Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧   ବିରୋଧୀ ସାଂସଦଙ୍କୁ ପୁର ଅଧିବେଶନରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ନେତାଙ୍କ ମଧ୍ୟରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ବି ସାମିଲ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦୟାନିଧି ମାରାନ, ଏ. ରାଜା, ସୌଗତ…

ବିଶ୍ୱର ସର୍ବବୃହତ ଯୋଗ କେନ୍ଦ୍ର ‘ସ୍ୱର୍ବେଦ ମହାମନ୍ଦିର’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର…

ବାରଣାସୀ: ଦୁଇ ଦିନିଆ ବାରାଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳ ୧୧.୩୦ ରେ ବିଶ୍ୱର ସର୍ବବୃହତ ଯୋଗ କେନ୍ଦ୍ର 'ସ୍ୱର୍ବେଦ ମହାମନ୍ଦିର'ର ଉଦଘାଟନ କରିଛନ୍ତି । ଏହି ସ୍ୱର୍ବେଦ ମନ୍ଦିର ହେଉଛି ବିଶ୍ୱର ବୃହତ୍ତମ ଯୋଗ ଏବଂ ମେଡିଟେସନ କେନ୍ଦ୍ର । ପ୍ରାୟ ଏକ ହଜାର କୋଟି…

ରାଷ୍ଟ୍ରପତି ବାଇଡେନଙ୍କ ଗାଡିକୁ ଧକ୍କା ଦେଲା କାର: ବନ୍ଧୁକ ମୁନରେ ଡ୍ରାଇଭରଙ୍କୁ ଘେରିଗଲେ ସୁରକ୍ଷାକର୍ମୀ

ନ୍ୟୁୟର୍କ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି  ସାମ୍ନାକୁ ଆସିଛି । ଜୋ ବାଇଡେନଙ୍କ ଗାଡିକୁ ଏକ କାର ଧକ୍କା ଦେଇଛି । ବାଇଡେନ ଏକ ନିର୍ବାଚନ ପ୍ରଚାର ଅଭିଯାନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ତାଙ୍କ ପତ୍ନୀ ଜିଲ ବାଇଡେନ…

ହିନ୍ଦୁଙ୍କ ଉଦ୍ଦେଶ୍ୟରେ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ କଲେ ଟୁଇଟ: ପାକିସ୍ତାନ, ବଂଲାଦେଶକୁ ନେଇ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ: ଇସଲାମ ବିରୋଧୀ ନେତା ତଥା ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ  ଗୀର୍ଟ ବିଲ୍ଡର୍ସ ଅନେକ ସମୟରେ ତାଙ୍କର କଠୋର ନୀତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବିଲ୍ଡର୍ସଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ବିଲ୍ଡର୍ସ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ…

ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ଡାକ୍ତରଖାନାରେ ଭର୍ତ୍ତି: ବିଷ କ୍ରିୟା ଯୋଗୁ ଅବସ୍ଥା ଗୁରୁତର ହାଇଥିବା ସୋସିଆଲ…

ନୂଆଦିଲ୍ଲୀ:ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, କରାଚିରେ ତାଙ୍କୁ ବିଷ ଦେଇ ଦିଆଯାଇଛି । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ଏବେ ଗୁରୁତର ଥିବା କୁହାଯାଉଛି । ଯଦିଓ ଏ…

ଭଡା ନ ଦେବାରୁ କବାଟ କାଟିଦେଲେ ଘର ମାଲିକ

ଆଜିକାଲି ଲୋକମାନେ ଘର ଭଡା ଦେଇ ଭଲ ଦି ପଇସା ରୋଜଗାର କରୁଛନ୍ତି । କେବଳ ଭଡାରୁ ହିଁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି । ତେବେ ବେଳେବେଳେ ଭଡାକୁ ନେଇ ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ବଚସା ହେଉଥିବା ଦେଖିବାକୁ ମିଳିଥାଏ । ନିକଟରେ ଏପରି ଘଟଣା ସୋସିଆଲ ମିଡିଆରେ ଭାଇରାଲ…

ତୋଫାନରେ ଉଡ଼ିଗଲା ଚାରି ମାସର ଶିଶୁ, ଲଟକି ରହିଲା ଗଛରେ

ୱାଶିଂଟନ: କୁହାଯାଏ ଯେ, ରଖେ ହରି ମାରେ କି । ଏହି କଥା ଆମେରିକାରେ ପୁଣି ଥରେ ସତ୍ୟ ହୋଇଛି । ଏଠାରେ ଏମିତି ଏକ ଚମତ୍କାର ଘଟଣା ଘଟିଛି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଟେନେସିରେ ପ୍ରବଳ ଝଡ ତୋଫାନରେ଼ ଝୁଲଣା ସହିତ ଉଡ଼ିଯାଇଥିଲା ୪ମାସର ଶିଶୁ । ପରେ ଏକ ଗଛରେ ଲଟ୍‌କି ରହିବାରୁ ଲୋକେ…

ମଝି ରାସ୍ତାରେ ଅଟୋରେ ଷ୍ଟଣ୍ଟ୍ କରୁଥିଲେ ଯୁବକ , ପରେ ଯାହା ଘଟିଲା ଦେଖିଲେ ଚକିତ ହେବେ

ନୂଆଦିଲ୍ଲୀ :ଏବେ ସୋସିଆଲ ମିଡ଼ିଆର କ୍ରେଜ୍ ଖୁବ୍ ଅଧିକ । ଏହାକୁ ଦୃଷ୍ଟିରେ ରଖି ଏବେ ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି । ଏମିତି କି ନିଜ ଜୀବନକୁ ବାଜି ବି ଲଗାଇ ଦେଉଛନ୍ତି ରିଲ୍ସ ପାଇଁ । ନିକଟରେ ଜଣେ ଯୁବକ ଅଟୋରେ…

୧୩ ସାଂସଦଙ୍କ ନିଲମ୍ବନକୁ ପୁନର୍ବିଚାର କରିବା ପାଇଁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ସଂସଦରେ ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ଗୁରୁବାର ଗୃହରେ ହଙ୍ଗାମା କରିଥିବା ୧୩ ଜଣ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି। ଅଧୀର ଚୌଧୁରୀ ତାଙ୍କ…

ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଖାରଜ କଲା କମ୍ପାନୀ

ମୁମ୍ବାଇ: ଜେଏସଡବ୍ଲ୍ୟୁ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଜଣେ ୩୦ ବର୍ଷୀୟା ମହିଳା ଆଣିଥିବା ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମହିଳା ଜଣକ ୨୦୨୩ ଫେବ୍ରୁଆରି ୧୬ରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ଥାନାରେ ଆନୁଷ୍ଠାନିକ ଅଭିଯୋଗ…