Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଏକାଠି ମୋଦି, ପୁଟିନ ଓ ଜିନପିଙ୍ଗ; ହଜିଲା ଟ୍ରମ୍ପଙ୍କ ନିଦ

ନୂଆଦିଲ୍ଲୀ: ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବରରେ ଚୀନର ତିଆନଜିନରେ ଅନୁଷ୍ଠିତ ହୋଇଥିବା ଏସସିଓ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗ ଦେଇଥିଲେ। ତେବେ ସେହି ଶିଖର ସମ୍ମିଳନୀରେ…

ଉପମୁଖ୍ୟମନ୍ତ୍ରୀଙ୍କୁ ଚିହ୍ନିପାରିଲେନି ଆଇପିଏସ ଅଧିକାରୀ, ଆଉ ତା’ପରେ…

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଉକ୍ତ ଭିଡିଓରେ ଅଜିତ ପାୱାର ଏବଂ ସୋଲାପୁରର କରମାଲା ଡିଏସ୍ପି ଅଞ୍ଜନା କୃଷ୍ଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳୁଛି।…

Spend Time With Parents: ‘ବାପାମାଙ୍କ ସହ ବିତାଇବେ ସମୟ’, କର୍ମଚାରୀଙ୍କୁ ରାଜ୍ୟ ସରକାର ଦେଲେ ୨ ଦିନର…

ନୂଆଦିଲ୍ଲୀ: ‘ମାତୃ ପିତୃ ବନ୍ଦନା’, ଅଧିନରେ ସରକାରୀ କର୍ମଚାରୀଙ୍କୁ ମିଳିବ ନଭେମ୍ବର ମାସରେ ୨ ଦିନ ସ୍ବତନ୍ତ୍ର ଛୁଟି । ଆସାମ ସରକାର ନଭେମ୍ବର ମାସରେ ଏହାର କର୍ମଚାରୀମାନଙ୍କୁ ୨ ଦିନର ସ୍ୱତନ୍ତ୍ର କାଜୁଆଲ୍ ଲିଭ୍ ଦେବାକୁ ଘୋଷଣା କରିଛନ୍ତି । ଯାହା ଦ୍ୱାରା ସେମାନେ ସେମାନଙ୍କ ପିତାମାତା…

Russia-Ukraine war: ‘ୟୁକ୍ରେନରେ ସୈନ୍ୟ ମୁତୟନ ହେଲେ, ଗୁଳି ବର୍ଷିବ’, କାହିଁକି ୟୁରୋପ ଏବଂ ଆମେରିକାକୁ ଧମକ ଦେଲେ…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଚେତାବନୀ ଦେଇଛନ୍ତି ଯେ ଯଦି ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନରେ ସେମାନଙ୍କର ସୈନ୍ୟ ନିୟୋଜନ କରନ୍ତି, ତେବେ ରୁଷ ସେନା ଏହାକୁ ଏକ ବୈଧ ଲକ୍ଷ୍ୟ ବୋଲି ବିବେଚନା କରିବ । ଅର୍ଥାତ୍ ଏହା ସିଧାସଳଖ ସେମାନଙ୍କ ଉପରେ ଆକ୍ରମଣ କରିବ। ତେବେ…

CAPF Misuse: ଅଧିକାରୀଙ୍କ ଘରେ କାମ କରୁଛନ୍ତି ଯବାନ, CAPFର ଅପବ୍ୟବହାର ନେଇ ଗୃହ ମନ୍ତ୍ରଣାଳୟକୁ ଜବାବ ମାଗିଲେ…

ନୂଆଦିଲ୍ଲୀ: ଯବାନ ଦେଶକୁ ସୁରକ୍ଷା ଦେବାରେ ନିୟୋଜିତ ହୁଅନ୍ତି। ହେଲେ ଏଠି ଅଧିକାରୀଙ୍କ ଘରେ କାମ କରୁଥିବା ଖବର ଆସିଛି। ଘରୋଇ କାମରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କର୍ମଚାରୀଙ୍କ ଅପବ୍ୟବହାର ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ସୀମା ସୁରକ୍ଷା…

Xi and Putin: ଅମର ହେବାକୁ ଚାହାଁନ୍ତି କି ପୁଟିନ୍ ଏବଂ ଜିନପିଙ୍ଗ?

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧକୁ କାନ୍ଧ ମିଳାଇ ଚାଲିବା ସମୟରେ ତାଙ୍କର ଏକ ବାର୍ତ୍ତାଳାପ ଖୁବ୍ ଭାଇରାଲ ହେଉଛି । ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଅମରତ୍ୱ ଏବଂ ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ ବୋଲି ଉଭୟ ଆଲୋଚନା…

Pak terrorists in India: ମୁମ୍ବାଇରେ ୧୪ ଆତଙ୍କବାଦୀ, ସହର ଉଡାଇବାକୁ ଯୋଜନା !

ମୁମ୍ବାଇ: ଚିନ୍ତାରେ ମୁମ୍ବାଇ ସହରବାସୀ। ମୁମ୍ବାଇରେ ପଶିଛନ୍ତି ୧୪ ଆତଙ୍କବାଦୀ। ଗଣେଶପୂଜା ଭସାଣୀ ବେଳେ ଆକ୍ରମଣ କରିବାକୁ ଯୋଜନା। ୪ଶହ କିଲୋ ଆରଡିଏକ୍ସ ୩୪ଟି ଗାଡିରେ ଥିବା ସୂଚନା। ମୁମ୍ବାଇ ପୋଲିସକୁ ଆସିଛି ଆତଙ୍କବାଦୀ ଆସିଥିବା ଖବର। ଅଜଣା ହ୍ୱାଟସଆପରେ ମୁମ୍ବାଇ ପୋଲିସକୁ ମିଳିଛି…

Trump-Modi Friendship: ‘ମୋଦିଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ଏବେ ଇତିହାସ’, ପୂର୍ବତନ ଆମେରିକା ଅଧିକାରୀ କହିଲେ,…

ନୂଆଦିଲ୍ଲୀ: ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜନ୍ ବୋଲ୍ଟନ୍ ଏବେ ଆମେରିକା ସହ ଭାରତର ସମ୍ପର୍କକୁ ନେଇ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବହୁତ ଭଲ ବ୍ୟକ୍ତିଗତ ସମ୍ପର୍କ ଥିଲା, କିନ୍ତୁ ଏବେ ଏହା ଶେଷ…

PM Modi On Ukraine- Russia War: ‘ୟୁକ୍ରେନ ଶାନ୍ତିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା’, ୟୁରୋପୀୟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ୟୁରୋପୀୟ ସଂଘ ସମ୍ପର୍କ ସମୀକ୍ଷା ଏବଂ ଆଗକୁ ବଢ଼ାଇବା ପାଇଁ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନଙ୍କ ସହ ଏକ ମିଳିତ ଟେଲିଫୋନ୍ କଲ୍ କରିଥିଲେ। ନେତାମାନେ ବାଣିଜ୍ୟ,…

ନେପାଳ ସରକାରଙ୍କ ବଡ଼ ଆକ୍ସନ, ଦେଶରେ ବନ୍ଦ ହେଲା ଫେସବୁକ-ଏକ୍ସ

ନୂଆଦିଲ୍ଲୀ: ନେପାଳରେ ଗୁରୁବାର (୪ ସେପ୍ଟେମ୍ବର, ୨୦୨୫) ଠାରୁ ଫେସବୁକ, ଇନଷ୍ଟାଗ୍ରାମ, ଇଉଟ୍ୟୁବ ଏବଂ ଅନ୍ୟାନ୍ୟ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛି। ନେପାଳର ସଞ୍ଚାର ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହା ସୂଚନା…