Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତର ବନ୍ଧୁ ରାଷ୍ଟ୍ର ବନାଇଲା କ୍ୟାନ୍‌ସର ଭ୍ୟାକ୍ସିନ, ୧୦୦ ପ୍ରତିଶତ ହେଲା ସଫଳ

ନୂଆଦିଲ୍ଲୀ : କ୍ୟାନ୍ସର ଭଳି ଘାତକ ରୋଗର ଚିକିତ୍ସାରେ ଏକ ବଡ଼ ସଫଳତା ସାମ୍ନାକୁ ଆସିଛି, ଯାହା ଭାରତର ଏକ ମିତ୍ର ରାଷ୍ଟ୍ରରୁ। ଋଷର ବୈଜ୍ଞାନିକମାନେ ଭ୍ୟାକ୍ସିନ୍ ‘ଏଣ୍ଟେରୋମିକ୍ସ୍’ (Enteromix) ବିକାଶ କରିଛନ୍ତି, ଯାହା କ୍ଲିନିକାଲ୍ ଟ୍ରାଏଲ୍'ରେ ଶତପ୍ରତିଶତ ପ୍ରଭାବକାରୀ ଏବଂ ସୁରକ୍ଷିତ…

କିଛି ଦିନ ପାଇଁ ସ୍ଲୋ ହୋଇଯିବ ଇଣ୍ଟରନେଟ ! ସମୁଦ୍ର ଭିତରେ ଛିଣ୍ଡିଗଲା କେବୁଲ୍, ଅନେକ ଦେଶରେ ଉପରେ ପଡ଼ିବ ପ୍ରଭାବ

ଭୁବନେଶ୍ୱର: ଯଦି ଆପଣଙ୍କୁ ମଧ୍ୟ ମୋବାଇଲ୍, କମ୍ପୁଟର କିମ୍ବା ଟିଭିରେ ଇଣ୍ଟର୍ନେଟ୍ କନେକ୍ଟିଭିଟିରେ ସମସ୍ୟା ଆସୁଛି, ତେବେ ଆପଣ ଏକାକି ନୁହେଁ। ଦୁନିଆର ଅନେକ ଲୋକ ଏହି ସମସ୍ୟାରେ ରହିଛନ୍ତି । ବାସ୍ତବରେ, ସମୁଦ୍ରରେ ବିଛାଯାଇଥିବା ଅନେକ ସମୁଦ୍ରୀୟ ଫାଇବର ଅପ୍ଟିକ୍ କେବଲ୍‌ଗୁଡ଼ିକ ବହୁ…

Japan Prime Minister: କାହିଁକି ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁ ?

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା। ଅପର୍ ହାଉସ୍ ନିର୍ବାଚନରେ ଶାସକ LDPର ପରାଜୟ ପାଇଁ ଦେଲେ ଇସ୍ତଫା। LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ। ଗତବର୍ଷ ଅକ୍ଚୋବରରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଶିଗେରୁ। ଶାସକ ଲିବରଲ୍…

Bjp MP Sambit Patra: ରାହୁଲ ଗାନ୍ଧୀ ପ୍ରକୃତରେ ଅନୁପ୍ରବେଶକାରୀ ବଚାଓ ଯାତ୍ରା କରୁଛନ୍ତି: ବିଜେପି ସାଂସଦ ସମ୍ବିତ…

ନୂଆଦିଲ୍ଲୀ: ବିଜେପି ସାଂସଦ ଡକ୍ଟର ସମ୍ବିତ ପାତ୍ର ବିହାରରେ ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ଉପରେ କଠୋର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ପ୍ରକୃତରେ ଅନୁପ୍ରବେଶକାରୀ ବଚାଓ ଯାତ୍ରା କରୁଛନ୍ତି। ଏପରି କଥା ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଥିଲେ। ବିହାରରେ SIR କୁ ନେଇ…

ଆମେରିକାର ଶୁଳ୍କକୁ ‘ଟ୍ରମ୍ପ୍ ଆତଙ୍କ’ କହିଲେ ବିଏସପି ମୁଖ୍ୟ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ…

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ରବିବାର ଭାରତୀୟ ସାମଗ୍ରୀ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ବିଶାଳ ଶୁଳ୍କ ବୃଦ୍ଧିକୁ କଡ଼ା ନିନ୍ଦା କରିଛନ୍ତି । ସେ ଏହାକୁ "ଟ୍ରମ୍ପ୍ ଶୁଳ୍କ ଆତଙ୍କ" ବୋଲି ଅଭିହିତ କରିଛନ୍ତି ଏବଂ ଶୁଳ୍କ ଲାଗୁ ପରେ ସୃଷ୍ଟି ହୋଇଥିବା…

Retail Price Of Medicines: ରୋଗୀଙ୍କୁ ସରକାରଙ୍କ ବଡ଼ ଆଶ୍ୱସ୍ତି, ସ୍ଥିର କଲେ ୪୨ଟି ଔଷଧର ଖୁଚୁରା ମୂଲ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ୪୨ଟି ସାଧାରଣ ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରିଛନ୍ତି। ଏଥିରେ ବ୍ରଡ୍-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଏବଂ ଇପ୍କା ଲାବୋରେଟୋରୀ ଅନ୍ତର୍ଭୁକ୍ତ। ଏହି ଔଷଧଗୁଡ଼ିକ ସାଧାରଣତଃ ଅଙ୍ଗ ପ୍ରତିରୋପଣ ପରେ ଅଙ୍ଗ…

Modi Visit Punjab: ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ, ଘୋଷଣା କରିପାରନ୍ତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୯ ତାରିଖରେ ପଞ୍ଜାବ ଗସ୍ତ କରିବେ। ପଞ୍ଜାବରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୋଦି। ପଞ୍ଜାବର ସତଲେଜ, ବ୍ୟାସ ଓ ରାଭି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୭୫ ହଜାର ହେକ୍ଟର ଫସଲ…

Kejriwal Dares Modi: ‘ଟ୍ରମ୍ପ୍ ଜଣେ ଭୀରୁ, କାପୁରୁଷ’, ଶୁଳ୍କ ନେଇ ବର୍ଷିଲେ କେଜ୍ରିଓ୍ବାଲ, ମୋଦିଙ୍କୁ ବି…

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି । ଏଥିସହିତ ମୋଦି ସରକାରଙ୍କ ସମ୍ମୁଖରେ ୪ଟି ଦାବି ମଧ୍ୟ ରଖିଛନ୍ତି। କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ କପା ପ୍ରସଙ୍ଗ ଉଠାଇ…

ଆଉ ନିସ୍ତାର ନାହିଁ; ବିଜୟ ମାଲ୍ୟା, ନୀରବ ମୋଦି ସହ ଭାରତ ଆସିବେ ଏହି ପଳାତକ; ମିଳିଲା ଗ୍ରୀନ ସିଗନାଲ…

ନୂଆଦିଲ୍ଲୀ: ୟୁକେ କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ (ସିପିଏସ୍)ର ଏକ ପ୍ରତିନିଧି ଦଳ ନିକଟରେ ଦିଲ୍ଲୀର ତିହାର ଜେଲ୍ ପରିଦର୍ଶନ କରି ଜେଲ୍ ପରିସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି । ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ଭଳି ଉଚ୍ଚ-ପ୍ରୋଫାଇଲ୍ ଅର୍ଥନୈତିକ ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ଭାରତର…

Dark web: ଡାର୍କ ୱେବ୍ କ’ଣ? ଆପଣଙ୍କ ଇମେଲ୍ ହ୍ୟାକ୍ ହୋଇନି ତ? ଏହି ଉପାୟରେ ଜାଣନ୍ତୁ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଆପଣ କିଛି ଖୋଜନ୍ତୁ କିମ୍ବା ଅନଲାଇନରେ ଅର୍ଡର କରିବାକୁ ଚାହାଁନ୍ତି, ତେବେ ଇଣ୍ଟରନେଟ୍ ବିନା ଏସବୁ ସମ୍ଭବ ନୁହେଁ । ଇଣ୍ଟରନେଟରେ ଏକ ଦୁନିଆ ଅଛି, ଯାହା ବିଷୟରେ ଆପଣ ନିଶ୍ଚୟ…