Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭଗବାନ କାହ୍ନାଙ୍କ ପ୍ରତିମୂର୍ତିଙ୍କୁ ବିବାହ କଲେ ଯୁବତୀ

ଲକ୍ଷ୍ନୌ: ଉତରପ୍ରଦେଶର ବଦାୟୁଁର ଏକ ଆଶ୍ଚଯ୍ୟଜନକ ଖବର ସମ୍ମୁଖକୁ ଆସିଛି । ଏଠାରେ କୃଷ୍ଣ ପ୍ରେମରେ ଜଣେ ଯୁବତୀ ଏତେ ମଜିଗଲେ ଯେ, ଶେଷରେ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଲେ । ସୁରେଶ ଚନ୍ଦ୍ର ଶର୍ମା ଝିଅ ପିଙ୍କିଙ୍କ ଜିଦ ଆଗରେ ହାର ମାନିଥିଲେ । ଶେଷରେ କାହ୍ନାଙ୍କ ସହ ବିବାହ…

୨ ସପ୍ତାହ ମଧ୍ୟରେ ୮୨୭ କୋଟି ରିଫଣ୍ଡ, ୪୫୦୦ ବ୍ୟାଗେଜ ଫେରାଇଲା ଇଣ୍ଡିଗୋ…

ନୂଆଦିଲ୍ଲୀ: ଇଣ୍ଡିଗୋ ପକ୍ଷରୁ ଲଗାତାର ବିମାନ ଉଡ଼ାଣ ବାତିଲ ହେବାରେ ଲାଗିଛି। ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଇଣ୍ଡିଗୋ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନେ ଯାତ୍ରା କରିପାରୁନଥିଲେ ମଧ୍ୟ ସେମାନଙ୍କର ରିଫଣ୍ଡ  ବିଚାରାଧୀନ ଅବସ୍ଥାରେ ରହିଅଛି।ଏଥିସହିତ  …

ବନ୍ଦେ ମାତରମ୍”କୁ ନେଇ ଚର୍ଚ୍ଚା; ମୋଦି କହିଲେ ଜିନ୍ନାଙ୍କ ଆଗରେ ନଇଁ ଯାଇଥିଲେ ନେହେରୁ 

ନୂଆଦିଲ୍ଲୀ: ଲୋକସଭାରେ "ବନ୍ଦେ ମାତରମ୍" ଉପରେ ଆଲୋଚନା ସମୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ "ବନ୍ଦେ ମାତରମ୍" ଗୀତ ଦେଶର ସ୍ୱାଧୀନତାକୁ ଉର୍ଜା ଦେଇଥିଲା। ସେ କହିଛନ୍ତି ଯେ "ବନ୍ଦେ ମାତରମ୍" ଗୀତରେ ହଜାର ହଜାର ବର୍ଷର ସାଂସ୍କୃତିକ ଶକ୍ତି, ସ୍ୱାଧୀନତାର ଭାବନା…

‘ଏବେ ବଙ୍ଗଳାର ପାଳି’… ମୋଦିଙ୍କ ଏଣ୍ଟ୍ରି ବେଳେ ବିଜେପି ସାଂସଦଙ୍କ ନାରାରେ କମ୍ପିଲା ଗୃହ

ନୂଆଦିଲ୍ଲୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ଲୋକସଭାରେ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ପ୍ରବେଶ କରିବା ମାତ୍ରେ ବିଜେପି ସାଂସଦମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସ୍ଲୋଗାନରେ ଥିଲା- "ବିହାର କି…

ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ପ୍ରସିଦ୍ଧ ମାଲାୟାଲମ ଅଭିନେତା ଦିଲ୍ଲୀପ

ଥିରୁଅନନ୍ତପୁରମ୍: ୨୦୧୭ ଅପହରଣ ଓ ଦୁଷ୍କର୍ମ ମାମଲାରେ ମାଲାୟଲମ ଅଭିନେତା ଦିଲ୍ଲୀପଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କେରଳର ଏକ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ୬ ଜଣଙ୍କୁ ଦୋଷୀ ଘୋଷଣା କରିଛନ୍ତି କୋର୍ଟ । ସେସନ୍ସ ଜଜ୍ ହନି ଏମ୍.…

ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ ଜେଲ୍

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉ କିମ୍ବା ଅନ୍ୟ କିଛି କାରଣ ପାଇଁ, ଅନେକ ସମୟରେ ଦେଖିବାକୁ ମିଳେ କି କ୍ଷତିପୂରଣ ଦାବି କରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥାଏ। ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କରୁଛନ୍ତି ଲୋକେ। ରାସ୍ତା ବନ୍ଦ ହେବାରୁ ଲୋକଙ୍କୁ ଟ୍ରାଫିକ୍…

ଇଣ୍ଡିଗୋ ସଙ୍କଟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇଣ୍ଡିଗୋ ସଙ୍କଟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଭାରତର ମୁଖ୍ୟ ବିଚାରପତି କହିଛନ୍ତି ଯେ ସରକାର ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଯଦି ପରିସ୍ଥିତି ସମାନ ରହିଥାନ୍ତା ତେବେ ଏହା ଭିନ୍ନ ହୋଇଥାନ୍ତା। ଆମେ ବୁଝୁଛୁ ଯେ ଲକ୍ଷ ଲକ୍ଷ ଲୋକ ଏହି…

ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରତି ସତର୍କ ରୁହନ୍ତୁ, ଚିହ୍ନଟ ପରେ ହିଁ ନିଯୁକ୍ତି ଦିଅନ୍ତୁ:…

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ସେ ପୋଲିସକୁ ଅନେକ ନିର୍ଦ୍ଦେଶ ଜାରି କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ…

Bengal Babri Masjid: ବଙ୍ଗଳାର ବାବରୀ ମସଜିଦକୁ ଆସିଥିବା ଦାନ ଦେଖି ସଭିଏଁ ଆଶ୍ଚର୍ଯ୍ୟ, ଟଙ୍କା ଗଣି ଗଣି ହାଲିଆ…

କୋଲକାତା‌: ପଶ୍ଚିମ ବଙ୍ଗର ନିଲମ୍ବିତ ଟିଏମସି ବିଧାୟକ ହୁମାୟୁଁ କବୀର ଅଯୋଧ୍ୟାରେ ବାବରୀ ମସଜିଦ ଭାଙ୍ଗିବା ପରେ ମୁର୍ଶିଦାବାଦରେ ଏକ ନୂତନ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବହୁତ ବିବାଦ ଏବଂ ବିରୋଧ ସତ୍ତ୍ୱେ, ହୁମାୟୁଁ ଦାବି କରିଛନ୍ତି ଯେ ଏହି ମସଜିତ ପାଇଁ ସମସ୍ତ ମୁସଲମାନଙ୍କ…

Goa Nightclub Fire: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ: ୪ ଗିରଫ, ସରପଞ୍ଚଙ୍କୁ ଜେରା

ପାନାଜି: ଗୋଆର ଆର୍ପୋରା ନାଇଟ୍ କ୍ଲବ୍‌ରେ ଘଟିଥିବା ଅଗ୍ନିକାଣ୍ଡ ପରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୋଆ ପୋଲିସ ଆର୍ପୋରା ନାଇଟ୍ କ୍ଲବ୍‌ର ଜେନେରାଲ ମ୍ୟାନେଜର ଏବଂ ତିନି ଜଣ କର୍ମଚାରୀଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି। କ୍ଲବ୍ କର୍ମଚାରୀଙ୍କ ବ୍ୟତୀତ, ଆର୍ପୋରା ନାଓ…