Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାୱାର ବ୍ୟାଙ୍କରୁ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଚଣ୍ଡିଗଡର ସହିଦ ଭଗତ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନରେ ଅଗ୍ନିକାଣ୍ଡ ଘଟିଥିଲା। ଯାହାକୁ ନେଇ ଏୟାରପୋର୍ଟରେ ଆତଙ୍କ ଖେଳିଯାଇଥିଲା। ସୂଚନାନୁଯାୟୀ, ଅବତରଣ କରିବାର କିଛି ସମୟ ପରେ ଇଣ୍ଡିଗୋ ବିମାନ 6E108 ର ଭିତର ଭାଗ ହଠାତ୍ ଧୂଆଁରେ…

OpenAI ଆଣୁଛି AI ସ୍ମାର୍ଟଫୋନ, ଫିଚର୍ସ ଲିକ୍

ନୂଆଦିଲ୍ଲୀ: ChatGPT ପଛରେ ଥିବା AI କମ୍ପାନୀ OpenAI ଏବେ Apple ଏବଂ Samsung କୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛି। ମିଡିଆ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ପ୍ରଥମ AI ଫୋନ ଉପରେ କାମ କରୁଛି। ଏକାଧିକ ଆପ୍ ମଧ୍ୟରେ ନେଭିଗେଟ୍ କରିବା ପରିବର୍ତ୍ତେ ୟୁଜର୍ସ ଏବେ AI ଉପରେ…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି; ସୁପ୍ରିମକୋର୍ଟରେ ବଢିବ ବିଚାରପତିଙ୍କ ସଂଖ୍ୟା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ସୁପ୍ରିମକୋର୍ଟ ସଂଶୋଧନ ବିଲ୍, ୨୦୨୬ ଆଗତ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏହି ବିଲ୍…

‘ଜନତାଙ୍କ ରାୟକୁ ସମ୍ମାନ କରାଯିବା ଉଚିତ, ଧର୍ମନିରପେକ୍ଷ ଦଳଗୁଡ଼ିକ ବିଜେପିକୁ ଅଟକାଇ ପାରିବେ ନାହିଁ’

ହାଇଦ୍ରାବାଦ: ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି । ଓୱେସି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (BJP) ସପକ୍ଷରେ ପଶ୍ଚିମବଙ୍ଗ ଭୋଟରଙ୍କ ନିଷ୍ପତ୍ତିକୁ…

ପଶ୍ଚିମବଙ୍ଗର ସରକାରୀ କାଗଜପତ୍ର ଯେପରି ବାହାରକୁ ନଯାଏ ସେନେଇ ମୁଖ୍ୟ ସଚିବଙ୍କ କଡ଼ା ନିର୍ଦ୍ଦେଶ

କୋଲକତା: ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ମଧ୍ୟରେ, ମମତା ବାନାର୍ଜୀ ସରକାର ଏକ ନିର୍ଦ୍ଦେଶ ଜାରି କରିଥିଲେ ଯାହା ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛନ୍ତି । ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବିନା ଅନୁମତିରେ କୌଣସି ସରକାରୀ ଫାଇଲ୍ କିମ୍ବା କାଗଜପତ୍ର ସ୍ଥାନାନ୍ତର ନକରିବାକୁ, ଫଟୋ…

ମେ ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଥାଲାପତି ବିଜୟ

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଥାଲାପତି ବିଜୟଙ୍କ ଦଳ ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ସର୍ବାଧିକ ଆସନ ଜିତିଛି। ଏପଟେ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ମଧ୍ୟ ତାଙ୍କ ଆସନ ବଜାୟ ରଖିପାରିଲେ ନାହିଁ। ରିପୋର୍ଟ ଅନୁଯାୟୀ, ଟିଭିକେ ମୁଖ୍ୟ ବିଜୟ ଗୁରୁବାର ଅର୍ଥାତ୍…

ଇସ୍ତଫା ଦେବେନି ମମତା, ରୋକଠୋକ୍ ମନା କଲେ…

କୋଲକାତା: ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ରାଗି ଯାଇଛନ୍ତି ସୁପ୍ରିମୋ ମମତା ବାନାର୍ଜୀ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ରୋକଠୋକ କହିଛନ୍ତି । ବିଜେପିର ବିଜୟ ଓ ଟିଏମସିର ପରାଜୟ ପରେ ସେ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଶହେରୁ ଉର୍ଦ୍ଧ୍ୱ ସିଟରେ ଭୋଟ…

Mamata Banerjee Defeat: ଶାସନ, ଆସନ ସବୁ ଗଲା… ଏବେ ଭତ୍ତା ପାଇବେ ଦିଦି?

କୋଲକାତା: ନା ଏ କୂଳ, ନା ସେ କୂଳର ହେଲେ ମମତା ଶାସନ, ଆସନ ଉଭୟ ଛଡାଇ ନେଲା ବିଜେପି ମମତାଙ୍କ ଶୋଚନୀୟ ଅବସ୍ଥା ଏବେ ପାଇବେ ଭତ୍ତା! ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପଟ୍ଟ ପରିବର୍ତ୍ତନ ହୋଇଛି । ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ୧୫ ବର୍ଷର ଟିଏମସି ସରକାରଙ୍କୁ ମାତ୍…

ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ବାଛିବେ ଶାହ ଓ ମୋହନ

ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ବ ଦେଇଛି। ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସୂଚନା ଅନୁଯାୟୀ, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ବାଛିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅମିତ ଶାହଙ୍କୁ…

BJP Government In Bengal: ବଙ୍ଗରେ ଏହି ଦିନ ଶପଥ ନେବେ ନୂଆ ବିଜେପି ମୁଖ୍ୟମନ୍ତ୍ରୀ…ସାମ୍ନାକୁ ଆସିଲା ତାରିଖ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ବଡ ବିଜୟ ପରେ, ଏବେ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ସିଟ୍ ଉପରେ । କାହାକୁ ପଶ୍ଚିମବଙ୍ଗ ଭାର ପ୍ରଦାନ କରିବେ ବିଜେପି ମୁଖିଆ ? ପୁରୁଣା ପୁରୋଧାଙ୍କ ହାତକୁ ଟେକିଦେବେ..ନା ଚମକାଇବ ନୂଆ ଚେହେରା? ଏହାକୁ ନେଇ ଅନେକ ନାଁ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିବା…