Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Silver Jewellery Hallmarking: ୧ ସେପ୍ଟେମ୍ବରରୁ ରୂପା ଅଳଙ୍କାରରେ ହଲମାର୍କ, ଗ୍ରାହକଙ୍କ ପାଇଁ ଏହା କାହିଁକି…

ନୂଆଦିଲ୍ଲୀ: ଏବେ ଭାରତରେ ରୂପା ଅଳଙ୍କାର ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ସେପ୍ଟେମ୍ବର ୧ ଠାରୁ ସରକାର ରୂପା ଅଳଙ୍କାର ଉପରେ ଏକ ନୂତନ ହଲମାର୍କିଂ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାଧ୍ୟତାମୂଳକ ନୁହେଁ, କିନ୍ତୁ ଗ୍ରାହକଙ୍କ ଇଚ୍ଛା ଉପରେ ନିର୍ଭର କରେ ।…

ଯିଏ ଜନତାଙ୍କୁ ଯେତେ ବୋକା ବନାଇପାରିବ, ସେ ସେତେ ସଫଳ ରାଜନେତା: ନୀତିନ ଗଡକରୀ 

ନୂଆଦିଲ୍ଲୀ: ନିଜ ସ୍ପଷ୍ଟବାଦୀ ବକ୍ତବ୍ୟ ପାଇଁ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆଉ ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ନାଗପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ସେ ଏଭଳୀ କହି ଯେ ଯାହାକୁ ଖୋଲା ମଞ୍ଚରେ କୌଣସି କେନ୍ଦ୍ରମନ୍ତ୍ରୀ ଗ୍ରହଣ କରିବେ ନାହିଁ। ନୀତିନ…

Manimahesh yatra: ମଣିମହେଶ ଯାତ୍ରାରେ ୧୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ; ହଜାର ହଜାର ଲୋକଙ୍କୁ କରାଗଲା ଉଦ୍ଧାର

ନୂଆଦିଲ୍ଲୀ:ବର୍ଷା ଯୋଗୁଁ ହିମାଚଳପ୍ରଦେଶର ଚମ୍ବା ଜିଲ୍ଲାର ପରିସ୍ଥିତି ମଧ୍ୟ ବହୁତ ଖରାପ ହୋଇ ପଡିଛି । ଅଗଷ୍ଟ ତାରିଖରୁ ବର୍ଷା ଜାରି ରହିଛି। ଏହି କାରଣରୁ ଅଗଷ୍ଟ ୨୭ତାରିଖରେ ମଣିମହେଶ ଯାତ୍ରାକୁ ସମୟ ପୂର୍ବରୁ ବନ୍ଦ କରିଦିଆଯାଇଥିଲା। ଚଳିତ ବର୍ଷ ଏହି ଯାତ୍ରା ୧୫ ଅଗଷ୍ଟରେ ଆରମ୍ଭ ହୋଇ ୮…

E20 Fuel Controversy: ସୁପ୍ରିମକୋର୍ଟରେ E20 ପେଟ୍ରୋଲ ଉପରେ ଶୁଣାଣି: ଜାଣନ୍ତୁ କ’ଣ ଏହି ବିବାଦ?

ନୂଆଦିଲ୍ଲୀ: ଆଜି (୦୧ ସେପ୍ଟେମ୍ବର) ସୁପ୍ରିମକୋର୍ଟରେ E20 ପେଟ୍ରୋଲ ଉପରେ ଶୁଣାଣି ହେବାକୁ ଯାଉଛି। ଏହି ଶୁଣାଣି ପଛରେ ଏକ ବିବାଦ ରହିଛି। ଭାରତ E20 ଇନ୍ଧନ ଅର୍ଥାତ୍ ୨୦% ଇଥାନଲ୍ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ସେବେଠାରୁ ଏହି ବିବାଦ ଆରମ୍ଭ ହୋଇଛି। ଦେଶର ଲୋକେ…

ଜିନ ପିଙ୍ଗଙ୍କ ସାମ୍ନାରେ ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦୀ, କ’ଣ ରହିଲା ଚୀନର ଆଭିମୁଖ୍ୟ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ରବିବାର ଆଲୋଚନା କରିଛନ୍ତି। ସୀମାପାର ଆତଙ୍କବାଦ ଉପରେ ମୋଦୀ ଚିନ୍ତା ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା ପାଇଁ ଭାରତ ଓ ଚୀନର ମିଳିତ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି। ସାଂଘାଇ ସହଯୋଗ ସଂଗଠନ…

SCOରେ ପାକିସ୍ତାନ ପିଏମଙ୍କ ଆଗରେ ମୋଦୀଙ୍କ ହୁଙ୍କାର: ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଚୀନର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO)ର ୨୫ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା ଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଉପସ୍ଥିତ ଥାଇ ମୋଦୀ କହିଛନ୍ତି, କିଛି ଦେଶର ଆତଙ୍କବାଦୀ ସଂଗଠନଙ୍କୁ ଖୋଲା…

Rules To Change From Today: ଆଜିଠାରୁ ବଦଳିବ ଏହି ନିୟମ: ସାଧାରଣ ଲୋକଙ୍କ ବଜେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ: ଆମ ଦେଶରେ ମାସ ପରିବର୍ତ୍ତନ ହେବା ମାତ୍ରେ ଦୈନନ୍ଦିନ ଜୀବନର ଅନେକ ନିୟମରେ ବଡ଼ ପରିବର୍ତ୍ତନ ଆସୁଛି। ସେପ୍ଟେମ୍ବର ମାସ ଆରମ୍ଭ ହୋଇଗଲାଣି। ଏପରି ପରିସ୍ଥିତିରେ, ସାଧାରଣ ନାଗରିକଙ୍କ ପକେଟ ଏବଂ ସେମାନଙ୍କ କାମ ସହିତ ଜଡିତ କିଛି ନିୟମ ପରିବର୍ତ୍ତନ ହେଉଛି। ଅର୍ଥାତ୍ ସେପ୍ଟେମ୍ବର…

ଟ୍ରମ୍ପଙ୍କ ଚାଲ୍ ବୁଝିପାରି ଫୋନ ଉଠାଇଲେ ନାହିଁ ମୋଦୀ? ନହେଲେ ବରବାଦ ହୋଇଥାନ୍ତେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ ଉଠାଇ ନାହାନ୍ତି। ନ୍ୟୁୟର୍କ ଟାଇମ୍ସ (NYT) ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ କିଛି ସପ୍ତାହରେ ବାରମ୍ବାର ମୋଦୀଙ୍କୁ ଫୋନ କରିଥିଲେ। କିନ୍ତୁ ମୋଦୀ କଥା ହେବାକୁ ମନା କରିଛନ୍ତି। ଏହା ପଛରେ…

Indian Army: ହିମାଳୟର ଶିଖରରେ ଭାରତୀୟ ସେନାର ବୀରତ୍ୱ, କଠିନ ପରିସ୍ଥିତିରେ କଲେ ଯୁଦ୍ଧ ଅଭ୍ୟାସ

ନୂଆଦିଲ୍ଲୀ: ଭାରତୀୟ ସେନା ଅରୁଣାଚଳ ପ୍ରଦେଶର କାମେଙ୍ଗ ଅଞ୍ଚଳରେ 'ଯୁଦ୍ଧ କୌଶଳ 3.0' ଯୁଦ୍ଧ ଅଭ୍ୟାସ କରିଛି । ଏହି ସମୟରେ ସେନା ତାର ଶକ୍ତି ପ୍ରଦର୍ଶନ କରିଛି । ଏହି ଅଭ୍ୟାସର ଯାଞ୍ଚ କରିଥିଲେ ଗଜରାଜ କର୍ପସ ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) । ଅଭ୍ୟାସ ସମୟରେ, ସେନା ଉନ୍ନତ…