Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇରାନର ଆକ୍ରମଣରେ ବଦଳିଲା ଦୁବାଇର ଚିତ୍ର, ସାଟେଲାଇଟ୍ ଚିତ୍ର ଦେଖି ଚକିତ ବିଶ୍ୱବାସୀ

ଦୁବାଇ: ଦଶନ୍ଧି ଧରି ମଧ୍ୟପ୍ରାଚ୍ୟରେ ଏକ ନିରାପଦ ସ୍ଥାନ ଭାବରେ ଜଣାଯାଏ ଦୁବାଇ, ଗତ କିଛି ଦିନ ମଧ୍ୟରେ କିନ୍ତୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି । ଫେବୃଆରୀ ୨୪ ତାରିଖ ପର୍ଯ୍ୟନ୍ତ, ସାଟେଲାଇଟ୍ ଚିତ୍ରଗୁଡ଼ିକ ଦୁବାଇର ଚମକଦାର ରାସ୍ତା ଏବଂ ରାଜକୀୟ ଟାୱାରଗୁଡ଼ିକୁ ଦେଖାଇଥିଲା । ମାର୍ଚ୍ଚ ୧…

ଇରାନରେ ଉଡ଼ିଲା ‘ଲାଲ୍ ପତାକା’, ପ୍ରତିଶୋଧର ସଙ୍କେତ

ତେହରାନ: ଇରାନର ପବିତ୍ର ଜାମକରନ୍ ମସଜିଦ୍ ଉପରେ ଏବେ ଉଡୁଛି 'ଲାଲ୍ ପତାକା'। ଶିଆ ପରମ୍ପରା ଅନୁଯାୟୀ, ଏହି ନାଲି ରଙ୍ଗର ପତାକା ହେଉଛି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଏବଂ ପ୍ରତିଶୋଧର ପ୍ରତୀକ । ଖାମେନେଇଙ୍କ ମୃତ୍ୟୁର ବଦଲା ନେବା ପାଇଁ ଇରାନ ଏବେ ରଣହୁଙ୍କାର ଦେଇଛି । ଆମେରିକୀୟ ସୈନ୍ୟ…

ଟ୍ରମ୍ପଙ୍କ ‘ଭେନେଜୁଏଲା ମଡେଲ’, ଇରାନରେ ହେବ ବଡ଼ ଧରଣର କାୟାକଳ୍ପ ?

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ମଧ୍ୟରେ ଏବେ ସବୁଠାରୁ ବଡ଼ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏକ ସାକ୍ଷାତକାରରେ ଟ୍ରମ୍ପ ଯାହା କହିଛନ୍ତି, ତାହା ଇରାନର ସତ୍ତାକୁ ଦୋହଲାଇ ଦେଇଛି। ଟ୍ରମ୍ପଙ୍କ ନଜରରେ ଏବେ ଇରାନ ପାଇଁ ଉପଯୁକ୍ତ 'ଭେନେଜୁଏଲା ମଡେଲ'। ତେବେ କ’ଣ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: CCS ବୈଠକରେ ଭାରତୀୟ ଯାତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ଉଦ୍‌ବେଗ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ CCS ବୈଠକରେ ଆଲୋଚନା। ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା CCS ବୈଠକରେ ଉଦ୍‌ବେଗ ପ୍ରକାଶ। ଭାରତୀୟଙ୍କ ସୁରକ୍ଷା ଓ ନିରାପଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ସମସ୍ୟାର ଭୋଗୁଥିବା ଭାରତୀୟ ଯାତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ…

ମୁଁ ଖମେନେଇଙ୍କୁ ଶେଷ କରିଛି, ଗତ ୪୦ ବର୍ଷ ଧରି ଏହା କରିବାକୁ ଚାହୁଁଥିଲି: ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁସେଲମ୍: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ୍ ସେନା ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖମେନେଇ ଏବଂ ବହୁ ବରିଷ୍ଠ ଶାସନ ଅଧିକାରୀଙ୍କୁ ହତ୍ୟା କରିଛନ୍ତି । ତେଲ ଅଭିଭରେ ଥିବା ସାମରିକ ମୁଖ୍ୟାଳୟ କିରିଆର ଛାତରୁ ଜାରି ଏକ ସରକାରୀ ବିବୃତ୍ତିରେ…

ଖମେନେଇଙ୍କ ମୃତ୍ୟୁ ପରେ, ଇରାନରେ ଲଗାଗଲା ‘ନାଲି ପତାକା’..ଏପରି କାହିଁକି, ଏହାର ଅର୍ଥ କ’ଣ?

ତେହରାନ: ଇରାନର ପବିତ୍ର ସହର କୋମ୍‌ରେ ଥିବା ଜାମକାରନ୍ ମସଜିଦ ଉପରେ ଏକ ନାଲି ପତାକା ଲଗାଯାଇଛି, ଯାହାକୁ ସିଆ ପରମ୍ପରାରେ ପ୍ରତିଶୋଧର ପତାକା ବୋଲି ବିବେଚନା କରାଯାଏ । ଏହି ପତାକା ସେତେବେଳେ ଲଗାଯାଏ ଯେତେବେଳେ ଦେଶ ଏକ ବଡ଼ ଅନ୍ୟାୟର ପ୍ରତିଶୋଧ ନେବାର ସଙ୍କେତ ଦିଏ କିମ୍ବା ଯୁଦ୍ଧ ପାଇଁ…

ଇରାନ-ଇଜ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟ ନାବିକ ଓ ସମୁଦ୍ର କ୍ଷେତ୍ରର ହିତାଧିକାରୀଙ୍କ ଲାଗି ଆଡଭାଇଜରୀ ଜାରି

ମୁମ୍ବାଇ: ଇରାନ-ଇଜ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇରାନ ଓ ଆଖପାଖ କ୍ଷେତ୍ରରେ ଜାରି ଉତ୍ତେଜନାମୂଳକ ପରିସ୍ଥିତିରେ ସାମୁଦ୍ରିକ ମାର୍ଗ ଓ ଇନ୍ଧନ ଯୋଗାଣ ଉପରେ ସମ୍ଭାବିତ ପ୍ରଭାବର ଆଶଙ୍କା କରାଯାଉଛି । ଏହି ଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସିପିଂ କମ୍ପାନୀଙ୍କ ଲାଗି ସତର୍କତା ବଢାଇଛନ୍ତି…

PM Modi speaks to UAE: ୟୁଏଇର ରାଷ୍ଟ୍ରପତିଙ୍କ ସହ ହେଲେ କଥା ମୋଦୀ ; କ୍ଷେପଣାସ୍ତ୍ର ଆକ୍ରମଣ ଉପରେ ଚିନ୍ତା ପ୍ରକାଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତିରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନଙ୍କ ସହ କଥା ହୋଇଥିଲେ ଏବଂ ଉପସାଗରୀୟ ଦେଶ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି…

Ayatollah Alireza Arafi: ଇରାନରେ ଖାମେନିଙ୍କ ସ୍ଥାନ ନେଉଥିବା ଅରାଫି କିଏ ?

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ, ବରିଷ୍ଠ ଧର୍ମଗୁରୁ ଅୟାତୁଲ୍ଲା ଅଲିରେଜା ଅରାଫିଙ୍କୁ ଅନ୍ତରୀଣ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଛି । ଅରାଫି ବର୍ତ୍ତମାନ ଅସ୍ଥାୟୀ ନେତୃତ୍ୱ ପରିଷଦର ଅଂଶ ଏବଂ ନୂତନ ସର୍ବୋଚ୍ଚ ନେତା ନିର୍ବାଚିତ ନହେବା…

Protests over Khamenei’s killing: ଖାମେନିଙ୍କ ମୃତ୍ୟୁକୁ ନେଇ ତୀବ୍ର ପ୍ରତିବାଦ; ସ୍କୁଲ -କଲେଜ ୨ଦିନ ପାଇଁ…

ଶ୍ରୀନଗର: ଆମେରିକା ଏବଂ ଇସ୍ରାଏଲୀ ସେନାର ମିଳିତ ଆକ୍ରମଣରେ ଖାମେନିଙ୍କ ମୃତ୍ୟୁ ହୋଇଛି । ଏହି ଖବର ସିଆ ମୁସଲମାନମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି, ଯାହା ଫଳରେ ଶ୍ରୀନଗର ସମେତ ଜମ୍ମୁ ଏବଂ କାଶ୍ମୀରର ଅନେକ ଅଞ୍ଚଳରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଏହାପରେ ଜମ୍ମୁ ଏବଂ…