Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Pm Modi to visit Japan, China: ପିଏମ୍ ମୋଦୀ ଏହି ଦିନ ଜାପାନ ଏବଂ ଚୀନକୁ କରିବେ ଗସ୍ତ…ଜାଣନ୍ତୁ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଦେଶ ଗସ୍ତରେ ରହିବେ। ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ମୋଦୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ୨୯-୩୦ ଅଗଷ୍ଟ ୨୦୨୫…

Terror Links: ଆତଙ୍କବାଦୀ ସଂଗଠନ ସହ ଲିଙ୍କରେ ଥିବା ୨ ସରକାରୀ କର୍ମଚାରୀଙ୍କୁ ବହିଷ୍କାର

ଶ୍ରୀନଗର: ଶୁକ୍ରବାର ଦିନ ଉପରାଜ୍ୟପାଳ ମନୋଜ ସିହ୍ନା ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି। ସେମାନେ ଦୁହେଁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଆଇନ ପ୍ରବର୍ତ୍ତନ(law enforcement)  ଏବଂ ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିଲେ। ଜମ୍ମୁ ଏବଂ…

Online Gaming Bill: ଆଇନ୍‌ରେ ପରିଣତ ହେଲା ଅନ୍‌ଲାଇନ୍ ଗେମିଂ ବିଲ୍‌- ୨୦୨୫

ନୂଆଦିଲ୍ଲୀ: ଆଇନ୍‌ରେ ପରିଣତ ହେଲା ଅନ୍‌ଲାଇନ୍ ଗେମିଂ ବିଲ୍‌-୨୦୨୫। ସଂସଦରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ଅନ୍‌ଲାଇନ୍‌ ମନି ଗେମ୍‌କୁ କରାଯାଇଛି ନିଷିଦ୍ଧ। ଦୋଷୀ ସାବସ୍ତ୍ୟ ହେଲେ ଯିବେ ୫ ବର୍ଷ ଜେଲ୍‌। ୨ କୋଟି ପର୍ଯ୍ୟନ୍ତ ଜରିମାନା ପ୍ରାବଧାନ ମଧ୍ୟ ରହିଛି। ଏହି…

China’s Wang meets Pak Army chief: ଭାରତ ପରେ ପାକ୍ ଗସ୍ତରେ ଚୀନ୍ ବିଦେଶ ମନ୍ତ୍ରୀ: ମୁନିରଙ୍କୁ ଭେଟି…

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ଆଞ୍ଚଳିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିଛନ୍ତି। ଏହି ବୈଠକ ପରେ ସେନା ଏକ ବିବୃତ୍ତି ଜାରି…

Ex-Sri Lankan President Arrested: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଗିରଫ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଗିରଫ। ତାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। ବ୍ୟକ୍ତିଗତ କାମରେ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗରେ ଗିରଫ ହୋଇଛନ୍ତି ରାନିଲ ବିକ୍ରମସିଂଘେ। ଶ୍ରୀଲଙ୍କାର ସମ୍ବାଦପତ୍ର ଦି ଡେଲି ମିରର ଏକ ରିପୋର୍ଟ ଅନୁଯାୟୀ,…

Masood Azhar: ଏମିତି ଚାନ୍ଦା ଆଦାୟ କରିଥିଲା ଜୈଶ !

ନୂଆଦିଲ୍ଲୀ: ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଚୁପଚାପ ଆରମ୍ଭ କରିଥିଲା ଅର୍ଥ ସଂଗ୍ରହ ଅଭିଯାନ। 313 ଟି ନୂଆ ପ୍ରଶିକ୍ଷଣ ଶିବିର ବା ମରକଜ ଓ ସୁରକ୍ଷିତ ଠିକଣା ବନାଇବାକୁ 3ହଜାର 910 କୋଟି ଟଙ୍କା ସଂଗ୍ରହ କରିଥିଲା। ଅଭିଯାନ ଦ୍ବାରା ଜୈଶର ଆତଙ୍କୀ ଭିତ୍ତିଭୂମିକୁ…

Dowry: ବାହାଘର ଏମିତି ବି!, ଯୌତୁକରେ ମିଳିଲା ପେଟ୍ରୋଲ୍ ପମ୍ପ ସାଙ୍ଗକୁ କୋଟି କୋଟି ଟଙ୍କା…ଏତିକିରେ ସରିନି…..

ଲକ୍ଷ୍ନୌ: ଯୌତୁକ, ନେବା କିମ୍ବା ଦେବା ଉଭୟ ଦଣ୍ଡନୀୟ ଅପରାଧ । କିନ୍ତୁ ଆଜି ସମାଜରେ ବି ଏହାର ଦବବଦା ରହିଛି । ବିନା ଯୌତୁକରେ ବୋହୂଟିଏ ଅଗ୍ରହଣୀୟ । ଅବଶ୍ୟ ହଁ, ଏହା ନେବାର ଏବେ ପନ୍ଥା ବଦଳିଯାଇଛି । ଯେମିତି, କନ୍ୟାର ପିତା ପଚାରିଲେ, ଯୌତୁକରେ କ’ଣ ନେବେ?, କିନ୍ତୁ ବର ପିତା ସଙ୍ଗା…

Modi-Macron:ପିଏମ୍ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ହେଲେ କଥା; ଏହି ପ୍ରସଙ୍ଗଗୁଡ଼ିକ ଉପରେ ହେଲା ଆଲୋଚନା…

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ଆନ୍ତର୍ଜାତୀୟ ପରିସ୍ଥିତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଫୋନ୍ ଯୋଗେ କଥାବର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ୟୁକ୍ରେନ ଓ…

DK Shivakumar: ବିଧାନସଭାରେ ଆରଏସଏସ ପ୍ରାର୍ଥନା ଗାଇଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ, ପାଳିଆ ଧରିଲେ ବିଜେପି…

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭାରେ କିଛି ଏମିତି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଚକିତ କରିଛି । ବିଧାନସଭା ଚାଲିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟ ସଭାପତି ଡିକେ ଶିବକୁମାର ରାଜ୍ୟ ବିଧାନସଭାରେ ଆରଏସଏସ ପ୍ରାର୍ଥନା ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

Irregularities Voter List: ଭୋଟର ତାଲିକାରେ ହେରଫେର ଅଭିଯୋଗ: ୪ ନିର୍ବାଚନ କମିଶନ ଅଧିକାରୀ ନିଲମ୍ବିତ

କୋଲକାତା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ, ପଶ୍ଚିମବଙ୍ଗ ସରକାର ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, କିନ୍ତୁ ଏହି ଅଧିକାରୀଙ୍କ ବିରୁଦ୍ଧରେ…