Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିବାଦ ଭିତରେ ଟ୍ରମ୍ପଙ୍କ ସ୍ୱର ନରମିଲା, ତୁଟିଲା କି ଭାରତ-ଆମେରିକା ବିବାଦ?

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳିଛି। ଭାରତ ଉପରେ ଟାରିଫ ଲଗାଇବା ପରେ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବନ୍ଧୁ ବୋଲି କହୁଛନ୍ତି। ସେ ଭାରତ-ଆମେରିକା ସମ୍ପର୍କର ପ୍ରଶଂସା ମଧ୍ୟ କରୁଛନ୍ତି। ଏହାର ଜବାବରେ ମୋଦୀ ଟ୍ରମ୍ପଙ୍କ ସକାରାତ୍ମକ…

Modi-Trump Friendship: ‘ସବୁବେଳେ ବନ୍ଧୁ ରହିବି’, ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ,…

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତା ବୟାନ ପରେ ଏବେ ଏହାକୁ ନେଇ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ହୃଦୟର ସହିତ ପ୍ରଶଂସା କରୁଛୁ ଏବଂ ତାଙ୍କୁ…

ମୁମ୍ବାଇ ଉଡ଼ାଇବାକୁ ଧମକ, ଦିଲ୍ଲୀରୁ ଜଣେ ଗିରଫ

ମୁମ୍ବାଇ: ମୁମ୍ବାଇ ଉଡ଼ାଇବାକୁ ଧମକ ଦେବା ଅଭିଯୋଗରେ ଦିଲ୍ଲୀ ନୋଏଡାରୁ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ମୁମ୍ବାଇ ଟ୍ରାଫିକ୍ ପୋଲିସର ସରକାରୀ ହ୍ୱାଟ୍ସଆପ୍ ନମ୍ବରରେ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଯେଉଁଥିରେ ଦାବି କରାଯାଇଥିଲା ଯେ ସହରର ୩୪ଟି…

ଅପରେସନ ସିନ୍ଦୂର ମେ ୧୦ରେ ସରିନଥିଲା; ଦୀର୍ଘ ଦିନ ଚାଲିଥିଲା: ସେନା ମୁଖ୍ୟ 

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ମେ ୧୦ରେ ସରିନଥିଲା; ଦୀର୍ଘ ଦିନ ଧରି ଚାଲିଥିଲା। ଏନେଇ ସୂଚନା ଦେଇଛନ୍ତି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଶୁକ୍ରବାର ଦିନ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ 'ଅପରେସନ ସିନ୍ଦୂର'କୁ ନେଇ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି।ତେବେ ଏହି…

Modi-Trump: ଟ୍ରମ୍ପଙ୍କୁ ଭେଟିବାକୁ ଚାହୁଁନାହାଁନ୍ତି ମୋଦି!, ଏଥର UNGAରେ ଦେବେନି ଯୋଗ, ଭାରତକୁ ପ୍ରତିନିଧିତ୍ୱ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର ୮୦ ତମ ଅଧିବେଶନର ଉଚ୍ଚସ୍ତରୀୟ ସାଧାରଣ ବିତର୍କରେ ଯୋଗଦେବେ ନାହିଁ। ଶୁକ୍ରବାର ପ୍ରକାଶିତ ସଂଶୋଧିତ ଅସ୍ଥାୟୀ ତାଲିକା ଅନୁଯାୟୀ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଭାରତ ପକ୍ଷରୁ ସେପ୍ଟେମ୍ବର ୨୭…

ଭୁଲ ମାଗିବ ଭାରତ; ଶୁଳ୍କ ବିବାଦ ମଧ୍ୟରେ ବାଣିଜ୍ୟ ସଚିବଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ: ଭାରତ ଆଗାମୀ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବ ଏବଂ ଭୁଲ ମାଗିବ। ଏନେଇ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଦାବି କରିଛନ୍ତି। ସେ ଭାରତକୁ ବ୍ରିକ୍ସ ଗୋଷ୍ଠୀରେ ଋଷ ଏବଂ ଚୀନ୍ ମଧ୍ୟରେ 'ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ' ଭାବରେ ମଧ୍ୟ…

କ୍ରମାଗତ ୧୧ ଦିନ ଧରି ବନ୍ଦ ବୈଷ୍ଣୋ ଦେବୀ ଯାତ୍ରା, ଜାଣନ୍ତୁ…

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ରିଆସି ଜିଲ୍ଲାରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିରର ଯାତ୍ରା ଲଗାତାର ୧୧ତମ ଦିନ ପାଇଁ ସ୍ଥଗିତ ରହିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୨୬ ତାରିଖରେ ଭୂସ୍ଖଳନ ପରେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଏଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୦ ଜଣ ଆହତ…

ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା; ବୟସ୍କ ହେବାରେ ଲାଗିଛି ଭାରତର ଜନସଂଖ୍ୟା, ଏହି ବୟସ ଶ୍ରେଣୀରେ..

ନୂଆଦିଲ୍ଲୀ: ଭାରତର ଜନସଂଖ୍ୟା ଧୀରେ ଧୀରେ ବୃଦ୍ଧାବସ୍ଥା ଆଡ଼କୁ ମୁହାଁଇଛି । ସ୍ପେସାଲ ରେଜିଷ୍ଟ୍ରେସନ ସିଷ୍ଟମ (SRS)ର ୨୦୨୩ ରିପୋର୍ଟରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । SRS ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତରେ ପ୍ରଜନନ ହାର ହ୍ରାସ ପାଉଛି । ରିପୋର୍ଟ ଅନୁଯାୟୀ,…

ଉପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ହଲଚଲ, ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଉପ ରାଷ୍ଟ୍ରପତି ନିର୍ବାଚନ। ସେଥିପାଇଁ ଜୋର୍‌ଦାର ଲାଗି ପଡ଼ିଛନ୍ତି ଶାସକ ଓ ବିରୋଧୀ । ସିପି ରାଧାକ୍ରିଷ୍ଣନ୍‌ଙ୍କୁ ଜିତାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି ଏନ୍‌ଡିଏ । ସେପଟେ କ୍ରସ୍‌ ଭୋଟିଂ ଉପରେ ନିର୍ଭର କରୁଛି ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ବି.…