Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

IED Spotted On Highway: କାଶ୍ମୀରରେ ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ;ରାଜପଥରେ ମିଳିଲା ସନ୍ଦିଗ୍ଧ ଆଇଇଡି…ନଷ୍ଟ କଲେ…

ଶ୍ରୀନଗର:ଜମ୍ମୁ-କାଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ କରାଯାଇଛି। ଶନିବାର ଦିନ ଶ୍ରୀନଗର-ବାରାମୁଲ୍ଲା ରାଜପଥର ଉତ୍ତର କାଶ୍ମୀରର ସୋପୋର ଅଞ୍ଚଳରେ ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସଭ୍ ଡିଭାଇସ୍ (ଆଇଇଡି) ପାଇବା ପରେ ଆତଙ୍କ ସୃଷ୍ଟି ହୋଇଥିଲା। ଏହା ପରେ ସୁରକ୍ଷାକର୍ମୀମାନେ…

Sandhya Theatre Stampede Case: ସଂଧ୍ୟା ଥିଏଟର ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଚାର୍ଜସିଟ୍‌

ହାଇଦ୍ରାବାଦ: ସଂଧ୍ୟା ଥିଏଟର ଦଳାଚକଟା ମାମଲାରେ ଚାର୍ଜସିଟ୍‌। ଶହେ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ହାଇଦ୍ରାବାଦ ପୋଲିସ। ଚାର୍ଜସିଟ୍‌ରେ ଅଛି ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ। ୧୧ ନମ୍ବର ଅଭିଯୁକ୍ତ ଭାବେ ଚାର୍ଜସିଟ୍‌ରେ ଅଛି ଅଲ୍ଲୁ ଅର୍ଜୁନଙ୍କ ନାଁ ଅଲ୍ଲୁ…

Salman khan’s upcoming film:ଜନ୍ମଦିନରେ ଭାଇଜାନଙ୍କ ସରପ୍ରାଇଜ୍, ‘ବ୍ୟାଟେଲ ଅଫ୍ ଗାଲୱାନ୍’ର…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ  ଜନ୍ମଦିନରେ ତାଙ୍କ ପ୍ରଶଂସକମାନଙ୍କୁ ଏକ ସରପ୍ରାଇଜ୍ ଦେଇଛନ୍ତି ଯାହା ସୋସିଆଲ ମିଡିଆରୁ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି। ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ବ୍ୟାଟଲ ଅଫ୍ ଗାଲୱାନ୍'ର ଟିଜର ଆଜି ତାଙ୍କ ଜନ୍ମଦିନରେ ରିଲିଜ୍ ହୋଇଛି।…

G-RAM-G ଆଇନ ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ମନରେଗା ଆଇନ ଉଚ୍ଛେଦକୁ ବିରୋଧ କରିବ କଂଗ୍ରେସ । ଏନେଇ ସାରା ଦେଶରେ ବିକ୍ଷୋଭ କରିବ ଜାତୀୟ କଂଗ୍ରେସ । ସଡ଼କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିକ୍ଷୋଭ କରାଯିବ । ଆଜି ଦିଲ୍ଲୀରେ ବସିଥିବା କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜି-ରାମ-ଜି…

Gold price hike; ନୂଆବର୍ଷ ପରଠାରୁ ଆହୁରି ବଢିବ ସୁନା ଦର!

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି । କିମ୍ବା ଏବେ ସୁନା କିଣୁ ନାହାଁନ୍ତି ଭାବୁଛନ୍ତି କିଛି ଦିନ ପରେ କମିଯିବ ଆଉ ପରେ କିଣିବେ ତେବେ ଏହି ଖବର ଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଆପଣଙ୍କର ଏପରି ଭାବନା ଭୁଲ ପ୍ରମାଣିତ ହେବ । କାରଣ ଆଗକୁ ସୁନାର ଦର ବଢିବ କିନ୍ତୁ କମିବନି…

Bangladeshi Hindus ଆମକୁ ରକ୍ଷା କର, ଆମେ ଫସି ରହିଛୁ :ଭାରତକୁ ନିବେଦନ କଲେ ବାଂଲାଦେଶୀ ହିନ୍ଦୁ

ନୂଆଦିଲ୍ଲୀ: ତାରିକ ରହମାନଙ୍କ ଫେରିବା ପରେ ବଢିଲା ବାଂଲାଦେଶୀ ହିନ୍ଦୁଙ୍କ ଭୟ ।ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଏପରି ହୋଇଯାଇଛି ମୁହଁ ଖୋଲିଲେ ମିଳୁଛି ମୃତ୍ୟୁ ଦଣ୍ଡ ।ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସ ଏବଂ ଅମୃତ ମଣ୍ଡଳଙ୍କୁ ନିର୍ମମ ଭାବେ ହତ୍ୟା ପରେ ଅଶାନ୍ତ ହୋଇଯାଇଛି ବାଂଲାଦେଶ ।…

Anti-Drone System: ଭାରତକୁ ଡ଼ରି ସୀମାରେ ପାକିସ୍ତାନ ଲଗାଇଲା ଆଣ୍ଟି –ଡ୍ରୋନ୍ ସିଷ୍ଟମ

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରକୁ ଭୁଲି ପାରୁନି ପାକିସ୍ତାନ  । ନିଜ ଜୀବନ ବଞ୍ଚାଇବାକୁ କରିଲା ନୂଆ ପ୍ଲାନ । ଭାରତର ଘନ ଘନ ଆକ୍ରମଣକୁ ଦେଖି ଛାନିଆ । ଅପରେସନ ସିନ୍ଦୂର’ରେ ଭାରତ ନିଜର ଦମ ଦେଖାଇଥିଲା । ସଫା ହୋଇଥିଲା ଆତଙ୍କୀ ଅଡ୍ଡା । ପାକିସ୍ତାନକୁ ସାବାଡ୍‌ କରି ଦେଇଥିଲା। ସେହି…

Bangladesh incident :ବାଂଲାଦେଶ ଘଟଣାକୁ ନିନ୍ଦା କଲେ ବଲିଉଡ଼ ଅଭିନେତ୍ରୀ ଜାନଭୀ କପୁର

ନୂଆଦିଲ୍ଲୀ : ବାଂଲାଦେଶରେ  ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ଘଟଣାକୁ ନେଇ ଲାଗିରହିଛି ଉତ୍ତେଜନା । ହିଂସା ଥମିବାର ନାଁ ଧରୁନି । ଏହା ସହିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ମନୋରଞ୍ଜନ ଜଗତ ସହ ଜଡିତ ଅନେକ ସେଲିବ୍ରିଟିଙ୍କ ଅସନ୍ତୋଷ ସୃଷ୍ଟି କରିଛି। ଜାହ୍ନବୀ…

ବାଂଲାଦେଶରେ କଳାକାରଙ୍କୁ ଆକ୍ରମଣ, କନସର୍ଟରେ ଭଙ୍ଗାରୁଜା… 

ଢାକା: ବାଂଲାଦେଶର ଫରିଦପୁରରେ ଲୋକପ୍ରିୟ ଗାୟକ ଜେମ୍ସଙ୍କ କନସର୍ଟ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ୨୦ ଜଣ ଆହତ ହୋଇଥିଲେ। କନସର୍ଟ ଉପରେ କିଛି ଲୋକ ଇଟା ଏବଂ ପଥର ଫିଙ୍ଗିଥିଲେ, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଏହି କନସର୍ଟ ହୋଇଥିଲା। ସୂଚନା…