Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Balochistan: ରାଲିରେ ଆତ୍ମଘାତୀ ବୋମା ବିସ୍ଫୋରଣ; ୧୪ ମୃତ, ୩୫ ଆହତ

ପାକିସ୍ତାନ: କ୍ୱେଟା (Quetta)ରେ ବେଲୁଚିସ୍ତାନ ନ୍ୟାସନାଲ ପାର୍ଟି (BNP) ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାର ସମାପ୍ତି ପରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୫ ଜଣ ଆହତ ହୋଇଛନ୍ତି । ଏକ୍ସପ୍ରେସ…

Yamuna Flood Situation: ବିପଦ ସଙ୍କେତ ଉପରେ ପ୍ରବାହିତ ଯମୁନା ନଦୀ ଜଳସ୍ତର, ଭୟଙ୍କର ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ଭାରତରେ ସେପ୍ଟେମ୍ବର ମାସରେ ମଧ୍ୟ ମୌସୁମୀର ପ୍ରକୋପ ଥମିବାର ନାଁ ନେଉନାହିଁ । ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରିଦେଇଛି । ନଦୀଗୁଡିକରେ ଜଳସ୍ତର…

China Military Parade: ଚୀନର ବିଶାଳ ପରେଡରେ ପୁଟିନ୍, ପେଜେସ୍କିୟାନ୍, କିମ୍ ଜୋଙ୍ଗ୍ ସମେତ ଅନେକ ଆମେରିକୀୟ ଶତ୍ରୁ…

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନୀ ଆକ୍ରମଣ ବିରୁଦ୍ଧରେ ବିଜୟର ୮୦ ତମ ବାର୍ଷିକୀରେ ଆୟୋଜିତ ଏକ ମହାନ ସାମରିକ ପରେଡ୍ ମାଧ୍ୟମରେ ବୁଧବାର ଚୀନ୍ ତାର ଆଧୁନିକ ସାମରିକ ଶକ୍ତି ପ୍ରଦର୍ଶନ କରିଛି। ଏହି ସମୟରେ, ଚୀନ୍ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ଜେଟ୍ ଲଢ଼ୁଆ ବିମାନ, କ୍ଷେପଣାସ୍ତ୍ର…

Afghanistan Earthquake: ଭୂମିକମ୍ପ ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲା ଭାରତ; କାବୁଲରେ ପହଞ୍ଚିଲା ୨୧ ଟନ୍…

ନୂଆଦିଲ୍ଲୀ: ଭାରତ ଆଫଗାନିସ୍ତାନର ପ୍ରକୃତ ବନ୍ଧୁ। ଏହା ପୁଣିଥରେ ପ୍ରମାଣିତ ହୋଇଛି। ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ଭାରତ ପୁଣି ଥରେ ପ୍ରଥମେ ସାହାଯ୍ୟର ହାତ ବଢ଼ାଇଛି । ଭୂମିକମ୍ପ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ରିଲିଫ୍ ସାମଗ୍ରୀ ପଠାଇବା ଆରମ୍ଭ କରିଛି।…

Apple Hebbal:ଦିଲ୍ଲୀ ଏବଂ ମୁମ୍ବାଇ ପରେ, ଆପଲ୍ ଏହି ସ୍ଥାନରେ ଖୋଲିଲା ତୃତୀୟ ରିଟେଲ୍‌ ଷ୍ଟୋର..

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ମୁମ୍ବାଇ ପରେ, ଆପଲ୍ (APPLE ) ଏବେ ଭାରତରେ ନିଜର ତୃତୀୟ ରିଟେଲ୍‌ ଷ୍ଟୋର ଖୋଲିଛି। ପ୍ରଥମ ଦୁଇଟି ଆପଲ୍ ଷ୍ଟୋର ପରି, ବେଙ୍ଗାଲୁରୁ (Bengaluru)ରେ ଖୋଲିଥିବା ଆପଲ୍ ହେବଲ୍‌ (Apple Hebbal) ମଧ୍ୟ ଗ୍ରାହକମାନଙ୍କୁ ସହାୟତ ଏବଂ ଉତ୍ପାଦ ଅଭିଜ୍ଞତା ପ୍ରଦାନ କରିବ।…

Build homes in Australia: ଅଷ୍ଟ୍ରେଲିଆରେ ଭାରତ ନିର୍ମାଣ କରିବ ୧୦ ଲକ୍ଷ ଘର ! ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବେ ଅଷ୍ଟ୍ରେଲିଆ(Australia)ରେ ରିଅଲ ଇଷ୍ଟେଟ୍ ନିବେଶ କରିବାକୁ ଯାଉଛି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ(Piyush Goyal ) କହିଛନ୍ତି ଯେ ଭାରତ ସରକାର ଏଥିପାଇଁ ୟୁଏଇରୁ ମଧ୍ୟ ସାହାଯ୍ୟ ନେଇପାରେ । ପ୍ରକୃତରେ, ଏହି ପ୍ରକଳ୍ପ ବହୁତ ବଡ଼ ହେବାକୁ ଯାଉଛି ଏବଂ ଏଥିପାଇଁ…

Spicejet News: ଯାତ୍ରୀଙ୍କୁ ୧୪ ଘଣ୍ଟା ପାଇଁ ହଇରାଣ କରି ୫୫ ହଜାର ଟଙ୍କା ଜୋରିମାନା ଗଣିବ ସ୍ପାଇସଜେଟ୍

ମୁମ୍ବାଇ: ମହଙ୍ଗା ବିମାନ ଟିକେଟ୍ କିଣୁଥିବା ଯାତ୍ରୀମାନେ ଆଶା କରନ୍ତି ଯେ ସମୟସୀମା ମଧ୍ୟରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଯିବ, କିନ୍ତୁ କେତେକ ସମୟରେ ପାଗ କିମ୍ବା ଅନ୍ୟାନ୍ୟ ପରିସ୍ଥିତି ଯୋଗୁଁ ବିମାନଗୁଡ଼ିକ ବିଳମ୍ବ ହୁଏ । କେତେକ ସମୟରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ବିମାନଗୁଡ଼ିକ…

ଦିଲ୍ଲୀ ଦଙ୍ଗା ଘଟଣା: ଉମର ଖାଲିଦ ଓ ଶାର୍ଜିଲ ଇମାମଙ୍କ ସହ ୭ ଜଣଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ସହିତ ଜଡିତ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସାଙ୍ଘାତିକ ଷଡ଼ଯନ୍ତ୍ର ମାମଲାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପୂର୍ବତନ ଛାତ୍ର ଉମର ଖାଲିଦ ଏବଂ ଶାର୍ଜିଲ ଇମାମ ଏବଂ ଅନ୍ୟ ସାତ ଜଣଙ୍କୁ ଜାମିନ ଦେବାକୁ…

କୋଲକାତା ଅଭିମୁଖେ ଯାଉଥିବା ବିମାନରେ ପକ୍ଷୀ ଧକ୍କା; ଫ୍ଲାଇଟର ଜରୁରୀ ଅବତରଣ

ନାଗପୁର: ନାଗପୁରରୁ କୋଲକାତା ଯାଉଥିବା ବିମାନକୁ ଜରୁରୀକାଳୀନ ସ୍ଥିତି ଯୋଗୁ ନାଗପୁର ଫେରାଇ ଦିଆଯାଇଛି। ଅଧିକାରୀଙ୍କ କହିବାନୁଯାୟୀ, ସକାଳେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ଏକ ପକ୍ଷୀ ସହିତ ଧକ୍କା ହେବା ପରେ ବିମାନକୁ ଫେରି ଆସିଥିଲା। ବିମାନରେ ପ୍ରାୟ ୧୬୦ରୁ ୧୬୫ ଜଣ…

Trump Tariff On Medicines: ଔଷଧ କମ୍ପାନୀଗୁଡ଼ିକ ଉପରେ ୨୦୦% ଶୁଳ୍କ ଲଗାଇବେ ଟ୍ରମ୍ପ! କ’ଣ ରହିଛି ନୂଆ ଯୋଜନା?

ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲାଗୁ କରିବା ପରେ, ଏବେ ନୂତନ ଶୁଳ୍କ ଯୋଜନା କରୁଛନ୍ତି । ଏଥର ଔଷଧ କମ୍ପାନୀଗୁଡ଼ିକ ଉପରେ ୨୦୦% ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି । ଏକ ରିପୋର୍ଟ ଅନୁଯାୟୀ, କିଛି ଔଷଧ ଉପରେ ଏହି ଶୁଳ୍କ ଲାଗୁ ହୋଇପାରେ । ଅଟୋ…