Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା; କର୍ଣ୍ଣାଟକର ଡିଜିପି ରାଙ୍କ ଅଫିସର ନିଲମ୍ବିତ…

ନୂଆଦିଲ୍ଲୀ: କର୍ଣ୍ଣାଟକ ଡିଜିପି ରାଙ୍କ ଅଫିସର ରାମଚନ୍ଦ୍ର ରାଓଙ୍କ ଏକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଅନେକ ମହିଳାଙ୍କ ସହ ଆପତ୍ତିଜନକ ସ୍ଥିତିରେ ନଜର ଆସିଛନ୍ତି। ଏହି ଭିଡିଓ ଡିଜିପିଙ୍କ କାର୍ଯ୍ୟାଳୟର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା…

‘Nitin Nabin My Boss’: ନବୀନଙ୍କୁ ନିଜ ବସ୍ କହିଲେ ମୋଦି, ନିଜକୁ କହିଲେ ତାଙ୍କ ତଳେ କାମ କରୁଥିବା…

ନୂଆଦିଲ୍ଲୀ: 'ନୀତିନ ନବୀନ ମୋ ବସ୍' 'ମୁଁ ତାଙ୍କ ନେତୃତ୍ୱରେ କାମ କରୁଥିବା ଜଣେ କର୍ମୀ' ନୂତନ ବିଜେପି ଜାତୀୟ ସଭାପତିଙ୍କୁ ସ୍ୱାଗତ କରି ନିଜ ଭାଷଣରେ ମନ ମୋହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜକୁ କହିଲେ ସାଧାରଣ ଦଳୀୟ କର୍ମୀ। ନୀତିନ ନବୀନଙ୍କ ନେତୃତ୍ବରେ କରିବେ ସେ କାମ।…

Acid Attack: ୧୪ ବର୍ଷୀୟ ନାବାଳିକା ଉପରେ ଏସିଡ୍‌ ଆକ୍ରମଣ

ଜୟପୁର: ରାଜସ୍ଥାନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଜଣେ ୧୪ ବର୍ଷୀୟ ଝିଅକୁ ଏସିଡ୍ ଆକ୍ରମଣ କରିଛି। ୧୯ ବର୍ଷୀୟ ଯୁବକ କେବଳ ଆକ୍ରମଣର ଷଡ଼ଯନ୍ତ୍ର କରିନଥିଲେ ବରଂ ଖସିଯିବା ପାଇଁ ବିସ୍ତୃତ ଯୋଜନା ମଧ୍ୟ କରିଥିଲେ। ୧୪ ବର୍ଷୀୟ ଝିଅଟି ଏକ ବିବାହ ଉତ୍ସବରେ ଯାଇଥିଲା,

ଲଟେରୀ ମାଧ୍ୟମରେ ନିର୍ଣ୍ଣୟ ହେବ ମେୟର: କଣ ରିହିଛି ପ୍ରକ୍ରିୟା, ବିଜେପି-ଶିବସେନା ମଧ୍ୟରେ କାହିଁକି ରହିଛି ବିବାଦ ?

ମୁମ୍ବାଇ: ମହାରାଷ୍ଟ୍ରରେ ପୌର ନିର୍ବାଚନ ଶେଷ ହୋଇଛି, ଏବଂ ମୁମ୍ବାଇ ନଗର ନିଗମ (BMC) ସମେତ ଅନେକ ନଗର ନିଗମ ପାଇଁ ନୂତନ ମେୟରଙ୍କୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ମହାୟୁତି ମେଣ୍ଟ ମଧ୍ୟ ଏହାର ମେୟର ଚୟନ ପ୍ରକ୍ରିୟାରେ ନିୟୋଜିତ। ନୂତନ

Donald Trump: ଟ୍ରମ୍ପଙ୍କ ବର୍ଷକର ରିପୋର୍ଟ କାର୍ଡ; ୭ ଦେଶ ଉପରେ ଆକ୍ରମଣ, ଅଧା ପୃଥିବୀ ଉପରେ ନଜର

ଓ୍ବାଶିଂଟନ୍: ଦ୍ବିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାର ବର୍ଷକ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କର ଏମିତି ହରକତ ସୀମା ଟପିଲାଣି । ତେବେ ପ୍ରଶ୍ନ ଉଠୁଛି ଟ୍ରମ୍ପ କାହିଁକି ଏମିତି ହରକତ କରୁଛନ୍ତି, କ'ଣ ରହିଛି ଏହା ପଛର କାରଣ । ଏହା ଟ୍ରମ୍ପଙ୍କର ପାଗଳାପଣ, ନା ଦିନକୁ…

ପୋଲାଣ୍ଡ ବୈଦେଶିକ ମନ୍ତ୍ରୀଙ୍କୁ ସ୍ପଷ୍ଟ ବାର୍ତ୍ତା, ଆମ ପଡ଼ୋଶୀରେ ଆତଙ୍କବାଦକୁ ଉତ୍ସାହିତ କରନ୍ତୁ ନାହିଁ: ଏସ୍.…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ପୋଲାଣ୍ଡକୁ ଏକ ଦୃଢ଼ ଏବଂ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି, ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ବଜାୟ ରଖିବାକୁ ଏବଂ ଭାରତର ପଡ଼ୋଶୀରେ କୌଣସି ଆତଙ୍କବାଦୀ ଭିତ୍ତିଭୂମିକୁ ପ୍ରୋତ୍ସାହିତ ନକରିବାକୁ ଅନୁରୋଧ କରିଛନ୍ତି । ଜୟଶଙ୍କର…

Ticket Cancellation Charges: ବଦଳିଲା ବନ୍ଦେ ଭାରତ ସ୍ଲିପର୍ ଏବଂ ଅମୃତ ଭାରତ ଟିକେଟ୍ ବାତିଲ ନୀତି, ଏବେ ଟିକେଟ…

ନୂଆଦିଲ୍ଲୀ: ନୂତନ ବର୍ଷରେ ଟ୍ରେନ ଟିକେଟ୍ ବାତିଲକରଣ ସମ୍ବନ୍ଧୀୟ ଏକ ପ୍ରମୁଖ ଅପଡେଟ୍ ଜାରି କରିଛି। ଏକ ସାମ୍ପ୍ରତିକ ସର୍କୁଲାରରେ, ରେଳବାଇ ଟ୍ରେନ୍ ଟିକେଟ୍ ବାତିଲ୍ ଫି ନିୟନ୍ତ୍ରଣ କରୁଥିବା ନିୟମରେ ସଂଶୋଧନ କରିଛି। ଏଥିରେ ନୂତନ ବନ୍ଦେ ଭାରତ ସ୍ଲିପର୍ ଏବଂ ଅମୃତ ଭାରତ ଏକ୍ସପ୍ରେସ୍…

କାବୁଲରେ ଭୟଙ୍କର ବିସ୍ଫୋରଣ; ୭ ମୃତ, ଟାର୍ଗେଟରେ ଥିଲେ ଚୀନ୍ ନାଗରିକ!

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୭ ଜଣଙ୍କର ପ୍ରାଣହାନୀ ଘଟିଛି । ଏହି ବିସ୍ଫୋରଣରେ ଚୀନ୍ ନାଗରିକଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣ ପଛରେ ତାଲିବାନ ଭିତରେ ଥିବା ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀଙ୍କ ହାତ ଥିବା…

UAE President’s India Visit: ବିଜୁଳି ପରି ଆସିଲେ…ଭାରତ ସଙ୍ଗେ କରିଗଲେ ବଡ଼ ବଡ଼ ଡ଼ିଲ୍…

ନୂଆଦିଲ୍ଲୀ: ୨ ଘଣ୍ଟା, ୫ ଚୁକ୍ତିନାମା, ୭ ଘୋଷଣା... ବୁଲେଟ ସ୍ପିଡରେ ଭାରତ ଯାତ୍ରା AI, ଆତଙ୍କବାଦ ଏବଂ ବ୍ୟାପାର... UAE ରାଷ୍ଟ୍ରପତିଙ୍କ ପାୱାର ଗସ୍ତରେ ସମସ୍ତେ ଚକିତ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ ଙ୍କ ସୋମବାର ଦିନ ହଠାତ୍…