Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Mamata’s Big Move ମମତାଙ୍କ ନୂଆ ଚାଲ : ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରେ ନିର୍ମାଣ କରିବେ ମହାକାଳ…

ପଶ୍ଚିମବଙ୍ଗ:  ନିର୍ବାଚନ ପାଇଁ ମମତାଙ୍କର ଆଉ ଏକ ନୂଆ ପ୍ଲାନ । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପରେ ଏବେ ଦିଘାରେ ନିର୍ମାଣ ହେବ ମହାକାଳ ମନ୍ଦିର । ୧୭ ଏକର ଜମିରେ ନିର୍ମାଣ ହେବ ବିଶାଳ ମନ୍ଦିର । ଭୋଟ ହାତେଇବା ପାଇଁ ମମତାଙ୍କର ଏହି ଚାଲ ବୋଲି ଚର୍ଚ୍ଚା ହେଲାଣି । ପଶ୍ଚିମବଙ୍ଗରେ ରାଜନୈତିକ…

ଆରପାରିକୁ ଚାଲିଗଲା ଗ୍ୟାଲାପାଗୋସ ପ୍ରଜାତିର ୧୪୧ ବର୍ଷୀୟ କଇଁଛ ଗ୍ରେମା

ୱାଶିଂଟନ: ଅମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମ ଆରପାରିକୁ ଚାଲିଯାଇଛି । ମୃତ୍ୟୁ ବେଳକୁ ଏହି ଲାଜକୁଳା ଓ ଶାନ୍ତ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା । ଚିଡିଆଖାନାର ପ୍ରତ୍ୟେକ କର୍ମଚାରୀ ଓ ପର୍ଯ୍ୟଟକ ଗ୍ରେମାକୁ ବେଶ ପସନ୍ଦ କରୁଥିଲେ । ସ୍ୟାନ…

ଚର୍ଚ୍ଚାରେ ବାଇକର ଜେଜେ ମାଆ ମନ୍ଦାକିନୀ

ଅହମ୍ମଦାବାଦ: ସେହି ଲୋକଙ୍କୁ ବୟସ ପ୍ରଭାବିତ କରେ ଯିଏ ସ୍ୱପ୍ନକୁ ମାରିଦିଏ । ବୟସ ଏକ ସଂଖ୍ୟା ବୋଲି ଅହମ୍ମଦାବାଦର ୮୭ ବର୍ଷୀୟା ଜେଜେ ମାଆ ମନ୍ଦାକିନୀ ଶାହା ପ୍ରମାଣିତ କରିଛନ୍ତି । ଯେଉଁ ବୟସରେ ସମସ୍ତେ ମାନସିକ ସ୍ତରରେ ଦୁର୍ବଳ ହୋଇଥାନ୍ତି ସେହି ବୟସରେ ମନ୍ଦାକିନୀ ନିଜ ସାନ ଭଉଣୀ ସହ…

Ram Mandir flag: ଝଲସୁଛି ଅଯୋଧ୍ୟା ରାମମନ୍ଦିର, ସ୍ଥାପନ ହେବ ଧର୍ମ ଧ୍ବଜା: ଜାଣନ୍ତୁ କ’ଣ ରହିଛି ଏହି ଧ୍ବଜାର…

ଅଯୋଧ୍ୟା: ବିବାହ ପଞ୍ଚମୀ ଅବସରରେ, ପ୍ରଭୁ ଶ୍ରୀ ରାମଙ୍କ ନଗରୀ, ଅଯୋଧ୍ୟା ଆଲୋକରେ ଝଲସୁଛି। ପ୍ରଭୁ ରାମଙ୍କ ବିବାହ ଉତ୍ସବ ପାଳନ ହେଉଥିବା ବେଳେ, ଆଜି ଶୁଭ ମୁହୂର୍ତ୍ତରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶୀର୍ଷରେ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

Ethiopian Volcano Eruption: ସାବଧାନ! ଦିଲ୍ଲୀରେ ପହଞ୍ଚିଲା ଇଥିଓପିଆ ଜ୍ୱାଳାମୁଖୀ…ଜାରି ହେଲା…

ନୂଆଦିଲ୍ଲୀ: ଉତ୍ତର ଇଥିଓପିଆରେ ହଜାର ହଜାର ବର୍ଷ ଧରି ସୁପ୍ତ ଥିବା ଏକ ଜ୍ୱାଳାମୁଖୀ ହାଇଲି ଗୁବ୍ବି ଫାଟିଛି। ଏହି ଜ୍ୱାଳାମୁଖୀ ଫାଟିବା ଫଳରେ ଏକ ବିଶାଳ ପାଉଁଶ ମେଘ ସୃଷ୍ଟି ହୋଇଛି। ବର୍ତ୍ତମାନ, ରିପୋର୍ଟ ଆସିଛି ଯେ ପାଉଁଶ ମେଘ ଭାରତରେ ପହଞ୍ଚିଛି। ଇଥିଓପିଆର ହାଇଲି ଗୁବ୍ବି ଫାଟିବାରୁ ଏକ…

AIIMSରେ ମିଳିବ ବିନା ପରୀକ୍ଷାରେ ଜବ୍, ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ହସ୍ପିଟାଲରେ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ଯୁବକ-ଯୁବତୀଙ୍କ ପାଇଁ ବଡ଼ ଖୁସି ଖବର! ପଶ୍ଚିମବଙ୍ଗର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ଏମ୍ସ) କଳ୍ୟାଣୀ ସିନିଅର ରେଜିଡେଣ୍ଟ ଓ ସିନିଅର ଡେମୋନଷ୍ଟ୍ରେଟର ପଦବୀରେ ମୋଟ ୧୭୨ ଜଣଙ୍କୁ ନିଯୁକ୍ତି ଦେବାକୁ…

ଅନଲାଇନ୍ ଠକେଇ ଧରିଦେବ AI, ଏହି ଆପ୍ କରିଦିଅନ୍ତୁ ଇନଷ୍ଟଲ ତା’ପରେ…

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଅନଲାଇନ୍ ଠକେଇ, ସ୍କାମ୍ ଓ ସାଇବର ଆକ୍ରମଣର ଶିକାର ହେବାର ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଗଲ୍ ନିଜର ନୂଆ AI ଭିତ୍ତିକ ସୁରକ୍ଷା ଉଦ୍ୟୋଗ ଆରମ୍ଭ କରିଛି। କମ୍ପାନୀ କହୁଛି ଯେ, AI ବ୍ୟବହାର କରି ଉପଭୋକ୍ତାମାନଙ୍କୁ…

ମାସକୁ ରାହୁଲ ଏତେ ଟଙ୍କା କରନ୍ତି ରୋଜଗାର ? ଜାଣିଲେ ତାଜୁବ ହୋଇଯିବେ…

ନୂଆଦିଲ୍ଲୀ: କଂଗ୍ରେସ୍‌ର ବରିଷ୍ଠ ନେତା ଏବଂ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମାସିକ ରୋଜଗାର ବିଷୟରେ ସାଧାରଣ ଜନତାଙ୍କ ମନରେ ଉତ୍ସୁକତା ରହିଥାଏ। ନିକଟ ଲୋକସଭା ନିର୍ବାଚନୀ ଶପଥପାଠ ଏବଂ ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ରାହୁଲଙ୍କ ମୁଖ୍ୟ ରୋଜଗାର ହେଉଛି ସାଂସଦ…

ଯଦି ପୃଥିବୀ ହଠାତ୍ ବୁଲିବା ବନ୍ଦ କରିଦେଲା…. କିଏ ବଞ୍ଚିପାରିବ ?

ନୂଆଦିଲ୍ଲୀ: ହଠାତ୍ ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ହୋଇଗଲା ପରେ ଆଉ କେବେ ଉଦୟ ହେଲା ନାହିଁ। ହଠାତ୍ ପବନ ଭୀଷଣ ଝଡ଼ ହୋଇଗଲା, ସମୁଦ୍ର ପାହାଡ଼ ଭଳି ଉଠି ସହରଗୁଡ଼ିକୁ ଗ୍ରାସ କରିନେଲା ଆଉ ଧରିତ୍ରୀ ନିଜ ବେଗରେ ଏକ ଝଟକାରେ ଭାଙ୍ଗିପଡ଼ିବା ଭଳି ଲାଗିଲା। ଏ କୌଣସି ସାଇନ୍ସ-ଫିକ୍ସନ ଚଳଚ୍ଚିତ୍ର…

Naxalites surrendered: ୧୫ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୪୮ଲକ୍ଷ

ରାୟପୁର:ଆଜି ୧୫ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମୁଣ୍ଡରେ ୪୮ଲକ୍ଷ ପୁରସ୍କାର ରାଶି ରହିଥିଲା । ମାଓବାଦୀମାନେ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ PLGA ବାଟାଲିୟନ…