Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାରରେ ଏକ ନୂଆ ମନ୍ତ୍ରଣାଳୟ ଚାହୁଁଛନ୍ତି ଚିରାଗ ପାସୱାନ, କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ କାହିଁକି କଲେ ଏପରି…

ନୂଆଦିଲ୍ଲୀ: ଦିଲ୍ଲୀରେ ବିହାରର ଜଣେ ଯୁବକଙ୍କ ହତ୍ୟା ଘଟଣା ବ୍ୟାପକ ବିବାଦ ସୃଷ୍ଟି କରିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି (ରାମ ବିଳାସ)…

Naxal encounter: ନକ୍ସଲ-ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଜାରି; ଅତିରିକ୍ତ ଯବାନ ଆଲର୍ଟରେ…

ବିଶ୍ରା: ବୁଧବାର ଭୋରରୁ ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ଟୋଣ୍ଟୋ ପୋଲିସ ଷ୍ଟେସନ ଅଞ୍ଚଳରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଚାଲିଛି । ରୁଟୁଗୁଟୁର ଘନ ଜଙ୍ଗଲରେ ଚାଲିଥିବା ଏକ ସର୍ଚ୍ଚ ଅପରେସନ୍ ସମୟରେ କୋବ୍ରା…

ପ୍ଲାଷ୍ଟିକ୍ ପ୍ୟାକେଟରେ ଆଉ ବିକ୍ରି ହେବ ନାହିଁ ଗୁଟଖା, ତମାଖୁ

ନୂଆଦିଲ୍ଲୀ: ଏଣିକି ପ୍ଲାଷ୍ଟିକ୍ ପ୍ୟାକେଟରେ ଆଉ ବିକ୍ରି ହେବ ନାହିଁ ଗୁଟଖା, ତମାଖୁ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ପାନ ମସଲା, ଗୁଟଖା ଏବଂ ତମାଖୁର ପ୍ୟାକେଜିଂ ସମ୍ପର୍କରେ କଠୋର ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି। ସରକାରଙ୍କ ନୂତନ ଡ୍ରାଫ୍ଟ ନିୟମ…

TMC MP’s big challenge to PM Modi;’ଯଦି ଦମ୍ ଅଛି, ୪ ରେ ଦିଅ ଇସ୍ତଫା…’, ଭୋଟ ଗ୍ରହଣ…

କୋଲକାତା: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ପଶ୍ଚିମବଙ୍ଗ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ ଆସନ ପାଇଁ ଭୋଟ୍ ଚାଲିଥିବା ବେଳେ, ମମତା ବାନାର୍ଜୀଙ୍କ ଦଳ, ଟିଏମସି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିଛି। ଟିଏମସି…

‘Leave India’ notice: ୩ ଆମେରିକୀୟ ନାଗରିକଙ୍କୁ ଭାରତ ଛାଡିବା ପାଇଁ ନୋଟିସ ଜାରି;କରୁଥିଲେ…

ମୁମ୍ବାଇ: ପୁଣେରେ ଭିସା ଉଲ୍ଲଂଘନର ଏକ ମାମଲା ସାମ୍ନାକୁ ଆସିଛି ।ତିନି ଜଣ ଆମେରିକୀୟ ନାଗରିକଙ୍କୁ ଭାରତ ଛାଡିବା ପାଇଁ ନୋଟିସ ଜାରି କରାଯାଇଛି । ପୁଣେ ସହର ପୋଲିସ ତିନି ଜଣ ଆମେରିକୀୟ ନାଗରିକଙ୍କୁ "ଧାର୍ମିକ ପ୍ରଚାର " କରି ସେମାନଙ୍କର ଭିସାର ମାନଦଣ୍ଡ ଉଲ୍ଲଂଘନ କରିଥିବା ଅଭିଯୋଗରେ…

କିନ୍ନର ସମ୍ପ୍ରଦାୟଙ୍କୁ ‘ଅଭିନନ୍ଦନ’ କିମ୍ବା ‘ଉପହାର’ ମାଗିବାର କୌଣସି ଅଧିକାର ନାହିଁ:…

ଆହ୍ଲାବାଦ: ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ରାୟରେ କହିଛନ୍ତି ଯେ କିନ୍ନ ସମ୍ପ୍ରଦାୟର ସଦସ୍ୟମାନଙ୍କର ପାରମ୍ପରିକ "ଅଭିନନ୍ଦନ" କିମ୍ବା "ଉପହାର" (ଶୁଭ ଅବସରରେ ଦିଆଯାଉଥିବା ନଗଦ ଉପହାର) ଦାବି କରିବାର କୌଣସି ଆଇନଗତ ଅଧିକାର ନାହିଁ।…

ବଙ୍ଗଳାରେ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ: ମମତା ବାନାର୍ଜୀଙ୍କ ସହ ଶୁଭେନ୍ଦୁ ଅଧିକାରୀଙ୍କ କଡ଼ା ଟକ୍କର

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଶେଷ ପର୍ଯ୍ୟାୟରେ ୭ ଜିଲ୍ଲାରେ ୧୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ସହଜ ଭୋଟିଂ ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷ ସ୍ପଷ୍ଟ…

ଖୁବ୍‌ଶୀଘ୍ର ଭାରତ ଆଉ ଏକ S-400 ଏୟାର ଡିଫେନ୍ସ ସିଷ୍ଟମ ପାଇବ, ଅପରେସନ୍ ସିନ୍ଦୂରରେ କରିଥିଲା ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ଭାରତ ଆସନ୍ତା ମାସ ପ୍ରାରମ୍ଭରେ ରୁଷଠାରୁ S-400 ଟ୍ରାୟମ୍ଫ ଭୂପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀର ୪ର୍ଥ ୟୁନିଟ୍ ପାଇବାର ସମ୍ଭାବନା ଅଛି । ଏହା ଭାରତୀୟ ବାୟୁସେନାର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଅକ୍ଟୋବର ୨୦୧୮ରେ, ଭାରତ…

ଜୀବିତ ହେଲା ୨୪୦୦୦ ବର୍ଷ ତଳର ସୂକ୍ଷ୍ମ ଜୀବ

ନୂଆଦିଲ୍ଲୀ: ୨୪୦୦୦ ବର୍ଷ ତଳର ଏକ ସୂକ୍ଷ୍ମ ଜୀବ ଏବେ ଜୀବିତ ହୋଇଛି । ବିଶ୍ୱାସ ହେଉ ନ ଥିଲେ ବି ଏହା ସତ । ବୈଜ୍ଞାନିକମାନେ ମଧ୍ୟ ଏହି ଘଟଣା ନେଇ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ସାଇବେରିଆର ବରଫ ଭିତରେ ଏହି ଜୀବ ରହିଥିଲା । ବୈଜ୍ଞାନିକମାନେ ଏହାର ନାମ ଜୋମ୍ବି ୱର୍ମ ରଖିଛନ୍ତି ।…

ମେ’ ରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ୍, ଜାଣନ୍ତୁ…

ନୂଆଦିଲ୍ଲୀ: ମେ ମାସ ଆରମ୍ଭ ହେବାକୁ ଯାଉଛି। ତେଣୁ ଯଦି ଆପଣଙ୍କର ଏହି ମାସରେ ବ୍ୟାଙ୍କିଂ ସମ୍ବନ୍ଧୀୟ କୌଣସି କାମ ଅଛି ତେବେ ସବୁ କାମ ଆଗୁଆ ସାରି ଦିଅନ୍ତୁ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏହା ଅନୁଯାୟୀ ମେ ମାସରେ ୩୧ ଦିନ ମଧ୍ୟରୁ ୧୨ ଦିନ…