Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

5th-Gen fighter Jet: ଭାରତର ନୂଆ ଫାଇଟର ଜେଟ…ଭୟ କଲାଣି ଆମେରିକା, ଚୀନ

 ନୂଆଦିଲ୍ଲୀ:  ଭାରତ ତିଆରି କରୁଛି ୫ମ ପିଢିର ଫାଇଟର ଜେଟ୍ ।  ଏବେ ଆଉ କାହାକୁ ଭୟ କରିବାର ନାହିଁ । ଆମେରିକା, ଋଷକୁ ଦେବ ଟକ୍କର । ଗୋଟିଏ ଥରରେ ସବୁ ସଫା କରିଦେବ ।  ଆମେରିକା ନିକଟରେ ଏକ ସାମରିକ ଅଭିଯାନ ଚଳାଇ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ବନ୍ଦୀ କରିରଖିଛି।  ଯେଉଁ…

BJP-Congress Alliance: ବିଜେପି-କଂଗ୍ରେସ ମିଳାଇଲେ ହାତ!

ମୁମ୍ବାଇ: ଏକାଠି ହେଲେ ବିଜେପି- କଂଗ୍ରେସ! ଯେଉଁଠି ଦିନେ ମୁହାଁମୁହିଁ ହେଉଥିଲେ, ଏବେ ସେଠି ଦେଖିବାକୁ ମିଳୁଛି ବନ୍ଧୁତ୍ୱର ଝଲକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବିଜେପି-କଂଗ୍ରେସ ମେଣ୍ଟ ଆମେ କହୁଛୁ ମହାରାଷ୍ଟ୍ର BMC ନିର୍ବାଚନ କଥା। ମହାରାଷ୍ଟ୍ର ରାଜନୀତିରେ ଏକ ଅକଳ୍ପନୀୟ…

communal violence in nepal: ନେପାଳରେ ଭାରତୀୟ ସୀମା ନିକଟରେ ପୁଣି ହିଂସାକାଣ୍ଡ, ହାଇ ଆଲର୍ଟ ପରେ ସୀମା ସିଲ୍

ନୂଆଦିଲ୍ଲୀ: ପଡ଼ୋଶୀ ନେପାଳ ପୁଣି ଥରେ ହିଂସାରେ ଆକ୍ରାନ୍ତ ହୋଇଛି। ଭାରତ ସୀମାନ୍ତ ନେପାଳର ପାରସା ଏବଂ ଧନୁଷାଧାମ ଜିଲ୍ଲାରେ ହିଂସା ଦେଖାଦେଇଛି। ସମଗ୍ର ଅଞ୍ଚଳ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ, ଭାରତ-ନେପାଳ ସୀମାକୁ ମଧ୍ୟ ସିଲ୍ କରାଯାଇଛି।ଧନୁଷା ଜିଲ୍ଲାରେ ଏକ…

Trump “Absolutely” Wants Greenland: ଭେନେଜୁଏଲା ପରେ, ଏହି ଦେଶ ଉପରେ ଟ୍ରମ୍ପଙ୍କ ଆଖି…

ନୂଆଦିଲ୍ଲୀ: ଭେନେଜୁଏଲାକୁ ନିଜ ଅକ୍ତିଆରକୁ ନେଇଛନ୍ତି ଟ୍ରମ୍ପ! ମାଦୁରୋଙ୍କୁ ଗିରଫ ପରେ ନିଜ ଇସାରରେ ଚଳାଉଛନ୍ତି ଦେଶ ପୁଣି ଆଉ ଏକ ଦେଶ ଉପରେ ପକେଇଲେଣି ଲୋଲୁପଦୃଷ୍ଟି ରୁଷ, ଚୀନ୍ କୁ ମାତ୍ ଦେବାକୁ ଯୋଜନା ଭେନେଜୁଏଲା ଉପରେ ଆକ୍ରମଣ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ…

Fastag activated: ଘରୁ ଗାଡ଼ି ବାହାର କରିବା ଆଗରୁ ଏସବୁ ନିୟମ ଜାଣିରଖନ୍ତୁ, ନଚେତ୍ ଖାଲି ହୋଇପାରେ ଆପଣଙ୍କ ପକେଟ୍

ନୂଆଦିଲ୍ଲୀ: ଲାଗୁ ହେବ କଡ଼ା ନିୟମ! କାଗଜପତ୍ର ଠିକ୍ ନଥିଲେ ଟୋଲଗେଟରେ ଦେବାକୁ ପଡ଼ିବ ଦୁଇଗୁଣା ଜୋରିମନା । ଚାଲାଣ, ଇନସ୍ୟୁରାନ୍ସ ଓ PUCC ବାଧ୍ୟତାମୂଳକ।  ଯଦି ଆପଣଙ୍କ ପାଖରେ ଚାରିଚକିଆ ଗାଡ଼ି ଅଛି ଏବଂ ଆପଣ ଫେବ୍ରୁଆରି ୧ ତାରିଖ ପରେ ରାଜପଥରେ ବାହାରିବାକୁ ଯୋଜନା କରୁଛନ୍ତି, ତେବେ ଏହି…

Kavitha Resignation: ବିଧାନ ପରିଷଦରୁ କେ କବିତାଙ୍କ ଇସ୍ତଫା ଗ୍ରହଣ, ବିଦାୟ ବେଳେ ହେଲେ ଭାବୁକ

ହାଇଦ୍ରାବାଦ: ତେଲେଙ୍ଗାନା ରାଜନୀତିର ଏକ ପ୍ରମୁଖ ଅଧ୍ୟାୟ ଆନୁଷ୍ଠାନିକ ଭାବରେ ଶେଷ ହୋଇଛି। ଭାରତ ରାଷ୍ଟ୍ର ସମିତି (ବିଆରଏସ) ସଦସ୍ୟ କାଲଭାକୁନ୍ତଳା କବିତାଙ୍କ ବିଧାନ ପରିଷଦ (ଏମଏଲ୍‌ସି)ରୁ ଇସ୍ତଫା ଶେଷରେ ଗ୍ରହଣ କରାଯାଇଛି। ବିଧାନସଭା ପରିଷଦ ଅଧ୍ୟକ୍ଷ ଗୁଟ୍ଟା ସୁଖେନ୍ଦର ରେଡ୍ଡି ଗୃହରେ…

China face 100,000 casualties: ‘ଚୀନର ଲକ୍ଷେ ସୈନ୍ୟଙ୍କ ଜୀବନ ଯିବ…’, ରିପୋର୍ଟରେ…

ନୂଆଦିଲ୍ଲୀ: ଚୀନ୍ ଗତ କିଛି ମାସ ଧରି ତାଇୱାନକୁ ନିରନ୍ତର ଭୟଭୀତ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏକ ସାମ୍ପ୍ରତିକ ରିପୋର୍ଟ ଡ୍ରାଗନର ଆଖି ଖୋଲିପାରେ। ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ଦ୍ୱାରା ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି ଚୀନ୍ ତାଇୱାନ ଉପରେ ନୌସେନା ଆକ୍ରମଣ କରେ, ତେବେ ଏହାକୁ ୧…

Court Summons Rahul Gandhi: ଅମିତ ଶାହଙ୍କୁ ହତ୍ୟାକାରୀ କହିବା ପ୍ରସଙ୍ଗ, ୧୯ରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ…

ସୁଲତାନପୁର: ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବା ମାମଲାରେ ମଙ୍ଗଳବାର ଦିନ ସୁଲତାନପୁରର ସାଂସଦ/ବିଧାୟକ କୋର୍ଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଶୁଣାଣି ହୋଇଥିଲା। ପ୍ରାୟ ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ପରେ, କୋର୍ଟ ରାହୁଲ…

Venezuela Security Officers: ଭେନେଜୁଏଲାର ୨୪ ସୁରକ୍ଷା ଅଧିକାରୀ ନିହତ!

ୱାସିଂଟନ: ଭେନେଜୁଏଲା ସାମରିକ ବାହିନୀ ଘୋଷଣା କରିଛି ଯେ ଶନିବାର ଦିନ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ଅତି କମରେ ୨୪ ଜଣ ଭେନେଜୁଏଲା ସୁରକ୍ଷା ଅଧିକାରୀ ନିହତ ହୋଇଛନ୍ତି। ଏହା ଦ୍ୱାରା ସରକାରୀ ମୃତ୍ୟୁ ସଂଖ୍ୟା ୫୬କୁ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଅଧିକ ସାଧାରଣ…

US To Buy Venezuela Oil: ଟ୍ରମ୍ପଙ୍କ ବଡ଼ ଘୋଷଣା: ଭେନେଜୁଏଲାର ତେଲ କିଣିବ ଆମେରିକା

ୱାଶିଂଟନ: ଭେନେଜୁଏଲା ଦଖଲ ପରେ ତୈଳ ଭଣ୍ଡାର କବଜା କଲା ଆମେରିକା। ୩୦-୫୦ ମିଲିୟନ ବ୍ୟାରେଲ ତୈଳ ବିକ୍ରି କରିବ ଆମେରିକା। ବଜାର ମୂଲ୍ୟରେ ବିକ୍ରି ତୈଳରୁ ଆସିଥିବା ଅର୍ଥ ଭେନେଜୁଏଲା ଏବଂ ଆମେରିକାବାସୀଙ୍କ ସ୍ୱାର୍ଥରେ ବିନିଯୋଗ ହେବ। ସୋସିଆଲ ମିଡିଆରେ ଉଲ୍ଲେଖ କଲେ ଡୋନାଲ ଟ୍ରମ୍ପ।…