Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Bihar Elections: ଆସନ ବଣ୍ଟନକୁ ନେଇ ବଢୁଛି NDAରେ ଫାଟ, ଆଜି JDU ବାହାର କରିବ ପ୍ରଥମ ଲିଷ୍ଟ…

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ ବିହାରର NDA ଭିତରେ ଅସନ୍ତୋଷ ଦେଖାଦେଇଛି। ଉପେନ୍ଦ୍ର କୁଶୱାହା ଏବଂ ଜିତନ୍ ରାମ ମାଞ୍ଝିଙ୍କ ଭଳି ସହଯୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି, HAM ଚିରାଗ ପାସୱାନଙ୍କ LJP ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଯୋଜନା ମଧ୍ୟ…

କତାର ଏୟାରୱେଜ୍ ବିମାନରେ ଯାନ୍ତ୍ରିକ ତ୍ରୁଟି

ଅହମ୍ମଦାବାଦ: ଦୋହାରୁ ହଂକଂ ଯାଉଥିବା କତାର ଏୟାରୱେଜ୍ ବିମାନ QR୮୧୬ରେ ଉଡ଼ାଣ ସମୟରେ ହଠାତ୍  ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ତେବେ ବିମାନଟି ସୁରକ୍ଷିତ ଅବତରଣ କରିବା ସହ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା…

ରାଜରାସ୍ତାରେ ହୁତୁହୁତୁ ଜଳିଲା ବସ୍, ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଜୈସଲମେର: ରାଜସ୍ଥାନର ଜୈସଲମେରର ଜୈସଲମେର-ଯୋଧପୁର ରାଜପଥରେ ମଙ୍ଗଳବାର ଦିନ ଏକ ଚଳନ୍ତା ଏସି ସ୍ଲିପର ବସ୍‌ରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ୨୦ ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଥିବା ରିପୋର୍ଟ ମିଳିଛି। ତେବେ ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର ଜୈସଲମେରରେ ଏବଂ ଜଣେ ୭୯ ବର୍ଷୀୟ ହୁସେନ…

ଆସନ୍ତାକାଲି ଠାରୁ ଆମେରିକାକୁ ପୁନଃ ଡାକ ସେବା ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୫ ତାରିଖରୁ ଇଣ୍ଡିଆ ପୋଷ୍ଟ ଆମେରିକାକୁ ସମସ୍ତ ବର୍ଗର ଡାକ ସେବା ପୁନଃ ଆରମ୍ଭ କରିବ। ଚିଠି, ଡକ୍ୟୁମେଣ୍ଟ, ପାର୍ସଲ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାରର ଡାକ ସେବା ପାଇଁ ସାଧାରଣ ଡାକ ପୁନଃ ଆରମ୍ଭ ହେବା ନେଇ ଏଥିରେ ସୂଚାଇ ଦିଆଯାଇଛି। ତେବେ…

WhatsAppରେ ବି ହୋଇପାରିବ ସ୍କ୍ରିନ୍ ସେୟାରିଂ, ଜାଣନ୍ତୁ କେମିତି କରିବେ ବ୍ୟବହାର

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଆପଣଙ୍କ ପରିଚିତ ବ୍ୟକ୍ତିଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ପଡ଼େ, ତେବେ ଏନିଡେସ୍କ କିମ୍ବା ଗୁଗୁଲ ମିଟ୍ ଭଳି ଆପ୍‌ସର ଆବଶ୍ୟକତା ନାହିଁ। ଆପଣ ହ୍ୱାଟ୍ସଆପ ମାଧ୍ୟମରେ ମଧ୍ୟ ସ୍କ୍ରିନ୍ ଶେୟାର କରିପାରିବେ। ମେଟା ଅଧିନରେ ଥିବା ଏହି ଆପ୍‌ରେ ବହୁ ସମୟ ଧରି ଏହି…

ଏଇଠି ମିଳେ ଦେଶର ସବୁଠୁ ଶସ୍ତା ସ୍ମାର୍ଟ ଫୋନ ? ଜାଣନ୍ତୁ କେତେ ଟଙ୍କାରେ ମିଳେ

ନୂଆଦିଲ୍ଲୀ: ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ୍ ବଜାର ହୋଇପାରିଛି। ପ୍ରତି ମାସରେ ଲକ୍ଷ ଲକ୍ଷ ମୋବାଇଲ୍ ଫୋନ୍, ସସ୍ତାରୁ ଆରମ୍ଭ କରି ପ୍ରିମିୟମ୍ ପର୍ଯ୍ୟନ୍ତ, ବିକ୍ରି ହେଉଛି। କିନ୍ତୁ ଆପଣ ଜାଣନ୍ତି କି, ଦେଶର କେତେକ ସହରରେ ମୋବାଇଲ୍ ଫୋନ୍ ଅନ୍ୟ ସ୍ଥାନ ତୁଳନାରେ ବହୁତ…

ପୁଣି ମାତିଲେ ମାଓବାଦୀ, ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା

ବିଜାପୁର: ଛତିଶଗଡ଼ ବିଜାପୁରରେ ପୁଣି ମାତିଲେ ମାଓବାଦୀ। ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା କଲେ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା। ମୃତକ ସତ୍ୟମ ପୁନେମ, ବିଜାପୁରରେ ମଣ୍ଡଳସ୍ତରୀୟ କର୍ମୀ। ପୂର୍ବରୁ ବି ସତ୍ୟମ ପୁନେମଙ୍କୁ ଏକାଧିକ ଥର ଚେତାବନୀ ଦେଇଥିଲେ…

ମାଓବାଦୀଙ୍କ ଜଙ୍ଗଲରେ ପ୍ରେମ, ଥାନାରେ ବାହାଘର

କାଙ୍କେର: କୁହାଯାଏ ପ୍ରେମ ମଣିଷକୁ ବଦଳାଇ ଦିଏ। ଯିଏ ଯେତେ ଖରାପ ହୋଇଥାଉ ପଛେ ତାକୁ ଭଲ ଜୀବନସାଥୀ ମିଳିଗଲେ ସେ ନିଜେ ବଦଳିଯାଏ। ହଁ ଆଜ୍ଞା ସେମିତି ଏକ ଘଟଣା ସମ୍ପର୍କରେ ଆଜି ଆମେ ଜଣାଉଛୁ। କଥା କଥାକେ ଉଠୁଥିଲା ବନ୍ଧୁକ। ରକ୍ତରେ ଯିଏ ହୋଲି ଖେଳୁଥିଲେ ତାଙ୍କ ଜୀବନ ବଦଳାଇ ଦେଇଛି ସିନ୍ଦୁର।…

BSF ବାହାର କଲା କନଷ୍ଟେବଳ ଜିଡି ପଦବୀ, ଏହି ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ଖେଳ ପ୍ରତିଭା ଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଛି। ବିଏସଏଫ ଖେଳ କୋଟା ଅଧୀନରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀ ପୂରଣ କରିବା ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ୧୬ ଅକ୍ଟୋବର ୨୦୨୫ରୁ ଆରମ୍ଭ ହେବ…