Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୦ ମିନିଟରେ ପହଞ୍ଚିବ iPhone, ଜାଣନ୍ତୁ କେମିତି….

ନୂଆଦିଲ୍ଲୀ: ଆପଣ କଣ ୧୦ ମିନିଟ୍‌ରେ ନିଜର iPhone 17 ପାଇବାକୁ ଚାହୁଁଛନ୍ତି? ତେବେ ଏହା ପାଇଁ ଆପଣ Blinkitକୁ ଧନ୍ୟବାଦ ଦେଇପାରନ୍ତି। ଏହି ଇନଷ୍ଟାଣ୍ଟ ଇ-କମର୍ସ ପ୍ଲାଟଫର୍ମ ଘୋଷଣା କରିଛି ଯେ ଏହା ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ଗ୍ରାହକମାନଙ୍କ ପାଇଁ iPhone 17 ସିରିଜ୍‌ର ବିକ୍ରୟ…

ପେନସନ୍‌କୁ ନେଇ ସରକାରଙ୍କ ବଡ ଘୋଷଣା, ପ୍ରଥମ ଥର ମିଳିବ ଏତେ ଫାଇଦା !

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ୟୁନିଫାଏଡ୍ ପେନସନ ଯୋଜନା (UPS)ରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛନ୍ତି। ଏହି ନିୟମ ଅନୁଯାୟୀ, ଯେଉଁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର (VRS) ନେଉଛନ୍ତି, ସେମାନଙ୍କୁ ତୁରନ୍ତ ପେନସନ ଲାଭର ସୁବିଧା ମିଳିବ। ପୂର୍ବରୁ ଏହି ଯୋଜନାରେ…

ବିହାରରେ ବଦଳିଲା ସମୀକରଣ ! ବିରୋଧୀଙ୍କ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ:ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତିକି ସର୍‌ଗରମ୍‌ ହେଉଛି...ଭୋଟର ଅଧିକାର ଯାତ୍ରା ରାହୁଲ ଓ ତେଜସ୍ବୀଙ୍କୁ ସିନା ଫ୍ରଣ୍ଟଫୁଟ୍‌ରେ ରଖିଛି, ହେଲେ ଇଣ୍ଡିଆ ବ୍ଲକ୍‌ର ଦଳଗୁଡ଼ିକ ଭିତରେ ସିଟ୍‌ ସେୟାରିଂକୁ ନେଇ ଆରମ୍ଭ ହୋଇଛି ଟଣାଓଟରା...ତେଜସ୍ବୀଙ୍କ…

India Slams Switzerland: ସଂଖ୍ୟାଲଘୁ ମନ୍ତବ୍ୟ ଉପରେ ସ୍ୱିଜରଲ୍ୟାଣ୍ଡକୁ କଡା ଜବାବ ଦେଲା ଭାରତ; କହିଲା…

ନୂଆଦିଲ୍ଲୀ:ସଂଖ୍ୟାଲଘୁଙ୍କ ସ୍ଥିତିକୁ ନେଇ ସ୍ୱିଜରଲ୍ୟାଣ୍ଡର ମନ୍ତବ୍ୟ ଉପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ କହିଛି ଯେ ସ୍ୱିଜରଲ୍ୟାଣ୍ଡ ପ୍ରଥମେ ଜାତିଭେଦ, ବ୍ୟବସ୍ଥାଗତ ଭେଦଭାବ ଏବଂ ବିଦେଶୀ ବିରୋଧୀ ମନୋଭାବ ଭଳି ନିଜସ୍ୱ ଚ୍ୟାଲେଞ୍ଜ ଉପରେ ଧ୍ୟାନ ଦେବା ଉଚିତ। ଜାତିସଂଘରେ…

ବିଦେଶରେ ସୁରକ୍ଷା ପ୍ରୋଟୋକଲ ମାନିନଥିଲେ ରାହୁଲ ଗାନ୍ଧୀ; ଚିଠି ଲେଖିଲା ସିଆରପିଏଫ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁରକ୍ଷା ପ୍ରୋଟୋକଲ ଉଲଂଘନ କରିବା ସହ ସୁରକ୍ଷାରେ ଅବହେଳା କରିବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ସିଆରପିଏଫ ଡିଜି ସିକ୍ୟୁରିଟି ଏକ ଚିଠି ଲେଖିଛନ୍ତି। ରାହୁଲ ଗାନ୍ଧୀ ତାଙ୍କର Z+ ସହିତ ASL…

ସୋନିଆ ଗାନ୍ଧୀଙ୍କ ନାଁରେ ହେବନି ଏଫଆଇଆର; ଜାଣନ୍ତୁ କଣ କହିଲେ କୋର୍ଟ…

ନୂଆଦିଲ୍ଲୀ: ଭାରତୀୟ ନାଗରିକ ହେବା ପୂର୍ବରୁ ଭୋଟର ତାଲିକାରେ ସୋନିଆଙ୍କ ନାମ ସାମିଲ ଥିବା ଅଭିଯୋଗରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଭାରତୀୟ ନାଗରିକ ହେବାର ତିନି ବର୍ଷ ପୂର୍ବରୁ ତାଙ୍କ ନାମ ଭୋଟର…

Encounter In Chhattisgarh: ବଡ଼ ସଫଳତା: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ

ରାୟପୁର: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ୧୦ ମାଓବାଦୀ ନିପାତ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ। ଭାଲୁଡ଼ିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ। ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କର ମୃତ ସୂଚନା। ମହାସମୁନ୍ଦ ଜିଲ୍ଲା…

Busts Pakistan-Linked Terror Module: ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ; ୫ ଆତଙ୍କୀ ଗିରଫ, IED ତିଆରି ସାମଗ୍ରୀ…

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ଦିଲ୍ଲୀ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଦେଶର ବିଭିନ୍ନ ରାଜ୍ୟରୁ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନଙ୍କଠାରୁ IED ତିଆରିରେ ବ୍ୟବହୃତ ସାମଗ୍ରୀ ମଧ୍ୟ…

Physiotherapists Not Doctors: ଫିଜିଓଥେରାପିଷ୍ଟ ଡାକ୍ତର ନୁହଁନ୍ତି, ବ୍ୟବହାର କରିପାରିବେ ନାହିଁ…

ନୂଆଦିଲ୍ଲୀ: ଫିଜିଓଥେରାପିଷ୍ଟ ନୁହନ୍ତି ଡାକ୍ତର । ସେମାନେ Dr. ପ୍ରିଫିକ୍ସ ବ୍ୟବହାର କରିପାରିବେ ନାହିଁ । ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଫିଜିଓଥେରାପିଷ୍ଟଙ୍କ ପାଇଁ "ଡାକ୍ଟର" ପ୍ରିଫିକ୍ସ ବ୍ୟବହାରକୁ ହଟାଇବା ପାଇଁ ନୂତନ ଫିଜିଓଥେରାପି ପାଠ୍ୟକ୍ରମରେ ପରିବର୍ତ୍ତନ କରିବାକୁ କହିଛି,…

Trump-Netanyahu: ଆମେରିକାକୁ ପ୍ରଶଂସା, ନେତାନ୍ୟାହୁଙ୍କୁ ନିନ୍ଦା?

ନୂଆଦିଲ୍ଲୀ: ଇସ୍ରାଏଲ ମଙ୍ଗଳବାର କତାର ରାଜଧାନୀ ଦୋହା ଉପରେ ବଡ ବିମାନ ଆକ୍ରମଣ କରିଛି। ଦୋହାରେ ଇସ୍ରାଏଲର ଆକ୍ରମଣ ପାଇଁ ନେତାନ୍ୟାହୁଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୋହାରେ ସାମରିକ ଆକ୍ରମଣକୁ ଯଥାର୍ଥ କହିଛନ୍ତି।…