Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

winter counter-terrorism operations: ୩୦ରୁ ୩୫ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ; ତୁଷାରପାତରେ ଭାରତୀୟ ସେନା…

ଶ୍ରୀନଗର:ଜମ୍ମୁ ଏବଂ କାଶ୍ମୀରର ପ୍ରବଳ ଥଣ୍ଡା ଏବଂ ପ୍ରବଳ ତୁଷାରପାତ ମଧ୍ୟରେ,ଭାରତୀୟ ସେନା କିସ୍ତୱାର ଏବଂ ଡୋଡା ଜିଲ୍ଲାରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ତୀବ୍ର କରିଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଅତ୍ୟନ୍ତ କଠୋର ପାଗ ଏବଂ ଦୁର୍ଗମ ଅଞ୍ଚଳ ସତ୍ତ୍ୱେ, ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ…

Earthquake:ତାଇୱାନରେ ୭.୦ ତୀବ୍ରତାର ଭୂମିକମ୍ପ, ଦୋହଲିଗଲା କୋଠାଘର

ନୂଆଦିଲ୍ଲୀ: ପୁଣି ଥରେ ଭୂମିକମ୍ପରେ ତାଇୱାନ ଥରି ଉଠିଲା। ଶନିବାର (ଡିସେମ୍ବର ୨୭) ସନ୍ଧ୍ୟାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭ ଥିଲା। ୟିଲାନ କାଉଣ୍ଟିର ସୁଆଓ ଟାଉନସିପର ଉପକୂଳରୁ ୨୦ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା…

Year Ender 2025: ଚଳିତବର୍ଷ ସମଗ୍ର ଦେଶକୁ ସ୍ତବ୍ଧ କରିଦେଲା ଏହି ପାଞ୍ଚ ବଡ ଘଟଣା… ଚାଲିଗଲା ଶହଶହ ଜୀବନ

ନୂଆଦିଲ୍ଲୀ:ଆଉ ମାତ୍ର କିଛି ଦିନ ପରେ ବର୍ଷ ଶେଷ ହେବ କିନ୍ତୁ ଏହି ୨୦୨୫ ମସିହାରେ ଏପରି କିଛି ଦୁର୍ଘଟଣା ଓ ଅଘଟଣ ଘଟିଛି ​​ଯାହାକୁ ମନେ ପକାଇଲେ ଏବେ ବି ଛାତିଥରି ଉଠେ । ଜାତୀୟ ରାଜଧାନୀ ଦିଲ୍ଲୀରୁ କାଶ୍ମୀର ପର୍ଯ୍ୟନ୍ତ ଏପରି ଘଟଣା ଘଟିଛି ଯାହା ସମଗ୍ର ଦେଶକୁ ଥରାଇ ଦେଇଛି। ଅହମ୍ମଦାବାଦ…

କେଉଁ କେଉଁ ଦଶକୁ ଋଣ ଦେଇଥାଏ ଭାରତ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଭାରତ ଏବେ କେବଳ ବିଦେଶୀ ସାହାଯ୍ୟ ନେଉଥିବା ଦେଶ ନୁହେଁ, ବରଂ ଗତ କିଛି ବର୍ଷ ମଧ୍ୟରେ ଏହା ଅନେକ ଦେଶକୁ ଆର୍ଥିକ ସାହାଯ୍ୟ ଏବଂ ଋଣ ଦେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ହୋଇସାରିଛି। ପଡ଼ୋଶୀ ଦେଶମାନଙ୍କଠାରୁ ଆରମ୍ଭ କରି ଆଫ୍ରିକା ଏବଂ ଲାଟିନ୍ ଆମେରିକା ପର୍ଯ୍ୟନ୍ତ ଭାରତର…

ମୃତ୍ୟୁ ପରେ ବଞ୍ଚି ରହନ୍ତି ଏମାନେ, ଜାଣନ୍ତୁ କଣ ଏହି ‘ଥର୍ଡ ଷ୍ଟେଟ୍‌’

ନୂଆଦିଲ୍ଲୀ: ଏତେଦିନ ପର୍ଯ୍ୟନ୍ତ ଆମେ ଭାବୁଥିଲୁ ଯେ ଶରୀର ମରିଗଲେ ପ୍ରତ୍ୟେକ କୋଶିକା ଶେଷ ହୋଇଯାଏ, କିନ୍ତୁ ଏବେ ବୈଜ୍ଞାନିକମାନେ ମୃତ୍ୟୁର ପରିଭାଷାକୁ ବଦଳାଇ ଦେଇଛନ୍ତି। ଟଫ୍ଟସ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରମାଣ କରିଛନ୍ତି ଯେ ମୃତ କୋଶିକାଗୁଡ଼ିକ ମଧ୍ୟ ନୂଆ ଜୀବନର ସନ୍ଧାନରେ…

ଆପଣଙ୍କ ଫୋନ ବି ଥରି ଉଠିବ ! Googleରେ ଲେଖିଦିଅନ୍ତୁ ଏହି ଶବ୍ଦ ତା’ପରେ…

ନୂଆଦିଲ୍ଲୀ: ଗୁଗୁଲ୍‌ ବିଶ୍ୱର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌, ଯେଉଁଠାରେ ଲୋକମାନେ ପ୍ରତିଦିନ ନାନା ପ୍ରକାରର ତଥ୍ୟ ଖୋଜନ୍ତି। କିନ୍ତୁ ବହୁତ୍‌ କମ୍‌ ଲୋକଙ୍କୁ ଜଣା ଅଛି ଯେ ଗୁଗୁଲ୍‌ କେବଳ ଉପଯୋଗୀ ଜିନିଷରେ ସୀମିତ ନୁହେଁ, ବରଂ ଏଥିରେ ମନୋରଞ୍ଜନର ମଧ୍ୟ ଏକ ଲୁଚି ରହିଛି ତଡକା।…

ନକ୍ସଲ ହିଂସା: ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କୁ ଇନଫର୍ମର କହି ହତ୍ୟା

ମାଲକାନଗିରି: ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା । ଗାଁରେ ପଶି  ଆତ୍ମସମର୍ପଣ କରିଥିବା ପୁନେମ ବୁଧରା(୨୮)କୁ ଘରୁ ଟାଣି ଆଣି ପୋଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିଲେ ଓ ଏହାପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସୂଚନାମୁତାବକ, ପାମେଡ ପୋଲିସ…

ଭାରତର ଏହି ରାଜ୍ୟରେ ରହିଛି ବେନାମି ରେଳ ଷ୍ଟେସନ, ଆଜିବି ଖୋଜୁଛି ନିଜର ପରିଚୟ…

କୋଲକତା: ଭାରତରେ ବିଶ୍ୱର ସବୁଠାରୁ ବଡ଼ ରେଳ ନେଟୱାର୍କ ଅଛି, ଏବଂ ଏହାକୁ ବିଶ୍ୱର ଚତୁର୍ଥ ବୃହତ ରେଳ ନେଟୱାର୍କ ଏବଂ ଦେଶର ଜୀବନରେଖା ବୋଲି ବିବେଚନା କରାଯାଏ । ପ୍ରତିଦିନ, ହଜାର ହଜାର ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ସାରା ଦେଶ ଟ୍ରେନରେ ଯାତ୍ରା କରନ୍ତି । ଆପଣ…

Rahul Gandhi: କଂଗ୍ରେସ ଆରମ୍ଭ କରିବ ମନରେଗା ବଞ୍ଚାଅ ଆନ୍ଦୋଳନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ଗୃହୀତ ହେବା ପରେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମତି ପାଇବା ପରେ ଆଇନରେ ପରିଣତ ହୋଇଥିବା ବିକାଶ ଭାରତ ଗ୍ୟାରେଣ୍ଟି ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) (VB-G RAM G) ଉପରେ ବିରୋଧୀଙ୍କ କ୍ରୋଧ ଏପର୍ଯ୍ୟନ୍ତ ଥମିନାହିଁ ।…