Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Bihar Assembly Election: ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କଲା ବିଜେପି , ୭୧ ନାଁକୁ ମଞ୍ଜୁରୀ…

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରାର୍ଥୀ ନା ଘୋଷଣା କଲା ବିଜେପି । ନିର୍ବାଚନ ପାଇଁ ପ୍ରଥମ ତାଲିକାରେ ୭୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଏହି ତାଲିକାରେ ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ନାମ ରହିଛି। ଚୌଧୁରୀ…

In Front Pak PM Trump Praises India: ‘ଭାରତ ଏକ ମହାନ ଦେଶ…’, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନ ନେଇ ପ୍ରଶଂସା କରି କହିଛନ୍ତି, "ଭାରତ ମୋର ଜଣେ ବହୁତ ଭଲ ବନ୍ଧୁଙ୍କ ନେତୃତ୍ୱରେ ଏକ ମହାନ ଦେଶ।" ଗାଜାରେ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧବିରତି ସମାପ୍ତ…

Coldrif Cough Syrup: ବିଷାକ୍ତ କଫ ସିରପ ପ୍ରସ୍ତୁତ କରୁଥିବା କମ୍ପାନୀର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଦେଶରେ କୋଡିଏରୁ ଅଧିକ ଶିଶୁଙ୍କ ମୃତ୍ୟୁର କାରଣ ହୋଇଥିବା କୋଲଡ୍ରିଫ୍ କଫ ସିରପ ପ୍ରସ୍ତୁତକାରୀ କମ୍ପାନୀ ଶ୍ରୀସାନ ଫାର୍ମାସ୍ୟୁଟିକାଲସର ଲାଇସେନ୍ସକୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଛି। ତାମିଲନାଡୁ ସରକାର କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।…

ଚୀନ, ଋଷ ନା ଆମେରିକା… କେଉଁ ଦେଶର ରାଷ୍ଟ୍ରପତିଙ୍କ ଅଧିକ ଦରମା ?

ନୂଆଦିଲ୍ଲୀ: ଯେତେବେଳେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକର କଥା ଉଠେ, ଏଥିରେ ନାଁ ଆସେ ଆମେରିକା, ରୁଷିଆ ଏବଂ ଚୀନ। ଏହି ଦେଶଗୁଡ଼ିକର ରାଷ୍ଟ୍ରପତିମାନେ ନିଜର ନିଷ୍ପତ୍ତି ଦ୍ୱାରା ସମଗ୍ର ବିଶ୍ୱକୁ କେବଳ ପ୍ରଭାବକି କରନ୍ତିନି, ବରଂ ସେମାନଙ୍କ ଦରମା ଏବଂ ଜୀବନଶୈଳୀ ମଧ୍ୟ ଲୋକଙ୍କ ମଧ୍ୟରେ…

ଯଦି ଲୋକେ ଜହ୍ନରେ ରହିବାକୁ ଲାଗିଲେ ତେବେ କ’ଣ ହେବ? ମଣିଷ ଶରୀରେ ପରିବର୍ତ୍ତନ ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ମାନବ ଏବେ ଅନ୍ତରୀକ୍ଷରେ ବସବାସ କରିବାର ସ୍ୱପ୍ନକୁ ଦ୍ରୁତ ଗତିରେ ପୂରଣ କରିବାକୁ ଚେଷ୍ଟା କରୁଛି। ନାସା ଏବଂ ସ୍ପେସଏକ୍ସ ଭଳି ଅନ୍ତରୀକ୍ଷ କମ୍ପାନୀଗୁଡ଼ିକ ଚନ୍ଦ୍ର ଏବଂ ମଙ୍ଗଳରେ ରହିବାକୁ ଯୋଜନା କରୁଛି। କିନ୍ତୁ କେବେ ଭାବିଛନ୍ତି କି ଯଦି ମାନବ ଚନ୍ଦ୍ରରେ ରହିବାକୁ ଲାଗିଲା,…

ଟିମ୍‌ରେ ଯେଉଁ ଖେଳାଳି ପାଣି ବୋଟଲ ନେଇ ପଡ଼ିଆକୁ ଯାଆନ୍ତି, ତାଙ୍କୁ କେତେ ମିଳେ ମ୍ୟାଚ୍ ଫି ?

ନୂଆଦିଲ୍ଲୀ: କ୍ରିକେଟ୍ ମ୍ୟାଚ୍ ସମୟରେ ଆପଣ ଅନେକ ଥର ଦେଖିଥିବେ ଯେ, ଯେତେବେଳେ କୌଣସି ଖେଳାଳି ଥକିଯାଆନ୍ତି କିମ୍ବା ଓଭର ଶେଷ ହୋଇଯାଏ, ପଡ଼ିଆ ଭିତରକୁ ଜଣେ ଖେଳାଳି ପାଣି ବୋତଲ ଧରି ଦୌଡ଼ି ଆସନ୍ତି। ଲୋକମାନେ ପ୍ରାୟତଃ ମଜାରେ କହନ୍ତି ଯେ ଏହି ଓ୍ୱାଟର ବୟ୍ ଖେଳାଳି କେବଳ ବୁଲିବାକୁ…

ନିଜ କିଡନୀ ଦେଇ ସ୍ତ୍ରୀର ଜୀବନ ବଞ୍ଚାଇଲେ ସ୍ୱାମୀ

ନୂଆଦିଲ୍ଲୀ: ଆଧୁନିକ ସମାଜରେ ପ୍ରକୃତ ପ୍ରେମ ପାଇବା ଏତେ ସହଜ ନୁହେଁ । ପ୍ରେମ ଭଲ ପାଇବା କାହାପାଇଁ କେମିତି ତାହା ବୁଝିବା ଅତ୍ୟନ୍ତ କଷ୍ଟକର । ଆଜିକାଲିକା ଦୁନିଆରେ ସ୍ୱାର୍ଥପର ହୋଇ ପ୍ରତିଦିନ ହିଂସା ଘଟୁଛି । କେଉଁଠି ସ୍ୱାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ଆଉ କେଉଁଠି ସ୍ତ୍ରୀ ସ୍ୱାମୀର…

ଆଇଇଡି ବ୍ଲାଷ୍ଟରେ ୩ ଏସଟିଏଫ ଅଧିକାରୀ ଆହତ

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୋମବାର ଏକ ଆଇଇଡି ବିସ୍ଫୋରଣରେ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ)ର ତିନି ଜଣ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଅଚାନକ ଜଣେ ଯବାନଙ୍କ ପାଦ ପଡ଼ିବା ଯୋଗୁ ଚାପରେ ଆଇଇଡି ବିସ୍ଫୋରଣ ହୋଇଥିଲା।ତେବେ ଏହା ଏକ ସପ୍ତାହ ମଧ୍ୟରେ…

ବିଶ୍ୱକୁ ଆଉ ଏକ ଟ୍ରମ୍ପ ଦରକାର; ଆମେରିକା ରାଷ୍ଟ୍ରପତିଙ୍କୁ କାହିଁକି ଇସ୍ରାଏଲର ଏତେ ପ୍ରଶଂସା…

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛନ୍ତି। ସୋମବାର ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରି ନେତାନ୍ୟାହୁ କହିଛନ୍ତି ଯେ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଏପର୍ଯ୍ୟନ୍ତ ଇସ୍ରାଏଲର ସବୁଠାରୁ ଭଲ ବନ୍ଧୁ। ସେ…