Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

PM Modi To Pak: ‘ସମାଧି ଦେବ ଭାରତର କ୍ଷେପଣାସ୍ତ୍ର…’, ବିହାରରୁ ପାକିସ୍ତାନକୁ କଡା ବାର୍ତ୍ତା…

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ବିହାରର ଗୟାରେ ସମ୍ବୋଧିତ କରି କହିଥିଲେ ଯେ ଭାରତ ଉପରେ ଆକ୍ରମଣ କରିବା ପରେ କୌଣସି…

India-US Trade: କାହିଁକି ଆମେରିକାକୁ ଛାଡିପାରିବନି ଭାରତ?

ନୂଆଦିଲ୍ଲୀ: ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ବିଶ୍ୱର ସବୁଠାରୁ ବଡ଼ ବଜାର । ଆମେରିକା ଛାଡିଦେଲେ, ବିଶ୍ବରେ ଏମିତି ଅନେକ ଦେଶ ଅଛି, ଯାହା ଭାରତୀୟ ରପ୍ତାନୀକୁ ସ୍ବାଗତ କରୁଛି । ତଥାପି କାହିଁକି ନିଯୁକ୍ତି, ବୈଦେଶିକ ମୁଦ୍ରା ଏବଂ ବିଶ୍ୱ ପରିଚୟ ପାଇଁ ଆମେରିକା ଭଳି ବିକଶିତ ଦେଶର ବଜାର…

Imran Khan: ଜେଲରୁ ବାହାରିବେ କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ?, ଜାମିନ ପ୍ରଦାନ କଲେ…

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ମେ ୯, ୨୦୨୩ ହିଂସା ସହିତ ଜଡିତ ଆଠଟି ମାମଲାରେ କୋର୍ଟ ଇମ୍ରାନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଯାହା ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ସୃଷ୍ଟି…

Rahul Gandhi: ‘ବଢାଯାଉ ରାହୁଲ ଗାନ୍ଧୀଙ୍କ ସୁରକ୍ଷା’, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କଂଗ୍ରେସ କମିଟି (UPCC) ସଭାପତି ଅଜୟ ରାୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଉଲ୍ଲେଖ କରି ଦଳୀୟ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଶାହଙ୍କୁ…

Parliament Security Breach: ସଂସଦର ସୁରକ୍ଷାରେ ବଡ଼ ତ୍ରୁଟି: ଗଛରେ ଚଢ଼ି କାନ୍ଥ ଡେଇଁ ଭିତରକୁ ପ୍ରବେଶ କଲେ…

ନୂଆଦିଲ୍ଲୀ: ପୁଣି ଦେଶର ସଂସଦର ସୁରକ୍ଷାରେ ଏକ ବଡ଼ ଧରଣର ଉଲ୍ଲଂଘନ ହୋଇଛି। ଜଣେ ବ୍ୟକ୍ତି ଗଛରେ ଚଢ଼ି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କରିଥିଲେ। ଏହି ବ୍ୟକ୍ତି ସଂସଦର ଗରୁଡ଼ ଫାଟକରେ ପହଞ୍ଚିଥିଲେ । ତା’ପରେ ସୁରକ୍ଷା କର୍ମୀ ସେହି ବ୍ୟକ୍ତିଙ୍କୁ ଧରିଥିଲେ। ଏହି ଅଭିଯୁକ୍ତ ଗଛ…

Stray Dogs: ରାସ୍ତାରେ ବୁଲିବେ ନା ଆଶ୍ରୟସ୍ଥଳକୁ ଯିବେ ବୁଲା କୁକୁର?, ବଡ ଘୋଷଣା କରିଦେଲେ ସର୍ବୋଚ୍ଚ କୋର୍ଟ…..

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରୁ ବୁଲା କୁକୁରମାନଙ୍କୁ ହଟାଇବା ଏବଂ ସେମାନଙ୍କୁ ସ୍ଥାୟୀ ଭାବରେ ଆଶ୍ରୟସ୍ଥଳରେ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ତାଙ୍କ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆମେ ପୂର୍ବ ଆଦେଶରେ କିଛି ସଂଶୋଧନ କରୁଛୁ। ଜଷ୍ଟିସ୍ ବିକ୍ରମ ନାଥ ଆଦେଶ ପଢିବା ସମୟରେ…

MRI ଓ CT Scan ମଧ୍ୟରେ କଣ ଫରକ ? ଜାଣି ରଖନ୍ତୁ ନ ହେଲେ…

ନୂଆଦିଲ୍ଲୀ: ଶରୀର ବାହାରେ କୌଣସି ଆଘାତ କିମ୍ବା ରୋଗ ହେଲେ ତାହା ସହଜରେ ଜଣାପଡ଼ିଯାଏ। କିନ୍ତୁ ଯଦି ଶରୀର ଭିତରେ କୌଣସି ଆଘାତ କିମ୍ବା ରୋଗ ହୁଏ, ତେବେ ତାହା ଜାଣିବା ପାଇଁ ଅନେକ ପରୀକ୍ଷା ଓ ସ୍କାନ କରାଇବାକୁ ପଡ଼ିଥାଏ। ଆଜିକାଲି ଶରୀରର ଭିତର ସମସ୍ୟା ଜାଣିବା ପାଇଁ CT ସ୍କାନ ଓ MRI…

ଫେସବୁକ ଓ ଇନଷ୍ଟାଗ୍ରାମକୁ ନେଇ ବଡ଼ ଖବର, ଚମତ୍କାର କରିବ AI

ନୂଆଦିଲ୍ଲୀ: ମେଟା ଅନଲାଇନ ଯୋଗାଯୋଗକୁ ଆହୁରି ସମାବେଶୀ କରିବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଫେସବୁକ ଓ ଇନଷ୍ଟାଗ୍ରାମରେ ରିଲ୍ସ ପାଇଁ ଏବେ AI-ଚାଳିତ ଭଏସ ଟ୍ରାନ୍ସଲେସନ ସୁବିଧା ଉପଲବ୍ଧ ହୋଇଛି। ଏହି ନୂଆ ଫିଚର ବିଶ୍ୱବ୍ୟାପୀ ଉପଲବ୍ଧ ହୋଇଛି, ଯାହା ଦ୍ୱାରା କଣ୍ଟେଣ୍ଟ…

ୟୁକ୍ରେନକୁ ପୂରା ଧ୍ୱଂସ କରିଦେବ ଋଷ, ପୁଣି ଆକ୍ରମଣ ଆରମ୍ଭ

ନୂଆଦିଲ୍ଲୀ: ଆଲାସ୍କାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଓ ଓଭାଲ ହାଉସରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ସହ ବୈଠକ ସତ୍ତ୍ୱେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ପାଇଁ କୌଣସି ସଫଳତା…

ଦୁର୍ଘଟଣା ପ୍ରବଣ ଜିଲ୍ଲା ମଧ୍ୟରେ ରହିଛି ଗଞ୍ଜାମ ଓ ସୁନ୍ଦରଗଡ଼

ଭୁବନେଶ୍ୱର: ଭାରତର ୧୦୦ଟି ସର୍ବାଧିକ ଦୁର୍ଘଟଣା ପ୍ରବଣ ଜିଲ୍ଲା ମଧ୍ୟରେ ଓଡ଼ିଶାର ଗଞ୍ଜାମ ଏବଂ ସୁନ୍ଦରଗଡ଼ ରହିଛି। ଏନେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ରାଜ୍ୟ ପରିବହନ ବିଭାଗକୁ ଦେଇଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି। ଏକ ଘରୋଇ ସଡ଼କ ସୁରକ୍ଷା ସଂସ୍ଥା ଦ୍ୱାରା…