Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…

ନୂଆଦିଲ୍ଲୀ: ଆମେରିକାରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଭେଦଭାବର ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଭାରତୀୟ ପିଏଚଡି ଛାତ୍ର ଆଦିତ୍ୟ ପ୍ରକାଶ ଏବଂ ଉର୍ମି ଭଟ୍ଟାଚାର୍ଯ୍ୟ ଜାତିଗତ ଭେଦଭାବ ଏବଂ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ତେବେ ଏହି ଅଭିଯୋଗ କଲୋରାଡୋ ବୋଲ୍ଡର…

Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ

ନୂଆଦିଲ୍ଲୀ: ଭାରତୀୟ ଜଳସୀମାରେ ଅବୈଧ ଭାବରେ ପ୍ରବେଶ କରୁଥିବା ଏକ ପାକିସ୍ତାନୀ ଡଙ୍ଗାକୁ ଭାରତୀୟ ତଟରକ୍ଷୀ ବାହିନୀ ଜବତ କରିଛି । ଡଙ୍ଗାରେ ଥିବା ୯ ଜଣ ପାକିସ୍ତାନୀଙ୍କୁ ଗିରଫ ମଧ୍ୟ ହୋଇଛନ୍ତି ।  ତଟରକ୍ଷୀ ବାହିନୀ ସେମାନଙ୍କର ଫଟୋ ମଧ୍ୟ ସେୟାର କରିଛି। ଏହି ଅପରେସନ୍ ଜାନୁଆରୀ ୧୪,…

ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..

ନୂଆଦିଲ୍ଲୀ: ଇରାନରେ ଗତ ୧୫ ଦିନ ଧରି ଚାଲିଥିବା ହିଂସା ପ୍ରତିବାଦରେ ସେଠାକାର ପରିସ୍ଥିତି ଉତ୍ତେଜନାପୁର୍ଣ୍ଣ ହୋଇଯାଇଛି। ଯାହାପରେ ସେଠାରେ ରହୁଥିବା ବିଦେଶୀ ନାଗରିକ ଖାସ କରି ଭାରତୀୟ ମାନଙ୍କ ସୁରକ୍ଷାକୁ ନେଇ ବର୍ତ୍ତମାନ ଚିନ୍ତା ସୃଷ୍ଟି ହୋଇଛି। ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର…

ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ

ଶିମଲା: ବୁଧବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘରେ ଅଗ୍ନିକାଣ୍ଡ ଘଟି ଜୀବନ୍ତ ଦଗ୍ଧ ହୋଇ ତିନି ଜଣ ଶିଶୁଙ୍କ ସମେତ ଛଅ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ହିମାଚଳପ୍ରଦେଶର ସିରମୌର ଜିଲ୍ଲାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ମକରସଂକ୍ରାନ୍ତିର ଉତ୍ସବ ପରିବେଶକୁ ଶୋକରେ ପରିଣତ…

ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ, ୧୧୦ ବର୍ଷରେ ହୋଇଥିଲେ ବାପା

ନୂଆଦିଲ୍ଲୀ: ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବେ ଭାବେ ପରିଚିତ ନସୀର ବିନ ରାଡାନ ଅଲ ରଶିତଦ ଅଲ ୱାଡେଇ ୧୪୨ ବର୍ଷରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ୭୦୦୦ ବ୍ୟକ୍ତି ଯୋଗ ଦେଇଥିଲେ । ସେ ୪୦ ଥର ତାଙ୍କ ଜୀବନକାଳରେ ହଜ ଯାଇଛନ୍ତି । ତାଙ୍କର ଓଭରାଲ ୧୩୪ ସନ୍ତାନ…

୧୯୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ନିଆଁ…

ନୂଆଦିଲ୍ଲୀ: ୧୯୦ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ସିଙ୍ଗାପୁର ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ଯାହା ଫଳରେ ଏହାକୁ ଦିଲ୍ଲୀ ଫେରିବାକୁ ବାଧ୍ୟ କରାଯାଇଥିଲା। ସୂଚନା ଅନୁଯାୟୀ, ସେବା ପରିଚାଳନା କରୁଥିବା ଡ୍ରିମଲାଇନର ବିମାନର APU (ସହଯୋଗୀ ପାୱାର…

ସତ ମାନିଲା ଲସ୍କରର ମୁଖ୍ୟ କମାଣ୍ଡର, ‘ଅପରେସନ୍ ସିନ୍ଦୁର ଏକ ବଡ଼ ଆକ୍ରମଣ ଥିଲା, ଆଲ୍ଲା ଆମକୁ ରକ୍ଷା…

ଇସଲାମାବାଦ: ପାକିସ୍ତାନର ସବୁଠାରୁ ବଡ଼ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT) ଏବେ ସ୍ୱୀକାର କରିଛି ଯେ ଭାରତର "ଅପରେସନ୍ ସିନ୍ଦୁର" ସବୁଠାରୁ ବଡ଼ ଆକ୍ରମଣ ଥିଲା । ଲସ୍କର-ଏ-ତୈବାର (LeT) ଶୀର୍ଷ କମାଣ୍ଡର ହାଫିଜ୍ ଅବଦୁଲ ରଉଫ୍ ମୁରିଦକେ ସ୍ଥିତ ମର୍କଜ-ଏ-ତୈବାରେ ୨୯ତମ ସମାବର୍ତ୍ତନ…

Flight Tickets 1 Rupee: କେବଳ ୧ ଟଙ୍କାରେ ମିଳୁଛି ବିମାନ ଟିକେଟ୍!, ବଡ଼ ଅଫର୍ ଆଣିଲା ଇଣ୍ଡିଗୋ…

ନୂଆଦିଲ୍ଲୀ: ପ୍ରାୟତଃ ବିମାନ ଭଡ଼ା ସମସ୍ତଙ୍କ ପାଇଁ ଦେୟଯୋଗ୍ୟ ନୁହେଁ। ଏହାର ଟିକେଟ ମୂଲ୍ୟ ଅଧିକ ହୋଇଥିବା ବେଳେ ଅନେକଙ୍କ ବିମାନ ଯାତ୍ରା ସ୍ବପ୍ନ ଅଧୁରା ରହିଯାଏ। ଆଉ ସାଙ୍ଗରେ ଛୋଟ ପିଲାଙ୍କୁ ନେଇ ଗଲେ ବି ସେମାନଙ୍କ ପାଇଁ ବି ସମାନ ମୂଲ୍ୟ ଦେବା ଚିନ୍ତା ରହିଥାଏ । ହେଲେ ଆସିଛି କିଛି…

IAF Help: ନନ୍ଦା ଦେବୀ ଜାତୀୟ ଉଦ୍ୟାନରେ ଅଗ୍ନିକାଣ୍ଡ;ନିଆଁ ଲିଭାଇବ ଭାରତୀୟ ବାୟୁସେନା

ଡେରାଡୁନ:ଚମୋଲିର ନନ୍ଦା ଦେବୀ ଜାତୀୟ ଉଦ୍ୟାନ (ନନ୍ଦା ଦେବୀ ବାୟୋସ୍ଫିଅର ରିଜର୍ଭ)ରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଉଛି। ଏବେ ନିଆଁ ଲିଭା ଅଭିଯାନରେ ଭାରତୀୟ ବାୟୁସେନା । Mi-17 V5 ହେଲିକପ୍ଟର ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ବ୍ୟବହାର କରିବ ଭାରତୀୟ…

ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ଡିଜିପିଙ୍କ ନିଲମ୍ବନ ଦାବି କଲା ଇଡି 

କୋଲକାତା: ସୁପ୍ରିମକୋର୍ଟରେ ଗୁରୁବାର ଦିନ I-PAC ଚଢାଉ ମାମଲାର ଶୁଣାଣି ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତରେ ବାଧା ସୃଷ୍ଟି କରିବା ଏବଂ ଫାଇଲ ନେଇଯିବାର ଅଭିଯୋଗ ଆଣି ଏକ ଆବେଦନ ଦାଖଲ କରିଥିଲା। ଆବେଦନରେ କେବଳ ମୁଖ୍ୟମନ୍ତ୍ରୀ ନୁହେଁ ବରଂ…