Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Nepal Gen Z divided: ନେପାଳ ଜେନ୍-ଜେଡରେ ଫାଟ! ଅନ୍ତରୀଣ ସରକାର ରେସରେ କୁଲମାନ ଘିସିଂଙ୍କ ଏଣ୍ଟ୍ରି….ଭାରତ ସହିତ…

କାଠମାଣ୍ଡୁ: ନେପାଳରେ ଏବେ ସ୍ଥିତି ସୁଧୁରିଥିବା ବେଳେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାରଙ୍କ ନାମ ବାହାରକୁ ଆସୁଛି। ଜେନ ଜେଡ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କ ପରେ, ନେପାଳର ପ୍ରଧାନମନ୍ତ୍ରୀ ପଦ ପାଇଁ…

ନେପାଳ ଜେଲରୁ ଫେରାର କଏଦୀ, ଭାରତ ସୀମାରେ ଆଲର୍ଟ

ନୂଆଦିଲ୍ଲୀ: ନେପାଳରେ ବର୍ତ୍ତମାନ୍ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ବେଳେ ହିଂସା କାଣ୍ଡ ଘଟିବାରେ ଲାଗିଛି। ତେବେ ଏହାର ସୁଯୋଗ ନେଇ ନେପାଳର କପିଳବାସ୍ତୁ ଜେଲ ଏବଂ ସିଦ୍ଧାର୍ଥନଗର ଜିଲ୍ଲା ସଂଲଗ୍ନ ମହାରାଜଗଞ୍ଜ ଜିଲ୍ଲାର ନବଲପରାସୀ ଜେଲରୁ କଏଦୀମାନେ ପଳାୟନ କରିଛନ୍ତି। ଏହି…

ସେପ୍ଟେମ୍ୱରରେ ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ

ନୂଆଦିଲ୍ଲୀ: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାଦ୍ରପଦ ପୂର୍ଣ୍ଣିମା ଅର୍ଥାତ୍ ୭ ସେପ୍ଟେମ୍ବରରେ ହୋଇଥିଲା।ବର୍ତ୍ତମାନ ଏହାର ଠିକ୍ ୧୨ ଦିନ ପରେ ବର୍ଷର ଶେଷ ସୂର୍ଯ୍ୟପରାଗ ମଧ୍ୟ ହେବାକୁ ଯାଉଛି। ଯାହାକି ସର୍ବ ପିତୃ ଅମାବାସ୍ୟା ଭାବରେ ପାଳନ କରାଯିବ। ତେବେ ବର୍ଷର ଏହି ଶେଷ ସୂର୍ଯ୍ୟପରାଗ କେଉଁ…

Doha Strike: ଆମେରିକାର ଉଦାହରଣ ଦେଇ କତାର ଉପରେ ଆକ୍ରମଣକୁ ଯଥାର୍ଥ ଦର୍ଶାଇଲେ ନେତାନ୍ୟାହୁ, କହିଲେ, ‘ଲଜ୍ଜିତ ହେବା…

ନୂଆଦିଲ୍ଲୀ: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କତାର ଉପରେ ତାଙ୍କର ଆକ୍ରମଣକୁ ଯଥାର୍ଥ କହିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ହମାସ କତାରରେ ଆଶ୍ରୟ ପାଏ, ତେବେ ଇସ୍ରାଏଲ ପାଖରେ ଆକ୍ରମଣ କରିବାର ଏକମାତ୍ର ଉପାୟ ରହିବ। ଆକ୍ରମଣ ପାଇଁ ଇସ୍ରାଏଲକୁ ସମାଲୋଚନା…

World’s Richest Person: ଏଲନ ମସ୍କଙ୍କୁ ପଛରେ ପକାଇଲେ ଲାରି ଏଲିସନ, ବନିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଆମେରିକୀୟ ସଫ୍ଟୱେର୍ କମ୍ପାନୀ ଓରାକଲ୍ ର ସହ-ପ୍ରତିଷ୍ଠାତା ଲାରି ଏଲିସନ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଟେସଲାର ସିଇଓ ଏଲନ୍ ମସ୍କଙ୍କୁ ପଛରେ ପକାଇ ଲାରି ପ୍ରଥମ ଥର ପାଇଁ ବିଶ୍ୱର ଧନୀ ବ୍ୟକ୍ତି ତାଲିକାରେ ଶୀର୍ଷରେ ରହିଛନ୍ତି । ବ୍ଲୁମବର୍ଗର ଏକ ରିପୋର୍ଟ…

Trump ally Charlie Kirk: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା;ଆମେରିକାରେ ରାଷ୍ଟ୍ରୀୟ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କ (୩୧) (Trump ally and activist Charlie Kirk) ଙ୍କୁ ଗୁଳି କରି ହତ୍ୟା ।ଘଟଣା ପରେ ଆମେରିକାରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଓରେମର ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଏହି ଗୁଳିକାଣ୍ଡ…

୮ ଘଣ୍ଟାରୁ ଅଧିକ ସମୟ ବସି କାମ କରୁଛନ୍ତି ? ତେବେ ଲିଭର ସମସ୍ୟା ନିଶ୍ଚିତ! ଜାଣନ୍ତୁ କଣ କରିବେ ?

ନୂଆଦିଲ୍ଲୀ: ଆଧୁନିକ କର୍ପୋରେଟ୍ କଲ୍‌ଚର୍ ଏବଂ ଡିଜିଟାଲ୍ ଜୀବନଶୈଳୀର ପ୍ରଭାବରେ ଭାରତର ଯୁବକମାନେ ଏବେ ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି – ଫ୍ୟାଟି ଲିଭର ରୋଗ। ସମ୍ପ୍ରତି ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଦୀର୍ଘ ସମୟ ଧରି ବସି କାମ କରିବା, ଅତ୍ୟଧିକ ସ୍କ୍ରିନ୍ ଟାଇମ୍…

ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଷ୍ଟିସ ସୁଶୀଳା କାର୍କି…

କାଠମାଣ୍ଡୁ: ନେପାଳରେ ଜେନ-ଜେଡ ବିରୋଧ ପ୍ରଦର୍ଶନ ଚାଲିଥିବା ସମୟରେ ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହେବା ନେଇ ଆଶଙ୍କା କରାଯାଉଛି। କେପି ଶର୍ମା ଓଲି ଇସ୍ତଫା ପରେ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ…

ଭାରତର ୧୦୦ ଟଙ୍କା ନେପାଳରେ କେତେ ? ଜାଣିଲେ ତାଜୁବ ହୋଇଯିବେ…

କାଠମାଣ୍ଡୁ: ନେପାଳରେ ଚାଲିଥିବା ତୀବ୍ର ବିକ୍ଷୋଭ ଏବଂ ରାଜନୈତିକ ସଙ୍କଟ ଏବେ ଦେଶର ଅର୍ଥନୀତି ଓ ପର୍ଯ୍ୟଟନ କ୍ଷେତ୍ରକୁ ଗଭୀର ପ୍ରଭାବିତ କରୁଛି। Gen Z ବିପ୍ଳବ ନାମରେ ପରିଚିତ ଏହି ଆନ୍ଦୋଳନରେ ଦୁର୍ନୀତି ବିରୋଧରେ ଯୁବକମାନେ ରାସ୍ତାକୁ ଓହ୍ଲାଇଛନ୍ତି, ଯାହା ଫଳରେ କାଠମାଣ୍ଡୁରେ ଭୟଙ୍କର…