Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

India’s Exports Hit Record: ମୋଦି ମ୍ୟାଜିକ୍ ଆଗରେ ଫେଲ ଟ୍ରମ୍ପ୍‌ଙ୍କ ଟାରିଫ୍! 

ନୂଆଦିଲ୍ଲୀ: କିଛି କରିପାରିଲେନି ଟ୍ରମ୍ପ ବିଫଳ ହେଲା ସବୁ ଚାଲ ରେକର୍ଡ ସୃଷ୍ଟି କଲା ଭାରତ ଗୋଟିଏ ବର୍ଷରେ ୪୧ ଲକ୍ଷ କୋଟିର ରପ୍ତାନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୭, ୨୦୨୫ ରୁ ଭାରତୀୟ ରପ୍ତାନି ଉପରେ ଶୁଳ୍କ ଲାଗୁ କରିଥିଲେ। ପ୍ରାରମ୍ଭରେ, ଏହା ୨୫ ପ୍ରତିଶତ ଥିଲା,…

ଦୁଇ ସ୍ବାମୀ ଜଣେ ସ୍ତ୍ରୀ ବିଶ୍ବାସ ନହେଲେ ବି ସତ

ସିମଲା: ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ହେଲେ ଏହା ସତ । ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ନିଆରା ଖବର। ଗୋଟିଏ ପରିବାର, ଜଣେ ପତ୍ନୀ କିନ୍ତୁ ଦୁଇଜଣ ସ୍ୱାମୀ। ଆଉ ବିବାହର ୧୦ ମାସ ପରେ ଏହି ପରିବାରକୁ ଆସିଛନ୍ତି ଜଣେ କୁନି ଅତିଥି। ପିତା…

ଭାରତକୁ ବଡ଼ ଝଟକା; ଆମେରିକା ବନ୍ଦ କଲା ଶସ୍ତା ତେଲର ବାଟ

ନୂଆଦିଲ୍ଲୀ: ବିଶ୍ୱ ଶକ୍ତି ବଜାରରେ ଏବେ ଏକ ବଡ଼ ହଲଚଲ୍ ଦେଖିବାକୁ ମିଳିଛି। ଆମେରିକାର ଗୋଟିଏ ନିଷ୍ପତ୍ତି ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ହୋର୍ମୁଜ୍ ସଙ୍କଟ ମଧ୍ୟରେ ଆମେରିକା ଏବେ ରୁଷ ଏବଂ ଇରାନରୁ ମିଳୁଥିବା ଶସ୍ତା ତେଲ ଉପରେ କଟକଣାକୁ କଡ଼ାକଡ଼ି କରିଛି। ଯାହାର ସିଧାସଳଖ…

Women’s quota amendment bills tabled: ସଂସଦରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍, ମୁହାଁମୁହିଁ ସରକାର…

ନୂଆଦିଲ୍ଲୀ: ମୋଦି ସରକାର ଆଜି ଦେଶର ଅଧା ଜନସଂଖ୍ୟାକୁ ସବୁଠାରୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ସରକାର ଆଜି ଲୋକସଭାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିଛନ୍ତି: ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୬, ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬, ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍…

Parliament Special Session: ଆଶା ଭୋଁସଲେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଆରମ୍ଭ ହେଲେ ସ୍ୱତନ୍ତ୍ର ସଂସଦ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦିବଂଗତ ଗାୟିକା ଆଶା ଭୋଁସଲେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସମଗ୍ର ଗୃହ ଦୁଇ ମିନିଟ୍ ନୀରବ ପାଳନ କରି ସ୍ୱର୍ଗତ ଗାୟିକାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା…

ରୁଷ ଓ ଇରାନୀ ତେଲ କ୍ରୟ ଉପରେ ଆମେରିକାର ଛାଡ ଶେଷ, ଭାରତ ଉପରେ ପଡିବ ଗମ୍ଭୀର ପ୍ରଭାବ

ନୂଆଦିଲ୍ଲୀ: ଆମେରିକା ଘୋଷଣା କରିଛି ଯେ ଏହା ରୁଷ ଏବଂ ଇରାନ ତେଲ କ୍ରୟ ପାଇଁ ଦିଆଯାଇଥିବା ଛାଡ଼କୁ ବୃଦ୍ଧି କରିବ ନାହିଁ। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ହ୍ୱାଇଟ୍ ହାଉସ୍ ପ୍ରେସ୍ ବ୍ରିଫିଂରେ ଏହା ଘୋଷଣା କରିଛନ୍ତି। ଭାରତ ଏହି ଛାଡ଼ର ଏକ ପ୍ରମୁଖ ଲାଭାର୍ଥୀ ଥିଲା। ଇରାନ ଯୁଦ୍ଧ…

ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ବାର୍ତ୍ତା ନେଇ ପୁଣି ପାକିସ୍ତାନରେ ଆଲୋଚନା

ୱାଶିଂଟନ୍: ମଧ୍ୟପ୍ରାଚ୍ୟରେ ଜାରି ଥିବା ଯୁଦ୍ଧ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଆଲୋଚନା ହୋଇପାରେ। ହ୍ୱାଇଟ୍ ହାଉସ୍ ଏନେଇ ସୂଚନା ଦେଇଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଦ୍ୱିତୀୟ ପର୍ଯ୍ୟାୟର ଆଲୋଚନା ପାକିସ୍ତାନରେ ଅନୁଷ୍ଠିତ ହେବାର ସମ୍ଭାବନା ଅଛି। ଏକ ପ୍ରେସ୍…

ବୋଲେରୋ-ଲରି ଧକ୍କା; ୮ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ

ଅମରାବତୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍‌ରେ ଭୟଙ୍କର ଦୁର୍ଘଟଣା। ବୋଲେରୋକୁ ଧକ୍କା ଦେଲା ଲରି। ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତମାନେ କର୍ଣ୍ଣାଟକ ଚିକ୍କାମାଗାଲୁରୁ ଅଞ୍ଚଳର ତୀର୍ଥଯାତ୍ରୀ ଥିବା ଜଣାପଡିଛି। ଆହତମାନଙ୍କୁ…

Andaman Boat Sink: ଆଣ୍ଡାମାନ ସାଗରରେ ବୁଡିଗଲା ଡଙ୍ଗା, ୨୫୦ ରୋହିଙ୍ଗ୍ୟା ନିଖୋଜ;ମାଲେସିଆ ଅଭିମୁଖେ ଯାତ୍ରା..

ନୂଆଦିଲ୍ଲୀ: ଆଣ୍ଡାମାନ ସାଗରରେ ରୋହିଙ୍ଗ୍ୟା ଶରଣାର୍ଥୀ ଏବଂ ବାଂଲାଦେଶୀ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ ପ୍ରାୟ ୨୫୦ ଜଣ ନିଖୋଜ ଥିବା ଆଶଙ୍କା କରାଯାଉଛି । ଜାତିସଂଘ (ୟୁଏନ) ମଙ୍ଗଳବାର ଦିନ ସୂଚନା ଦେଇଛି । ଡଙ୍ଗାଟି ଦକ୍ଷିଣ ବାଂଲାଦେଶର ଟେକନାଫରୁ ମାଲେସିଆ…

କଂଗ୍ରେସ ନେତା ପବନ ଖେରାଙ୍କୁ ଝଟକା; ଟ୍ରାଞ୍ଜିଟ୍ ଜାମିନକୁ ସ୍ଥଗିତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେରାଙ୍କୁ ଆଜି ଏକ ବଡ଼ ଝଟକା ଲାଗିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ବିରୋଧରେ ଏକାଧିକ ପାସପୋର୍ଟ ରଖିବାର ଅଭିଯୋଗ ଆଣିଥିଲେ ସେ। ଉକ୍ତ ଘଟଣାକୁ ନେଇ ତାଙ୍କ ବିରୋଧରେ ଦାୟର ଏକ ଏଫଆଇଆର ମାମଲାରେ ତାଙ୍କୁ ଦିଆଯାଇଥିବା ଏକ…