Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

BJP Rajya Sabha Candidates Name: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ଏହିମାନଙ୍କ ନାଁ ଦେଲେ…

ଭୁବନେଶ୍ଵର: ସବୁ ଆଲୋଚନା ଏବଂ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ନିଜର ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି। ଦୁଇ ବରିଷ୍ଠ ଏବଂ ଅଭିଜ୍ଞ ନେତାଙ୍କ ନାଁ ଦେଲା ବିଜେପି କେନ୍ଦ୍ରୀୟ କମିଟି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପି ନେତା ସୁଜିତ କୁମାରଙ୍କ ନାଁ…

ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଦୁବାଇ ବିମାନ

ମୁମ୍ବାଇ: ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ସମୟରେ ଦୁବାଇ ସମେତ ଅନେକ ଦେଶ ଉପରେ ଇରାନର ଆକ୍ରମଣ ବିଶ୍ୱବ୍ୟାପୀ ଯାତ୍ରୀଙ୍କୁ ପ୍ରଭାବିତ କରିଛି। ଆକ୍ରମଣ ପରେ ଅନେକ ଦେଶ ସେମାନଙ୍କର ଆକାଶ ସୀମା ବନ୍ଦ କରିଦେଇଛି। ଦୁବାଇ…

Modi’s YouTube crosses 30 million: YouTubeରେ ସର୍ବାଧିକ ସବସ୍କ୍ରାଇବର ସହିତ ପ୍ରଥମ ବିଶ୍ୱ ନେତା ହେଲେ…

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ YouTube ଚ୍ୟାନେଲ୍ ମଧ୍ୟ ନୂଆ ରେକର୍ଡ କରିଛି। ୩ କୋଟି ସବସ୍କ୍ରାଇବର ସଂଖ୍ୟା ଅତିକ୍ରମ କରିଛି ମୋଦୀଙ୍କ YouTube ଚ୍ୟାନେଲ। ଏହା ସହିତ, ସେ ପ୍ଲାଟଫର୍ମରେ ସର୍ବାଧିକ ଅନୁସରଣ ହେଉଥିବା ବିଶ୍ୱ ନେତା…

‘ଭାରତ ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି…’, ପାକ୍ ରାଷ୍ଟ୍ରପତିଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଦାବି କରିଛନ୍ତି ଯେ ଭାରତ ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ସେ କହିଛନ୍ତି ଯେ ଭାରତୀୟ ନେତାମାନେ ଖୋଲାଖୋଲି ଭାବରେ ଯୁଦ୍ଧ ବିଷୟରେ କଥା ହେଉଛନ୍ତି, କିନ୍ତୁ ସର୍ବଦା ଆଞ୍ଚଳିକ ଶାନ୍ତିକୁ ସମର୍ଥନ କରୁଥିବା ବ୍ୟକ୍ତି ଭାବରେ…

India’s oil contingency plan: ହର୍ମୁଜ୍ ପ୍ରଣାଳୀ ବନ୍ଦ୍ ହେଲେ କ’ଣ କରିବ ଭାରତ? ମିଳିଗଲା ବ୍ୟାକଅପ୍…

ନୂଆଦିଲ୍ଲୀ: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ବ୍ୟାପିଛି। ୟୁରୋପରୁ ମଧ୍ୟ ଏହା ପ୍ରକୋପ ଦେଖାଯାଉଛି। ରୁଷ ଏବଂ ଚୀନ୍ ମଧ୍ୟ ବିବୃତ୍ତି ଜାରି କରିଛନ୍ତି। ଏହା ସ୍ପଷ୍ଟ ଯେ ଏହି ସଂଘର୍ଷ ଶୀଘ୍ର ଶେଷ ହେବ…

Middle East Conflict: କାହିଁକି ଖାମେନେଇଙ୍କୁ ମାରିଦେଲେ? ଇସ୍ରାଏଲ କହିଲା, ‘କିଛି ବାଟ…

ନୂଆଦିଲ୍ଲୀ:ଜଳୁଛି ମଧ୍ଯପ୍ରାଚ୍ୟ। ରକ୍ତମୁଖା ଇରାନ। ଖାମେନେଇଙ୍କ ହତ୍ୟାର ନେଉଛି ପ୍ରତିଶୋଧ। ଇସ୍ରାଏଲ, ଆମେରିକା ବି ଦେଉଛନ୍ତି ପ୍ରତିଜବାବ। ଅଶାନ୍ତ ହୋଇପଡ଼ିଛି ମିଡଲ୍ ଇଷ୍ଟ୍। ଏହାରି ଭିତରେ ଇସ୍ରାଏଲ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମେନେଇଙ୍କୁ କାହିଁକି ହତ୍ୟା କଲା ତାହା…

ମଧ୍ୟରାତ୍ରୀରେ ପୁଣି ମୁହାଁମୁହିଁ ହେଲେ ପାକିସ୍ତାନ-ତାଲିବାନ

କାବୁଲ: ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ପୁଣି ସଂଘର୍ଷ ଆରମ୍ଭ ହୋଇଛି। ଆଫଗାନିସ୍ତାନ ତାଲିବାନ ବାହିନୀ ପାକିସ୍ତାନ ସୀମା ପାର କରି ଅନେକ ସାମରିକ ପୋଷ୍ଟ ଦଖଲ କରିଛି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନ ସେନା ଡୁରାଣ୍ଡ ରେଖା ଅତିକ୍ରମ କରି…

Sonia Gandhi over Khamenei killing: ଖାମେନେଇଙ୍କ ମୃତ୍ୟୁ ଉପରେ ସୋନିଆ ଗାନ୍ଧୀଙ୍କ ଆର୍ଟିକିଲ୍, କହିଲେ,…

ନୂଆଦିଲ୍ଲୀ: ଅଶାନ୍ତ ମଧ୍ୟପ୍ରାଚ୍ୟ।ଆମେରିକା ଏବଂ ଇସ୍ରାଏଲ ଫେବୃଆରୀ ୨୮ ତାରିଖରେ ଏକ ମିଳିତ ସାମରିକ ଅଭିଯାନ ମାଧ୍ୟମରେ ଇରାନ ଉପରେ ଆକ୍ରମଣ କରିଥିଲେ। ଇରାନର ସର୍ବୋଚ୍ଚ ନେତା, ଆୟତୁଲ୍ଲା ସୟଦ ଅଲି ହୁସେନି ଖାମେନେଇ, ମାର୍ଚ୍ଚ ୧ ତାରିଖରେ ଏକ ଦ୍ରୁତ ଆକ୍ରମଣରେ ପ୍ରାଣ ହରାଇଥିଲେ।…

ଆମେରିକା ବୈଦେଶିକ ମନ୍ତ୍ରାଳୟର ନୂତନ ଆଡଭାଇଜରୀ: ୧୪ ଦେଶ ତୁରନ୍ତ ଛାଡ

ୱାଶିଂଟନ: ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନୂତନ ଆଡଭାଇଜରୀ ଜାରି। ୧୪ ଦେଶ ତୁରନ୍ତ ଛାଡିବା ପାଇଁ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା। ବାହାରିନ, ଇଜିପ୍ଟ, ଇରାନ, ଇରାକ, ଇସ୍ରାଏଲ, ଦ ୱେଷ୍ଟ ବ୍ୟାଙ୍କ, ଗାଜା, କୁଏତ, ଜୋର୍ଡାନ, ଲେବାନନ, ଓମାନ, କାତାର, ସାଉଦି ଆରବ, ସିରିଆ, ୟୁଏଇ…

ମହାରାଷ୍ଟ୍ରରେ ଓଲିୟମ୍ ଗ୍ୟାସ୍ ଲିକ୍, ୨୦୦୦ ଲୋକଙ୍କୁ ସ୍ଥାନାନ୍ତର

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ରାସାୟନିକ ୟୁନିଟ୍‌ରୁ ଓଲିୟମ୍ ଗ୍ୟାସ୍ ଲିକ୍। ଏହି ଘଟଣାରେ ୧,୬୦୦ ଛାତ୍ରଙ୍କ ସମେତ ୨୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଗ୍ୟାସ୍ ଲିକ୍ ହେବା ଫଳରେ ପାଞ୍ଚ କିଲୋମିଟର…