Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୟଙ୍କର ବିସ୍ଫୋରଣରେ ୪ ମୃତ, ୧୮ ଆହତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାରେ ବୁଧବାର ଦିନ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୧୮ ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ…

Encounter Naxal: ନକ୍ସଲ- ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ; ଅନେକ ନକ୍ସଲ ନିହତ ସୂଚନା, ଜଣେ ଯବାନ ଆହତ

ସୁନ୍ଦରଗଡ: ଓଡ଼ିଶା - ଝାଡ଼ଖଣ୍ଡ ସୀମାବର୍ତ୍ତୀ ସାରଣ୍ଡା ଜଙ୍ଗଲରେ ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ସୂଚନା ରହିଛି । ଗୁଳି ବିନିମୟରେ ଅନେକ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ମୃତଦେହ ଉଦ୍ଧାର କରାଯାଇ ନାହିଁ। ରିପୋର୍ଟ ଅନୁଯାୟୀ,…

Pratibha Patil backs Women’s Reservation Law: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଲେ ପୂର୍ବତନ ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଏବଂ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରତିଭା ଦେବୀସିଂହ ପାଟିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ…

Women’s Reservation: ୫୦% ବଢିବ ପ୍ରତ୍ୟେକ ରାଜ୍ୟ ଆସନ…କରାଯିବ ନାହିଁ କୌଣସି ପାତରଅନ୍ତର

ନୂଆଦିଲ୍ଲୀ: ଗୁରୁବାରଠାରୁ ତିନି ଦିନ ଧରି ସଂସଦରେ ହଙ୍ଗାମା ହେବାର ସମ୍ଭାବନା ରହିଛି। ସରକାର ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ଉପରେ ଏକ ମାରାଥନ ଆଲୋଚନା କରିବାକୁ ଯାଉଛନ୍ତି। ଏଥିପାଇଁ, କେନ୍ଦ୍ର ସରକାର ଗୁରୁବାର, ଏପ୍ରିଲ ୧୬ ତାରିଖରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି।…

Nepal’s Youth-Led Government: ରାପର ହେଲେ ପ୍ରଧାନମନ୍ତ୍ରୀ…ଡିଜେବାବୁ ସାଜିଲେ ଗୃହମନ୍ତ୍ରୀ!

ନୂଆଦିଲ୍ଲୀ: GenZ ପ୍ରୋଟେଷ୍ଟ ଆଣିଦେଲା ବଡ଼ ପରିବର୍ତ୍ତନ। ଯାହା କଳ୍ପନାରେ ନଥିଲା, ତାହା ବାସ୍ତବତା ସାଜିଲା। ସରକାରୀ ଗାଦିରେ ବସିଲା ସାଧାରଣ ମଣିଷ। ଦିନେ ଗଳି ଗଳିରେ ରାପ୍ କରୁଥିବା ୩୬ ବର୍ଷୀୟ ଯୁବକ ହେଲା ଦେଶର ପ୍ରଧାନମନ୍ତ୍ରୀ। ଆଉ ଡିଜେବାଲା ହାତରେ ଗୃହ ବିଭାଗର ଶାସନ। ଏହା କୌଣସି…

ଏହି ଭୁଲ ପାଇଁ FASTag ରୁ କଟିବ ୪ ଗୁଣା ଟଙ୍କା ?

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଗାଡ଼ି ମାଲିକ ଏବଂ ଚାଳକଙ୍କ ପାଇଁ ଏକ ବଡ଼ ଖବର। ଓଭରଲୋଡିଂ ସମସ୍ୟାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବେ ଆଣିଛନ୍ତି କଡ଼ା ନିୟମ। ୧୫ ଏପ୍ରିଲରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଜରିମାନା ବ୍ୟବସ୍ଥା। ଆସନ୍ତୁ ଜାଣିବା କ’ଣ ରହିଛି ଏହି ନୂଆ…

‘World Would Be Torn To Pieces’: ‘ଯଦି ମୁଁ ନଥାନ୍ତି…ଖଣ୍ଡ ଖଣ୍ଡ ହୋଇଯାଇଥାନ୍ତା…

ନୂଆଦିଲ୍ଲୀ: ବଡବୋଲା ଟ୍ରମ୍ପଙ୍କ ଆଉ ଏକ ବଡ଼ ଦାବି ସିଏ ନଥିଲେ ଛିନଭିନ୍ ହୋଇଯାଇଥାନ୍ତା ବିଶ୍ୱ 'ବିଶ୍ୱକୁ ବଞ୍ଚାଇ ରଖିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ' ନିଜକୁ ବିଶ୍ଵ ନିଅଁନ୍ତା ଭାବୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାକ୍ଷାତକାରରେ କହିଲେ ମୁଁ ବିଶ୍ୱକୁ ଧ୍ଵଂସ ପାଇବାରୁ…

ବିହାରରେ ପ୍ରଥମ ଥର ପାଇଁ ବିଜେପି ଶାସନ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

ପାଟଣା: ସମ୍ରାଟ ଚୌଧୁରୀ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳେ ପାଟନାର ଲୋକଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସେ ଶପଥ ଗ୍ରହଣ କରିଛନ୍ତି। ବିହାର ଇତିହାସରେ ଏହା ପ୍ରଥମ ଥର ଯେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତା ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି।…