Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି, ମହଙ୍ଗା ହେବ ରେଳ ଯାତ୍ରା

ନୂଆଦିଲ୍ଲୀ : ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି । ଆଗକୁ ମହଙ୍ଗା ହେବ ରେଳ ଯାତ୍ରା । କାରଣ ଏଣିକି ଟ୍ରେନରେ ଜେନେରାଲ ବଗି ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍ । ଆସନ୍ତା ୨ ବର୍ଷ ଭିତରେ କେତେକ ପାସେଞ୍ଜର ଟ୍ରେନ୍ ବ୍ୟତୀତ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍‌ରେ ଏହି ବ୍ୟବସ୍ଥା…

ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ପାଟନା: ଆଜି ବିହାରର ରାଜଧାନୀ ପାଟନାଠାରେ ପୂର୍ବାଞ୍ଚଳ ପରିଷଦର ୨୬ ତମ ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ବରିଷ୍ଠ ମନ୍ତ୍ରୀମାନେ ଯୋଗ ଦେଇଥିଲେ । ବୈଠକରେ…

କେତେ ସୁରକ୍ଷିତ ମହିଳା? ବେଙ୍ଗାଲୁରୁରେ ସର୍ବାଧିକ ଏସିଡ ଆଟାକ୍ ମାମଲା 

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଇଛି ଏସିଡ ଆଟାକ୍ ସଂଖ୍ୟା। ବିଶେଷ କରି ମହିଳା ଓ ଛାତ୍ରୀଙ୍କ ଉପରେ ଆଟାକ୍ କରାଯାଉଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରକାଶିତ ନୂତନ ରିପୋର୍ଟ ଅନୁଯାୟୀ, ଗତବର୍ଷ ବେଙ୍ଗାଲୁରୁରେ ମହିଳାମାନେ ସର୍ବାଧିକ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ। ୨୦୨୨…

ନୋବେଲ ବିଜେତା ନର୍ଗିସଙ୍କ ‘ହଙ୍ଗର ଷ୍ଟ୍ରାଇକ୍’: ପୁରସ୍କାର ଗ୍ରହଣକଲେ ପୁଅଝିଅ 

ତେହରାନ: ନୋବେଲ ଶାନ୍ତି ବିଜେତା ନର୍ଗିସ ମହମ୍ମଦିଙ୍କ ଅନଶନ। ଇରାନର କାରାଗାରରେ ବନ୍ଦୀ ଥିବା ମହମ୍ମଦି ଆଜିଠାରୁ ଅନଶନ ଘୋଷଣା କରିଛନ୍ତି । ଓସଲୋରେ ନୋବେଲ ପୁରସ୍କାର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଥିବାବେଳେ ସେ ଯୋଗ ଦେଇନାହାନ୍ତି ।ନର୍ଗିସଙ୍କ ତରଫରୁ ତାଙ୍କ ପୁଅ ଅଲ୍ଲୀ ରହମାନି ଓ ଝିଅ…

ପ୍ରଥମ ‘ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩’କୁ ଉଦ୍‌ଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆସନ୍ତାକାଲି (ସୋମବାର) ନୂଆଦିଲ୍ଲୀରେ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩ କୁ ଉଦ୍‌ଘାଟନ କରିବେ । ଡିସେମ୍ବର ୧୦ ରୁ ୧୭ ତାରିଖ ମଧ୍ୟରେ ନୂଆଦିଲ୍ଲୀର ତିନୋଟି ସ୍ଥାନରେ ହେବାକୁ ଥିବା ଏହି କ୍ରୀଡ଼ାରେ ୩୨ ଟି ରାଜ୍ୟ…

ହୂତୀ ବିଦ୍ରୋହଙ୍କୁ ଇସ୍ରାଏଲର ଧମକ, ରକ୍ତରେ ସମୂଦ୍ର ଲାଲ ହେବ

ତେଲ ଅଭୀଭ: ଇସ୍ରାଏଲ ଏବେ ହମାସ ସହ ଯୁଦ୍ଧ କରୁଛି । ଇତି ମଧ୍ୟରେ ଲାଲ ସାଗରରେ ହୁତୀ ବିଦ୍ରୋହୀମାନେ ଲୁଟପାଟ ଜାରି ରଖିଛନ୍ତି । ଯାହାକୁ ନେଇ ଇସ୍ରାଏଲ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦି ଆନ୍ତର୍ଜାତୀୟ ସମୂହ ଏହି ବିଦ୍ରୋହୀଙ୍କ ନ ରୋକିବେ ତେବେ ଆମେ ଆମ ଶୈଳୀରେ…

ବିନା ଓଟିପି ଓ ବ୍ଯାଙ୍କ ତଥ୍ୟରେ ୫ଲକ୍ଷ ଲୁଟିଲେ ସାଇବର ଠକ 

ଚଣ୍ଡିଗଡ଼: ସାଇବର ଅପରାଧର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ସତେ ଯେମିତି ଏ ଠକେଇ ନିତିଦିନିଆ ଜୀବନର ଅଂଶ ହୋଇଗଲାଣି। ଚୋରି, ଡକାୟତି ଭଳି ସାଇବର ଠକେଇ ମଧ୍ୟ ଦିନକୁ ଦିନ ବଢି ଚାଲିଛି। ଲୋକଙ୍କୁ ଠକିବା ପାଇଁ ଠକମାନେ ବିଭିନ୍ନ ପ୍ରକାର ଟ୍ରିକ୍ ଆପଣାଉଛନ୍ତି । ବହୁ ଚତୁରତାର ସହ ସେମାନେ…

ହସ୍ପିଟାଲ ଯାଇ କେସିଆରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ: ଆଜି ଡାକ୍ତରଖାନା ଯାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଭେଟିଛନ୍ତି । କେସିଆରଙ୍କୁ ଭେଟି ତାଙ୍କର ହାଲଚାଲ ପଚାରି ବୁଝିଛନ୍ତି ସିଏମ୍ ରେବନ୍ତ ରେଡ୍ଡୀ ।…

ବିଦେଶରେ ଜାତିଭେଦର ଶିକାର ହେଉଛନ୍ତି ଭାରତୀୟ ଡାକ୍ତର

ଲଣ୍ଡନ: ବ୍ରିଟେନରେ ଅଧିକାଂଶ ଭାରତୀୟ ଡାକ୍ତର ଜାତିଭେଦର ସମ୍ମୁଖୀନ ହେଉଛନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୪୦ପ୍ରତିଶତ ଭାରତୀୟ ଡାକ୍ତର ନିଜ ସହକର୍ମୀଙ୍କ ସହ ରୋଗୀଙ୍କ ଦ୍ୱାରା ଏପରି ବ୍ୟବହାରର ଶିକାର ହୋଇଛନ୍ତି । ଏହାଛଡା ସହକର୍ମୀ ସେମାନଙ୍କ ବିରୋଧରେ ମିଛ…

ଆକାଶଙ୍କୁ ବିଏସପି ଦାୟିତ୍ବ ଭାର ଦେବା ଘଟଣା; ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ ଦଳ:ବିଜେପି

ଲକ୍ଷ୍ନୌ: ବିଏସପିର କମାଣ୍ଡ ଏବେ ଆକାଶ ଆନନ୍ଦଙ୍କ ହାତରେ ରହିବ । ମାୟାବତୀ ଆକାଶ ଆନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ବୋଲି ଘୋଷଣା କରିଛନ୍ତି । ମାୟାବତୀଙ୍କ ନିଷ୍ପତ୍ତିକୁ ବିଏସପି ସ୍ୱାଗତ କରିଛି । ଯୁବ ନେତାଙ୍କୁ ବିଏସପି କମାଣ୍ଡ ଦେବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି ।…