Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାର୍ବଣ ଋତୁରେ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ଗଡିବ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ 

ଭୁବନେଶ୍ୱର: ପାର୍ବଣ ଋତୁରେ ଅତିରିକ୍ତ ଭିଡ଼ ଦୂର କରିବା ପାଇଁ ଭାରତୀୟ ରେଳବାଇ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ପରିଚାଳନା କରିବ ବୋଲି ଜଣାପଡ଼ିଛି। ଜାଣନ୍ତୁ କେଉଁ ସବୁ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଗଡିବ... ୧. ଆନନ୍ଦ ବିହାର – ପୁରୀ- ଆନନ୍ଦ…

ମୁଖ୍ୟମନ୍ତ୍ରୀଙ୍କୁ ଛାଡି କାହିଁକି ଇସ୍ତଫା ଦେଲେ ଗୁଜରାଟର ସମସ୍ତ ମନ୍ତ୍ରୀ

ଅହମଦାବାଦ: ଗୁଜରାଟ ମନ୍ତ୍ରିମଣ୍ଡଳର ପଟେଲ ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଯେଉଁଥିପାଇଁ ଭୂପେନ୍ଦ୍ର ପଟେଲ ଆଜି ମୁମ୍ବାଇରୁ ଗାନ୍ଧୀନଗରରେ ପହଞ୍ଚିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟପାଳଙ୍କୁ ନୂତନ ମନ୍ତ୍ରିମଣ୍ଡଳର ତାଲିକା ପ୍ରଦାନ କରିବା ନେଇ…

ଆମେରିକାରୁ RBI ଗଭର୍ଣ୍ଣର କହିଲେ…ଆମେରିକାର ଶୁଳ୍କ ଏକ ବଡ଼ ଚିନ୍ତାର ବିଷୟ ନୁହେଁ

ନୂଆଦିଲ୍ଲୀ: ଆମେରିକା ଅଗଷ୍ଟ ମାସରେ ଭାରତ ଉପରେ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା। ଏହା ପରେ, ଦେଶ ଉପରେ ଏହାର ପ୍ରଭାବ ବିଷୟରେ ଅନେକ ଚିନ୍ତା ପ୍ରକାଶ ପାଉଛି । କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା (RBI Governor Sanjay Malhotra) ଏହି ବିଷୟରେ ଏକ…

ମମତା ବାନାର୍ଜୀଙ୍କୁ କ୍ଷମା ମାଗିଲେ ଦୁଷ୍କର୍ମ ପୀଡ଼ିତାଙ୍କ ବାପା

ଭୁବନେଶ୍ୱର: ପଶ୍ଚିମବଙ୍ଗ ପୋଲିସ ଅକ୍ଟୋବର ୧୦ରେ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଗଣଦୁଷ୍କର୍ମ ଶିକାର ହୋଇଥିବା ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ ପାଇଁ ଏକ ଟେଷ୍ଟ ଆଇଡେଣ୍ଟିଫିକେସନ୍ (ଟିଆଇ) ପରେଡ୍ କରିବା ପାଇଁ କୋର୍ଟର ଅନୁମୋଦନ ଲୋଡ଼ିବ।…

ସ୍ତ୍ରୀର ରୋଗ ଜାଣିବା ପରେ ଜୀବନ ନେଲା ଡାକ୍ତର ସ୍ୱାମୀ

ବେଙ୍ଗାଲୁରୁ: କୁହାଯାଏ ବିବାହ ପରେ ଦୁଇଟି ଆତ୍ମାର ମିଳନ ହୁଏ । ପତି-ପତ୍ନୀ ଏକ ହୋଇ ସଂସାର ଆରମ୍ଭ କରନ୍ତି । ଅଗ୍ନିକୁ ସାକ୍ଷୀ ରଖି ପତ୍ନୀକୁ ସାରା ଜୀବନ ସୁଖରେ ରଖିବ ବୋଲି ଶପଥ ନିଏ ସ୍ୱାମୀ । ହେଲେ ଏମିତି ଏକ ସ୍ୱାମୀ ଯିଏ ସ୍ତ୍ରୀକୁ ସାଥୀରେ ରଖିବ କଣ ତାର ଜୀବନ ନେଇ ଯାଇଛି । ସ୍ତ୍ରୀର…

WHO ଅନୁମୋଦନ ବିନା ଓଆରଏସ ଲେବଲ୍‌ ମନା 

ନୂଆଦିଲ୍ଲୀ: Fssai ଖାଦ୍ୟ ଉତ୍ପାଦ ସମ୍ପର୍କରେ ସମସ୍ତ କମ୍ପାନୀକୁ ଏକ ନିର୍ଦ୍ଦେଶ ଜାରି କରିଛି। ସମସ୍ତ ଖାଦ୍ୟ ଉତ୍ପାଦର ବ୍ରାଣ୍ଡ ଶ୍ରେଣୀରୁ ଓଆରଏସ ଶବ୍ଦର ବ୍ୟବହାରକୁ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛି। କେବଳ WHO ଅନୁମୋଦିତ ଉତ୍ପାଦରେ ହିଁ ଓଆରଏସ ଲେଖାଯିବ ବୋଲି ସ୍ପଷ୍ଟ ସୂଚନା…

Taliban humiliates Pakistan: ପ୍ୟାଣ୍ଟ ଛାଡି ପଳାଇଲେ ପାକିସ୍ତାନୀ ସେନା, ପତାକା କରି ଉଡାଇଲେ ତାଲିବାନ ଲଡାକୁ…

ନୂଆଦିଲ୍ଲୀ: ଯୁଦ୍ଧବିରତି ପରେ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ସଂଘର୍ଷ ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଛି। ତଥାପି, ବୁଧବାର କାବୁଲ ଏବଂ କାନ୍ଦାହାରରେ ପାକିସ୍ତାନୀ ବିମାନ ଆକ୍ରମଣରେ ଅତି କମରେ ୧୫ ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ତାଲିବାନ…

India on Russian Oil : କ’ଣ ସତରେ ରୁଷଠୁ ତେଲ କିଣିବନି ଭାରତ?, ଟ୍ରମ୍ପଙ୍କ ଦାବି ପରେ ପ୍ରତିକ୍ରିୟା ରଖିଲା ଭାରତ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି, ଯେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବ। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ଭାରତ । ଟ୍ରମ୍ପଙ୍କ ଦାବିର ଜବାବରେ ନୂଆଦିଲ୍ଲୀ କହିଛି ଯେ…

ଯୁଦ୍ଧ ବିରତି…ନା କିଛି ବଡ ପ୍ଲାନ୍…Trump-Zelenskyy talks ପୂର୍ବରୁ ଆମେରିକୀୟ ଅସ୍ତ୍ରଶସ୍ତ୍ର ନିର୍ମାତାଙ୍କୁ…

ନୂଆଦିଲ୍ଲୀ: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପଙ୍କ ସହ ସେମାନଙ୍କ ସାକ୍ଷାତ ପୂର୍ବରୁ, ୟୁକ୍ରେନୀୟ ସରକାରୀ ପ୍ରତିନିଧିମଣ୍ଡଳ…

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶରୁ ପ୍ରତ୍ୟାହାର…

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଦିନ ସମଗ୍ର ଦେଶରୁ ପ୍ରତ୍ୟାହାର ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ସେହି ସମୟରେ ଉତ୍ତର-ପୂର୍ବ ମୌସୁମୀ ତାମିଲନାଡୁ, ପୁଡୁଚେରୀ ଏବଂ କରିକାଲ, ଉପକୂଳ ଆନ୍ଧ୍ର ପ୍ରଦେଶ, ରାୟଲସୀମା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ…