Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Army chief Dwivedi: ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ UAE – ଶ୍ରୀଲଙ୍କା ଗସ୍ତ; ରଣନୈତିକ ଦୃଷ୍ଟିରୁ…

ନୂଆଦିଲ୍ଲୀ:ଭାରତ ବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ିକ ସହିତ ପ୍ରତିରକ୍ଷା ସହଯୋଗ ଏବଂ ସାମରିକ ସମ୍ପର୍କକୁ ସୁଦୃଢ଼ ​​କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଏହି ପଦକ୍ଷେପର ଅଂଶ ସ୍ୱରୂପ, ସେନା ମୁଖ୍ୟ (COAS) ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର (ଜାନୁଆରୀ ୪) ଦିନ ୫ ରୁ ୮ ଜାନୁଆରୀ, ୨୦୨୬…

ଏଲନ ମସ୍କ କଲେ ବଡ ଘୋଷଣା, ଭେନେଜୁଏଲାକୁ ଦେବେ ମାଗଣା ଇଣ୍ଟରନେଟ୍

ନୂଆଦିଲ୍ଲୀ: ଭେନେଜୁଏଲାର ଲୋକଙ୍କ ସମର୍ଥନରେ ଏଲନ ମସ୍କଙ୍କ ସ୍ପେସଏକ୍ସର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ମାଗଣା ଇଣ୍ଟରନେଟ୍ ଦେବ। ସୂଚନା ଅନୁଯାୟୀ, ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ମାଗଣା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ଯୋଗାଇ ଦେବା ନେଇ ଘୋଷଣା କରିଛି ଷ୍ଟାରଲିଙ୍କ।…

Somnath temple: ସୋମନାଥ ସ୍ୱାଭିମାନ ପର୍ବ – ୧୦୦୦ ବର୍ଷର ଏକ ଅତୁଟ ଆସ୍ଥା

ନୂଆଦିଲ୍ଲୀ:ସୋମନାଥ ମନ୍ଦିର ନିମନ୍ତେ ବର୍ଷ ୨୦୨୬ଟି ବିଶେଷ ମହତ୍ତ୍ୱ ବହନ କରେ । ଏହି ମହାନ ପୀଠ ଉପରେ ପ୍ରଥମ ଆକ୍ରମଣ ଘଟିବାର ୧୦୦୦ ବର୍ଷ ପୂରଣ ହୋଇଛି । ୧୦୨୬ ଖ୍ରୀଷ୍ଟାବ୍ଦର ଜାନୁଆରୀ ମାସରେ ଗଜନୀର ମାହମୁଦ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ ଏବଂ ଆସ୍ଥା ଓ ସଭ୍ୟତାର ଏହି ମହାନ…

Pitabas Panda Murder: ଆଇନଜୀବୀ ପୀତବାସ ମର୍ଡର କେସ୍; ୩୦ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ

ବ୍ରହ୍ମପୁର:ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ବୈଦନାଥପୁର ପୋଲିସ। ପ୍ରାୟ ୩୦ ହାଜର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ। ସୂଚନାଥାଉକି,ସ୍ବତନ୍ତ୍ର ଟ୍ରଙ୍କରେ କାଗଜପତ୍ର ନେଇ କୋର୍ଟକୁ ଆସିଥିଲା ପୋଲିସ ।…

Red Fort Blast: ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା; ଆତଙ୍କୀମାନେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ…

ନୂଆଦିଲ୍ଲୀ:ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାର ତଦନ୍ତ ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଚକିତ କଲାଭଳି ତଥ୍ୟ ପାଇଛନ୍ତି। ଆତଙ୍କବାଦୀମାନେ ଘୋଷ୍ଟ ସିମ୍ କାର୍ଡ ଏବଂ ଏନକ୍ରିପ୍ଟେଡ୍ ମୋବାଇଲ୍ ଆପ୍ ବ୍ୟବହାର କରି ପାକିସ୍ତାନରେ ଥିବା ସେମାନଙ୍କ ହ୍ୟାଣ୍ଡଲରଙ୍କ…

T-20 ବିଶ୍ବକପ୍‌; ଭାରତ ଆସିବାକୁ ମନା କଲା ବାଂଲାଦେଶ

ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖରୁ ହେବାକୁ ଥିବା ଟି-୨୦ ବିଶ୍ୱକପରେ ବାଂଲାଦେଶୀ ଖେଳାଳି ଭାରତ ଯାତ୍ରା କରିବେ ନାହିଁ। ଏନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡର ପରାମର୍ଶଦାତା ଡକ୍ଟର ଆସିଫ୍ ନଜରୁଲ୍ ତାଙ୍କ ଅଫିସିଆଲ୍ ଫେସବୁକ୍ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହିତ ବାଂଲାଦେଶ…

India on US action: ଭେନେଜୁଏଲାକୁ ସମର୍ଥନରେ ବାହାରିଲା ଭାରତ, ଏମିତି କହିଲା ବୈଦେଶିକ ବ୍ୟାପାର…

ନୂଆଦିଲ୍ଲୀ: ରାତିର ଅନ୍ଧାରରେ ଭେନେଜୁଏଲାର ଶକ୍ତି ଦୋହଲିଗଲା, ଆମେରିକା ସେନା ବଳପୂର୍ବକ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ କାରାକାସରୁ ଉଠାଇ ନେଇ ସମଗ୍ର ବିଶ୍ୱକୁ ଚକିତ କରିଦେଲା। ଭାରତ ଏବେ ଏହି ଅପ୍ରତ୍ୟାଶିତ ଘଟଣା ଉପରେ ଚିନ୍ତା ପ୍ରକାଶ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ…

US attack on Venezuela: ଧ୍ବଂସବିଧ୍ବଂସ ହୋଇଯାଇଛି ଭେନେଜୁଏଲା, ଆମେରିକାକୁ ନିନ୍ଦା କଲା ଚୀନ୍, ଇରାନ…

ନୂଆଦିଲ୍ଲୀ: ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ବିବାଦ ବଢ଼ିଛି। ଆମେରିକା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରି ଜେଲରେ ରଖିଛି। ଏହି ଘଟଣା ସାରା ବିଶ୍ୱରେ ଭୂରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି, ଏବଂ କାରାକାସରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଉତ୍ତେଜନା ଅଧିକ ରହିଛି।…

ଯାତ୍ରୀଙ୍କ ପାଇଁ କଡ଼ା ନିୟମ, ବିମାନରେ ନେଇପାରିବେନି ପାୱାର ବ୍ୟାଙ୍କ 

ନୂଆଦିଲ୍ଲୀ: ଭାରତରେ ବିମାନ ଯାତ୍ରା ସମୟରେ ପୋର୍ଟେବଲ୍ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟ୍ ପାୱାର ସପ୍ଲାଏ ସିଷ୍ଟମରେ ପାୱାର ବ୍ୟାଙ୍କ ଲଗାଇ ଚାର୍ଜ କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ପାୱାର ବ୍ୟାଙ୍କ ଏବଂ ବ୍ୟାଟେରୀଗୁଡ଼ିକୁ କେବଳ ହ୍ୟାଣ୍ଡ…

ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ, ଗାଡି ଜବତ ହେବାରୁ ହାତରେ ସାପ ନେଇ…

ହାଇଦ୍ରାବାଦ: ହାଇଦ୍ରାବାଦ ସହରର ଚନ୍ଦ୍ରାୟନଗୁଟ୍ଟା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପୋଲିସ ମଦ୍ୟପାନ କରିଥିବା ଜଣେ ଅଟୋ ଚାଳକଙ୍କୁ ଅଟକାଇ ତାଙ୍କ ଅଟୋକୁ ଜବତ କରିଛି । ଅଟୋ ଜବତ ହେବା ପରେ, ଡ୍ରାଇଭର ଜଣକ ଏକ ସାପ ବାହାର କରି ପୋଲିସ ଅଧିକାରୀଙ୍କୁ ଧମକ ଦେବା ଆରମ୍ଭ…