Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Google Translate ଆଣିଲା ଚମତ୍କାର ଫିଚର୍, ଏବେ ସହଜ ହୋଇଯିବ…

ନୂଆଦିଲ୍ଲୀ: Google Translate ଏବେ କେବଳ ଏକ ଅନୁବାଦ ଆପ୍ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଭାଷା ସହାୟକ ଭାବେ ରୂପାନ୍ତରିତ ହେଉଛି। ଗୁଗଲ ନିକଟରେ AI ଏବଂ ମେସିନ ଲର୍ନିଂର ସହାୟତାରେ ଏହାର Translate ଆପକୁ ଏକ ବୃହତ ଅପଗ୍ରେଡ କରିଛି। ଏହି ଅପଡେଟ ପରେ ଆପରେ ଲାଇଭ୍ କନଭରସେସନ ମୋଡ ଏବଂ…

ହୃଦଘାତରେ ୩୯ ବର୍ଷୀୟ ହାର୍ଟ ସର୍ଜନଙ୍କର ମୃତ୍ୟୁ; ଉଦବେଗ ପ୍ରକାଶ

ଚେନ୍ନାଇ: ଚେନ୍ନାଇରେ ବୁଧବାର ହୃଦରୋଗୀଙ୍କ ଚିକିତ୍ସା କରୁଥିବା ଜଣେ ୩୯ ବର୍ଷୀୟ ସର୍ଜନଙ୍କର ଡ୍ୟୁଟି ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ହସ୍ପିଟାଲର ଅନ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।…

SCO Summit: ୭ ବର୍ଷ ପରେ ଚୀନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଚୀନରେ ପହଞ୍ଚିଛନ୍ତି। ସେ ତିଆନଜିନରେ ଅନୁଷ୍ଠିତ ହେବାକୁ ଥିବା ସଙ୍ଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ…

Terrorist Kashmir Guide: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ସମନ୍ଦର ଚାଚା ନିହତ, ୧୦୦ରୁ ଅଧିକ ଆତଙ୍କୀକୁ ଭାରତରେ…

ଶ୍ରୀନଗର: ଭାରତୀୟ ସେନା କାଶ୍ମୀରରେ ନିରନ୍ତର ଏକ ଅପରେସନ୍ ଚଳାଇଛି। ଯାହାର ଲକ୍ଷ୍ୟ ହେଉଛି ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରିବା। ଏହି ଅପରେସନରେ କେବଳ ଆତଙ୍କବାଦୀଙ୍କୁ ନୁହେଁ ବରଂ ସେମାନଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। ଏବେ ସୁରକ୍ଷା ବାହିନୀ ଉତ୍ତର…

PM Modi and Japanese Prime Minister: ଜାପାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଟୋକିଓ ଗସ୍ତରେ ଅଛନ୍ତି । ଏହି ସମୟରେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଏକ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି…

RBI: ଏହି ଘରୋଇ ବ୍ୟାଙ୍କ ଉପରେ ୪୫ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଆରବିଆଇ; କାରଣ ହେଲା…

ନୂଆଦିଲ୍ଲୀ: ଦେଶର ଘରୋଇ କ୍ଷେତ୍ରର ବ୍ୟାଙ୍କ ବନ୍ଧନ ବ୍ୟାଙ୍କ(Bandhan Bank) ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରାୟ ୪୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବନ୍ଧନ ବ୍ୟାଙ୍କ ଉପରେ ୪୪.୭ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। କାରଣ ବ୍ୟାଙ୍କ କିଛି ନିୟମ ପାଳନ…

ଅଶ୍ଳିଳ ସାଇଟରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି…

ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପର୍ଣ୍ଣ ସାଇଟରେ ନିଜର ଏବଂ ଅନ୍ୟ ମହିଳାଙ୍କ ଫଟୋ ସେୟାରକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୱେବସାଇଟର ନାମ ଫିକା ଥିବା ଜଣାପଡିଛି।…

Blue Aadhaar Card: ବ୍ଲୁ ଆଧାର କାର୍ଡ କ’ଣ? ଏହା କାହିଁକି ଆବଶ୍ୟକ ଏବଂ କିପରି ଆବେଦନ କରିବେ..

ନୂଆଦିଲ୍ଲୀ: ବ୍ଲୁ ଆଧାର କାର୍ଡ ହେଉଛି ଛୋଟ ପିଲାମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ସ୍ୱତନ୍ତ୍ର ସୁବିଧା । ଏହା ଅଧୀନରେ, ନବଜାତ ଶିଶୁ ପାଇଁ ମଧ୍ୟ ଆଧାର କାର୍ଡ (ଶିଶୁ ଆଧାର ବାୟୋମେଟ୍ରିକ୍ ଅପଡେଟ୍) ତିଆରି କରାଯାଇପାରିବ ଯାହା ପାଇଁ ବାୟୋମେଟ୍ରିକ୍ ଆବଶ୍ୟକ ନାହିଁ,…

India-Japan Strategic Ties: ପସ୍ତେଇବ ଆମେରିକା, ଭାରତ କରିସାରିଲାଣି ପ୍ରସ୍ତୁତି….

ନୂଆଦିଲ୍ଲୀ: ପସ୍ତେଇବ ଆମେରିକା । ଭାରତ ଉପରେ ଶୁଳ୍କ ଓଲଟା ଭାରୀ ପଡିବ । ସବୁ ପ୍ରସ୍ତୁତି କରିସାରିଲାଣି ଭାରତ । ଆମେରିକା ସହିତ ଶୁଳ୍କ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ୨୧ଶ ଶତାବ୍ଦୀର ଭାରତର ଭବିଷ୍ୟତକୁ ନୂତନ ପଥରେ ଅଗ୍ରସର କରିବା ଆରମ୍ଭ କରିଛି। ଭାରତ…

Delhi Kalkaji Temple: ‘ଦିଲ୍ଲୀରେ ଆଉ କେହି ସୁରକ୍ଷିତ ନୁହଁନ୍ତି’

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଦିଲ୍ଲୀର କାଲକାଜୀ ମନ୍ଦିରରେ ଜଣେ ସେବାଦାରଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅନ୍ୟପକ୍ଷରେ, ସମଗ୍ର ମାମଲାରେ ରାଜନୈତିକ ଆରୋପ ଏବଂ ପ୍ରତିଆରୋପ ମଧ୍ୟ ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…