Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାହାଘର ଦିନ କନ୍ୟାର ହେଲା ଦୁର୍ଘଟଣା, ଡାକ୍ତରଖାନାରେ ହେଲା ବିବାହ

ନୂଆଦିଲ୍ଲୀ: ଯିଏ ପ୍ରକୃତରେ ଭଲ ପାଇଥାଏ, ସେ ସମସ୍ତ ପରିସ୍ଥିତିରେ ଏହାକୁ ବଜାୟ ରଖିବା ପାଇଁ ଚାହିଁଥାଏ । ଏ ଭଳି ଏକ ଘଟଣା କେରଳରେ ଘଟିଛି ଯାହା, କି ପ୍ରକୃତ ପ୍ରେମର ପରିଭାଷାକୁ ବୁଝାଉଛି । ଏଠାରେ ବାହାଘର ଦିନ କନ୍ୟା ଦୁର୍ଘଟଣାର ଶୀକାର ହୋଇଥିଲା । ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇଥିବାରୁ…

‘ଟେଲ୍ସ ଅଫ୍ କାମସୂତ୍ର ମହୋତ୍ସବ’ କ’ଣ ? ଗୋଆରେ କାହିଁକି କରାଯାଉଛି ବିରୋଧ

ପାଣଜୀ: ଗୋଆରେ ଆୟୋଜିତ ଟେଲ୍ସ ଅଫ୍ କାମସୂତ୍ର ମହୋତ୍ସବ ଏବେ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଛି। ଏହି କାର୍ଯ୍ୟକ୍ରମ ବିରୋଧରେ ପ୍ରବଳ ବିରୋଧ କରାଯାଉଛି। ଏହି କାରଣରୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଅଭିଯୋଗ ହୋଇଥିଲା ଯେ ଏପରି କାର୍ଯ୍ୟକ୍ରମଗୁଡ଼ିକ ଯୌନ ପର୍ଯ୍ୟଟନକୁ ପ୍ରୋତ୍ସାହିତ…

Delhi Airport Flight Landing:ଟଳିଲା ବଡ଼ ଦୁର୍ଘଟଣା; ଦିଲ୍ଲୀ ବିମାନବନ୍ଦରରେ ଭୁଲ ରନୱେରେ ଅବତରଣ କଲା ଆଫଗାନ…

ନୂଆଦିଲ୍ଲୀ:ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ପାଇଲଟ୍ ଭୁଲବଶତଃ ବିମାନଟିକୁ ଉଡ଼ାଣ ପାଇଁ ବ୍ୟବହୃତ ରନୱେରେ ଅବତରଣ କରାଇ ଦେଇଥିଲେ। ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ (IGI Airport Delhi) ଏରିଆନା ଆଫଗାନ ଫ୍ଲାଇଟ୍ସର ଏକ…

SIR ଯୋଗୁଁ ଦୀର୍ଘ ୩୭ ବର୍ଷ ପରେ ହଜିଯାଇଥିବା ପୁଅକୁ ଫେରି ପାଇଲା ପରିବାର

କୋଲକାତା: ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ଏବେ ବିଭିନ୍ନ ରାଜ୍ୟରେ ତ୍ବରାନ୍ବିତ ହେଉଛି। ଏସଆଇଆର ଯୋଗୁଁ ପଶ୍ଚିବମଙ୍ଗରେ ଏକ ଅନନ୍ୟ ଘଟଣା ଘଟିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ୩୭ ବର୍ଷ ପୂର୍ବେ ପରିବାରଠାରୁ ଅଲଗା ହୋଇଯାଇଥିବା ପୁଅକୁ…

ହାଓଡା-ପୁରୀ ଧଉଳି ଏକ୍ସପ୍ରେସରେ ଅଘଟଣ; ମହିଳାଙ୍କୁ ଠେଲି ଦେଲେ ଲୁଟେରା, କଟିଲା ହାତ

କୋଲକାତା: ରବିବାର ହାଓଡା-ପୁରୀ ଧଉଳି ଏକ୍ସପ୍ରେସରୁ ଚେନ୍ ଛିନତାଇ କରିବାକୁ ଯାଇ ଜଣେ ମହିଳା ହାତ ହରାଇଛନ୍ତି। କୋଲକାତାର ଜଣେ ୪୫ ବର୍ଷୀୟା ମହିଳା ତାଙ୍କ ଡାହାଣ ହାତର ଏକ ଅଂଶ ହରାଇଛନ୍ତି। କୋଲକାତାର ବେହାଲାର ସୁରମା ହାଜରା ନାମକ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ଯାତ୍ରା କରୁଥିଲେ।…

ମା କ୍ଷୀରରେ ବିଷାକ୍ତ କେମିକାଲ!

ନୂଆଦିଲ୍ଲୀ: ନବଜାତ ଶିଶୁ ପାଇଁ ମାତୃ କ୍ଷୀର ସର୍ବୋତ୍ତମ ଖାଦ୍ୟ। କିନ୍ତୁ ଏଥିରେ ଯଦି ବିଷାକ୍ତ ରସାୟନ ମିଳେ ତାହେଲେ ସ୍ଥିତି ଯେ କଣ ହେବ ତାହା ଅନୁମାନ କରାଯାଇପାରେ। ଏଭଳୀ ଘଟଣା ବିହାରରେ ଦେଖାଯାଇଛି। ବିହାରର ଛଅଟି ଜିଲ୍ଲାରେ ମାତୃ କ୍ଷୀରରେ ମାରାତ୍ମକ ୟୁରାନିୟମ ଭଳି ପଦାର୍ଥ…

Sindh may return to India ଭାରତ ପାକିସ୍ତାନର ସିନ୍ଧକୁ କାହିଁକି ଦାବି କରୁଛି? ରାଜନାଥ ସିଂହଙ୍କ ବୟାନ ପଛର କାରଣ…

 ନୂଆଦିଲ୍ଲୀ:   ଭାରତ ବାରମ୍ବାର ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ଏକତ୍ରିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି, କିନ୍ତୁ ସିନ୍ଧ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସାମ୍ପ୍ରତିକ ବୟାନ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ଏକ ସିନ୍ଧୀ ସମ୍ପ୍ରଦାୟ…

ଜଷ୍ଟିସ ସୂର୍ଯ୍ୟକାନ୍ତ କିଏ ? ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବେ ନେଲେ ଶପଥ

ନୂଆଦିଲ୍ଲୀ: ଆଜି ଭାରତର ନୂଆ ସିଜେଆଇ ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କର CJI ଭାବରେ କାର୍ଯ୍ୟକାଳ ୧୫ ମାସ ପାଇଁ ରହିବ। ଏହା ପୂର୍ବରୁ ସିଜେଆଇ ବିଆର ଗଭାଇଙ୍କ…

ପାକିସ୍ତାନର ହୋସ ଉଡ଼ାଇଲା ରାଜନାଥ ସିଂହଙ୍କ ‘ସିନ୍ଧ’ ବୟାନ, କାଶ୍ମୀର କଥା କହି କଲା କାଉଣ୍ଟର

ନୂଆଦିଲ୍ଲୀ: ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିନ୍ଧକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଥିଲେ। ଯାହା ପାକିସ୍ତାନକୁ ବଡ଼ ଝଟକା ଦେଇଛି। ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନାଥ ସିଂହ କହିଥିଲେ,ସିନ୍ଧ ଅଞ୍ଚଳ ଆଜି ଭାରତର ଅଂଶ ନଥିଲେ ମଧ୍ୟ ଏହା ଭାରତର ହୋଇପାରିବ। ଆଗାମୀ ଦିନରେ…

ଭାରତୀୟ ନୌସେନାକୁ ଆହୁରୀ ମଜବୁତ କରିବ ନୂଆ ଯୁଦ୍ଧଜାହାଜ ‘INS ମାହେ’, ଲୁଚି ରହିଥିବା ଶତ୍ରୁକୁ କରିବ…

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନାକୁ ଏକ ବଡ଼ ଉତ୍ସାହ ମିଳିବାକୁ ଯାଉଛି। କାରଣ ସୋମବାର ଦିନ ମୁମ୍ବାଇସ୍ଥିତ ନୌସେନାରେ ସବମେରିନ୍ ବିରୋଧୀ ଯୁଦ୍ଧ ଜାହାଜ INS ମାହେ ସାମିଲ ହେବାକୁ ଯାଉଛି। ଏହି ନୂତନ "ସବମେରିନ୍ ହଣ୍ଟର" ଗଭୀର ଏବଂ ଉପର ଜଳରେ ଶତ୍ରୁ ସବମେରିନ୍ ଚିହ୍ନଟ କରି ଧ୍ୱଂସ କରିବାରେ…