ୟାଚ୍ ବିଷୟରେ ବହୁତ ଦିନ ଧରି ଆଲୋଚନା ଚାଲିଛି, ଯେଉଁଥିରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ବହୁତ ଦୃଢ଼…

London Anti-Immigrant Protest : ମସ୍କଙ୍କ ଉପସ୍ଥିତି, ଟ୍ରମ୍ପ ସମର୍ଥକଙ୍କ ସମର୍ଥନ…“ପ୍ରବାସୀଙ୍କୁ ବିଦା…

ନୂଆଦିଲ୍ଲୀ: ସାମ୍ପ୍ରତିକ ନେପାଳ ଏବଂ ଫ୍ରାନ୍ସ ନାଗରିକଙ୍କ ବିରୋଧ ପରେ ଏବେ ଇତିହାସର ସବୁଠାରୁ ବଡ଼ ପ୍ରଦର୍ଶନ ଶନିବାର ବ୍ରିଟେନ ରାଜଧାନୀ ଲଣ୍ଡନରେ ଦେଖିବାକୁ ମିଳିଛି । ଯେଉଁଠାରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରବାସୀ ବିରୋଧୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ୟୁନିଟ୍ ଦି କିଙ୍ଗଡମ୍ ନାମକ…

IND vs PAK Match: “ଭାରତ-ପାକିସ୍ତାନ ମ୍ୟାଚ୍ ଦେଖାଇଲେ, ଭାଙ୍ଗିଦେବୁ ସବୁ ହୋଟେଲ୍”, ଧମକ ଦେଲେ…

ନୂଆଦିଲ୍ଲୀ: ରବିବାର ଦୁବାଇରେ ହେବାକୁ ଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍‌କୁ ନେଇ ଏବେ ସେରା ଦେଶରେ ବିରୋଧର ସ୍ବର ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥନରେ ଏହି ମ୍ୟାଚକୁ ବୟକଟ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ହଙ୍ଗାମା ଦେଖିବାକୁ ମିଳିଛି । ବିଭିନ୍ନ କ୍ରିକେଟ…

Chinese ‘Bone Glue’: ୩ ମିନିଟରେ ହାଡ ଯୋଡିବ ‘ବୋନ୍ ଗ୍ଲୁ’

ନୂଆଦିଲ୍ଲୀ: ଶରୀରରେ କୌଣସି ସ୍ଥାନରେ ହାଡ ଭାଙ୍ଗିଗଲେ, ଏଥିପାଇଁ ଡାକ୍ତର ଚିକିତ୍ସା କରି ମାସ ମାସ ବିଶ୍ରାମ ନେବାକୁ ପରାମର୍ଶ ଦିଅନ୍ତି । ହେଲେ ଏବେ ମାତ୍ର କିଛି ମିନିଟରେ ଯୋଡି ହେବ ଭାଙ୍ଗିଯାଇଥିବା ହାଡ । ଯଦି ହାଡ଼ ଭାଙ୍ଗି ଯାଇଛି କିମ୍ବା ଖଣ୍ଡ ଖଣ୍ଡ ହୋଇଯାଇଛି, ଏହା ମାତ୍ର ୨ ରୁ ୩…

IND vs PAK: ଏସିଆ କପରେ ହାଇଭୋଲଟେଜ ମ୍ୟାଚ୍, ପହଲଗାମ କ୍ଷୋଭ ଭିତରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ…

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟା ଭିତରେ ବିଦେଶ ମାଟିରେ ହେବ ସବୁଠାରୁ ବଡ ହାଇଭୋଲଟେଜ୍ ମ୍ୟାଚ୍ । ରବିବାର ରାତି ୮ ଟାରେ, ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଠାରୁ ବଡ କ୍ରିକେଟ୍ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ପହଲଗାମ ଆକ୍ରମଣର ଜବାବରେ…

ଖରାପ ଓ୍ବାଇନକୁ ଚିହ୍ନିବେ କିପରି? କଣ କହୁଛନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ: ନଷ୍ଟ ହୋଇଥିବା ଓ୍ବାଇନକୁ ଚିହ୍ନଟ କରାଯାଇପାରିବ କି ଏପରି ଅନେକଙ୍କ ମନରେ ପ୍ରଶ୍ନ ଥିବ, ଏନେଇ ମଦ ବିଶେଷଜ୍ଞ ସୋନାଲ ହଲାଣ୍ଡ କୁହନ୍ତି, ନଷ୍ଟ ହୋଇଥିବା ଓ୍ବାଇନ ପରିବେଷଣ ହେବାର ଅନେକ ମାମଲା ରହିଛି । ଏହାକୁ ଚିହ୍ନଟ କରିବା ଏତେ କଷ୍ଟକର ନୁହେଁ । ଏହାକୁ ଦେଖି ଆପଣ ସହଜରେ…

ଟ୍ରମ୍ପଙ୍କ ୧୦୦% ଶୁଳ୍କ ପାଇଁ ଅପିଲ ଉପରେ ସାମ୍ନାକୁ ଆସିଲା ଚୀନର ପ୍ରତିକ୍ରିୟା; ଆମେ ଯୁଦ୍ଧର ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ: ଆମେରିକା ଏବଂ ନାଟୋ ଦେଶମାନଙ୍କ ମଧ୍ୟରେ ରୁଷରୁ ତୈଳ କ୍ରୟ ଉପରେ ଶୁଳ୍କ ଏବଂ ପ୍ରତିବନ୍ଧକ ପାଇଁ ବଢ଼ୁଥିବା ଦାବି ମଧ୍ୟରେ, ଚୀନ୍ ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ସ୍ପଷ୍ଟ କରିଛି ଯେ, ସେ କୌଣସି ଯୁଦ୍ଧ ଷଡ଼ଯନ୍ତ୍ରରେ ସାମିଲ ନାହିଁ ଏବଂ କି ଏଥିରେ ଅଂଶଗ୍ରହଣ ମଧ୍ୟ କରେ…

Haridwar Ardh Kumbh 2027:ଅର୍ଦ୍ଧ କୁମ୍ଭରେ ସାଧୁ-ସନ୍ୟାସୀଙ୍କ ସହ ପ୍ରଥମ ଥର ପାଇଁ ହେବ ତିନି ଅମୃତ ସ୍ନାନ , ତିଥି…

ନୂଆଦିଲ୍ଲୀ: ୨୦୨୭ ମସିହାରେ ହରିଦ୍ୱାରରେ ଅର୍ଦ୍ଧ କୁମ୍ଭ ମେଳା ଅନୁଷ୍ଠିତ ହେବ। ଦୁଇ ବର୍ଷ ପରେ ଅର୍ଥାତ୍ ୨୦୨୭ ମସିହାରେ ହରିଦ୍ୱାରରେ ଅନୁଷ୍ଠିତ ହେବାକୁ ଥିବା ଅର୍ଦ୍ଧ କୁମ୍ଭ ମେଳା ଅନେକ ଦୃଷ୍ଟିରୁ ଐତିହାସିକ ହେବ। ଏହି ଅର୍ଦ୍ଧ କୁମ୍ଭରେ ପ୍ରଥମ ଥର ପାଇଁ ଇତିହାସ ସୃଷ୍ଟି ହେବ, କୁମ୍ଭ ପରି…