Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଳୁର ପରିବାରକୁ ଖୋଜି ପାଇଲେ ବୈଜ୍ଞାନିକ

ଭୁବନେଶ୍ୱର: ଆଳୁ ପ୍ରତ୍ୟେକ ପରିବାରର ଏକ ପରିଚିତ ପରିବା । ସାରା ବିଶ୍ୱରେ ଏହା ଏ ଭଳି ଏତେ ଲୋକପ୍ରିୟ ହୋଇଯିବ ତାହା କେହି କେବେ ଭାବି ନ ଥିଲେ । ଅବଶ୍ୟ ଆଳୁ ଏକ ଭଲ ଏବଂ ସ୍ୱାସ୍ଥ୍ୟକର ପରିବା ଭାବେ ଏବେ ବି ଗଣତି ହେଉ ନାହିଁ । ଆଳୁର ସୃଷ୍ଟି ନେଇ ପୂର୍ବରୁ ଅନେକ ପ୍ରକାରର ତଥ୍ୟ ଉପସ୍ଥାପନ…

ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଆମିଷ ଖାଉଥିବା ଲୋକ ଅଛନ୍ତି?

ନୂଆଦିଲ୍ଲୀ: ଭାରତରେ ଖାଦ୍ୟର ବିବିଧତା ଏତେ ପରିମାଣରେ ଯେ ଏହା ଅନ୍ୟ କୌଣସି ଦେଶରେ କ୍ୱଚିତ୍ ଦେଖାଯାଏ । ଜାତୀୟ ସ୍ୱାସ୍ଥ୍ୟ ଏବଂ ପରିବାର ସର୍ଭେର ତଥ୍ୟ ଅନୁଯାୟୀ, ଦେଶର ୧୫ ରୁ ୪୯ ବର୍ଷ ବୟସର ଦୁଇ-ତୃତୀୟାଂଶ ଲୋକ ପ୍ରତିଦିନ, ସପ୍ତାହରେ କିମ୍ବା ଥରେ ହେଲେ କୌଣସି ନା କୌଣସି ପ୍ରକାରରେ ମାଂସ…

 ‘ଭାରତ ପାଇଁ ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ନୁହଁନ୍ତି ଟ୍ରମ୍ପ’, ବର୍ଷିଲେ ପ୍ରଖ୍ୟାତ ଅର୍ଥନୀତିଜ୍ଞ…

ନୂଆଦିଲ୍ଲୀ: ଭାରତ ପାଇଁ ଜଣେ ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ନୁହନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଆମେରିକା ବାଣଜ୍ୟ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟକୁ ପ୍ରଶଂସା କରି ଆମେରିକା ସରକାରଙ୍କ ଉପରେ ବର୍ଷିଲେ ଅଭିଜ୍ଞ ଅର୍ଥନୀତିଜ୍ଞ ଏବଂ କଲମ୍ବିଆ…

‘ଭୋଟ ଚୋରି ଅଭିଯୋଗ ଭାରତ ସମ୍ବିଧାନକୁ ଅପମାନ’, ବିରୋଧୀଙ୍କ ଆକ୍ରମଣ ପରେ ଜବାବ ରଖିଲେ ଇସିଆଇ….

ନୂଆଦିଲ୍ଲୀ: ବିରୋଧୀଙ୍କ ଭୋଟ ଜାଲିଆତି ଆକ୍ରମଣ ପରେ ଆଜି ପ୍ରେସ ବିଫ୍ରିଂ କରିଛନ୍ତି ଭାରତୀୟ ନିର୍ବାଚରନ କମିଶନ । ନିର୍ବାଚନ କମିଶନ ବିହାର ଏସଆଇଆର ସମ୍ପର୍କରେ ବିରୋଧୀଙ୍କ ଦ୍ୱାରା ଲଗାଯାଉଥିବା ଅଭିଯୋଗର ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି, ଆମେ ଭୋଟରମାନଙ୍କୁ ଏକ ବାର୍ତ୍ତା…

‘ସବୁଜ ଦିଲ୍ଲୀ-ସ୍ୱଚ୍ଛ ଦିଲ୍ଲୀ ମନ୍ତ୍ର’, ୧୧ ହଜାର କୋଟି ଟଙ୍କାର ଉପହାର ଭେଟି ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରକା ଏକ୍ସପ୍ରେସୱେ, UER-୨ ଏବଂ ସହରାଞ୍ଚଳ ବିସ୍ତାର ରାସ୍ତାର ଉଦଘାଟନ କରିଛନ୍ତି । ଯାହା ସିଙ୍ଘୁ ସୀମାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (IGI) ବିମାନବନ୍ଦରକୁ ଯାତ୍ରା ସମୟ ହ୍ରାସ କରିବ । ପୂର୍ବରୁ ଯେଉଁଠାକୁ ପ୍ରାୟ ଦୁଇ ଘଣ୍ଟା…

ପିଲା ଜନ୍ମ କରିବ ରୋବୋଟ୍!

ନୂଆଦିଲ୍ଲୀ: ଗର୍ଭବତୀ ହେବ ରୋବର୍ଟ! ଜନ୍ମ କରିବ ପିଲା! ପ୍ରଯୁକ୍ତି ବିଦ୍ୟା ଏବେ ଅସମ୍ଭବକୁ ସମ୍ଭବ କରିବ । ଏଣିକି ରୋବୋଟ୍ ପିଲା ଜନ୍ମ କରିବ । ସବୁଠୁ ବଡ କଥା ହେୁଛି କୌଣସି ଛୋଟ ରୋବୋଟ୍ ନୁହେଁ, ମା ରୋବୋଟ୍ ଟି ଜଣେ ମଣିଷ ପିଲାକୁ ଜନ୍ମ ଦେବ । କିଛି ଏମିତି ପ୍ରଯୁକ୍ତିବିଦ୍ୟା…

ମିଆଁମାର ସେନା ନିଜ ଦେଶରେ କାହିଁକି କଲା ବିମାନ ଆକ୍ରମଣ ?ଚାଲିଗଲା ୨୧ଜୀବନ

ନୂଆଦିଲ୍ଲୀ:ଦକ୍ଷିଣ-ପୂର୍ବ ଏସୀୟ ଦେଶ ମିଆଁମାରର ରତ୍ନ-ଖଣି ଶିଳ୍ପର କେନ୍ଦ୍ର ମୋଗୋକ ସହରରେ ସେନା ଦ୍ୱାରା ବିମାନ ଆକ୍ରମଣ । ଏଥିରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ମଧ୍ୟ ଘାତକ ସାମରିକ ବିମାନ ଆକ୍ରମଣ ହୋଇଛି, ସେଥିରେ ପ୍ରାୟତଃ ସାଧାରଣ ନାଗରିକଙ୍କ…

ପ୍ରେମିକା ସହ ମିଶି ସ୍ତ୍ରୀଙ୍କ ଜୀବନ ନେଲେ ବିଜେପି ନେତା, ହତ୍ୟା କରି କାନ୍ଦିଲେ କୁମ୍ଭୀର କାନ୍ଦଣା….

ଆଜମେର: ପ୍ରେମିକା ସହ ମିଶି ପତ୍ନୀଙ୍କୁ ହତ୍ୟା କଲେ ବିଜେପି ନେତା । ପ୍ରେମିକାଙ୍କ ସହ ବନ୍ଧାହେଲେ । ରାଜସ୍ଥାନ ଆଜମେରର କିଶନଗଡ଼ରେ ବିଜେପିର ଜଣେ ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଏହି ମାମଲାରେ ପୋଲିସ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ବିଜେପି ନେତା ରୋହିତ…

କ’ଣ ରହିଛି ଟ୍ରମ୍ପଙ୍କ ଯୋଜନା?, ଆଲାସ୍କାରେ ପୁଟିନଙ୍କ ସହ କଥା ନବନିବାରୁ, ଏବେ ଜେଲେନ୍ସକିଙ୍କୁ ଭେଟିବେ….

ନୂଆଦିଲ୍ଲୀ: ରୁଷ ପ୍ରତିପକ୍ଷ ପୁଟିନଙ୍କ ସହ ସାକ୍ଷାତ ପରେ ଏବେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ଦିନ ୱାଶିଂଟନ ଗସ୍ତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସାକ୍ଷାତ କରିବେ…

କାଠୁଆରେ ବାଦଲ ଫଟା ବର୍ଷାର ତାଣ୍ଡବ, ରେଳ ଲାଇନ-ହାଇୱେ କ୍ଷତିଗ୍ରସ୍ତ; ୪ ମୃତ

ଶ୍ରୀନଗର:ଜମ୍ମୁ କାଶ୍ମୀରରେ ପ୍ରକୃତି ପୁଣି ଥରେ ତାଣ୍ଡବ ରଚିଛି। କିସ୍ତୱାର ପରେ କାଠୁଆରେ ମଧ୍ୟ ଫାଟିଲା ବାଦଲ । ଯୋଧ ଭ୍ୟାଲି, ଚନ୍ଦ୍ରାହ ଭେଡ ବଲୋରେ, ବଗରା ଜଙ୍ଗଲୋତେ ଏବଂ ଦିଲୱାନ ହଟଲି ଲଖନପୁର ସମେତ ଜିଲ୍ଲାର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଜୀବନ ଏବଂ ବ୍ୟାପକ…