Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ: ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରାଳୟ, ଚନ୍ଦ୍ରଶେଖରଙ୍କୁ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିବା ସହ ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରାଳୟର ଦାୟିତ୍ୱ ଦେଇଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଣ୍ଡା ଏବେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଛନ୍ତି। ନିକଟରେ…

‘ସେମିଫାଇନାଲ’ ପରେ ‘ଫାଇନାଲ’ ବିଜୟର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିରୋଧୀ ଏବେ ୨୦୨୪ ସାଧାରଣ ନିର୍ବାଚନ ବା ଫାଇନାଲ ମୁକାବିଲା ପୂର୍ବରୁ ସେମିଫାଇନାଲ ବା ହିନ୍ଦୀ ହାର୍ଟାଲ୍ଯାଣ୍ଡ ହାରିବାର କାରଣ ଖୋଜୁଥିବା ବେଳେ ଶାସକ ଦଳ ବିଜେପି ଏବେ କିଭଳି ନିଜର ଦବଦବା ଆଗାମୀ ଦିନରେ ଜାରି ରଖିବ ତାଉପରେ ଗୁରୁତ୍ବ ଦେଉଛି। ଗୁରୁବାର ସଂସଦୀୟ ଦଳ ବୈଠକରେ…

ସାରା ଦେଶରେ ସରକାର ଗଢ଼ିବା ପାଇଁ ବିଜେପିକୁ କାହିଁକି ଅଧିକ ଲୋକ ପସନ୍ଦ କରୁଛନ୍ତି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସଂସଦୀୟ ଦଳ ବୈଠକରେ ଉଦବୋଧନ ଦେଇ କହିଛନ୍ତି ଯେ, ସରକାର ଗଠନ ପାଇଁ ଦଳ ଲୋକଙ୍କର ସବୁଠାରୁ ପସନ୍ଦର ବିଜେପି ପାଲଟିଛି। ସେ ଦଶନ୍ଧି ଦଶନ୍ଧି ଧରି ହୋଇଥିବା ନିର୍ବାଚନ ତଥ୍ୟକୁ ଉଲ୍ଲେଖ କରି କଂଗ୍ରେସ ଏବଂ ଅନ୍ୟ ଦଳ ତୁଳନାରେ କ୍ଷମତା ବଜାୟ…

୮ ବର୍ଷ ପରେ ଶେଷରେ ଦାଢ଼ି କାଟିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ମନ୍ତ୍ରୀ; ଜାଣନ୍ତୁ କାରଣ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଏନ୍ ଉତ୍ତମ କୁମାର ରେଡ୍ଡୀ ୮ ବର୍ଷ ପରେ ଶେଷରେ ନିଜର ଦାଢ଼ି କାଟିବାକୁ ଯାଉଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ ନହେବା ଯାଏଁ ସେ ଦାଢି କାଟିବେ ନାହିଁ ବୋଲି ଶପଥ ନେଇଥିଲେ। ୨୦୧୬ ରେ ରେଡ୍ଡୀ ଏହି ଶପଥ ନେଇଥିଲେ।…

କାନାଡାରେ ହିନ୍ଦୀ ଫିଲ୍ମ ପ୍ରଦର୍ଶିତ ବେଳେ ବିଷାକ୍ତ ଗ୍ୟାସ୍ ସ୍ପ୍ରେ କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: କାନାଡାରେ ଭାରତୀୟ ସିନେମା ପ୍ରଦର୍ଶିତ ହେଉଥିବା ବେଳେ ଅଘଟଣ। କିଛି ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ ସିନେମା ହଲରେ ସ୍ପ୍ରେ କଲେ ବିଷାକ୍ତ ଗ୍ୟାସ୍। ଗ୍ରେଟର ଟରଣ୍ଟୋରେ ଥିବା ୩ଟି ସିନେମା ହଲରେ କିଛି ଦୁର୍ବୃତ୍ତ ହଠାତ୍ ପଶିଯାଇ ଗ୍ୟାସ୍ ସ୍ପ୍ରେ କରିଥିଲେ। ପୋଲିସ ପହଞ୍ଚି…

ବଢୁଛି ‘ତେଜସ୍’ର ଚାହିଦା, କ୍ରୟ କରିବାକୁ ଆଗ୍ରହୀ ଏହି ୪ ଦେଶ

ନୂଆଦିଲ୍ଲୀ: ବିଦେଶରେ ବଢ଼ିଛି 'ତେଜସ'ର ଚାହିଦା। ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଫାଇଟର ଜେଟ 'ତେଜସ୍' । ନାଇଜେରିଆ, ଫିଲିପାଇନ୍ସ, ଆର୍ଜେଣ୍ଟିନା ଏବଂ ଇଜିପ୍ଟ ଭାରତର ଲାଇଟ କମ୍ବାଟ ଏୟାରକ୍ରାଫ୍ଟ 'ତେଜସ୍' କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ହିନ୍ଦୁସ୍ତାନ ଏରୋନଟିକ୍ସ…

ବାରାଣସୀରେ ଦୁଇ ପୁଅଙ୍କ ସହ ଝୁଲି ପଡିଲେ ଦମ୍ପତି

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରୁ ଗୋଟିଏ ପରିବାରର ୪ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାପା, ମା' ଓ ଦୁଇ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ଦୃଷ୍ଟିରୁ ଏହା ଆତ୍ମହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଆଜି ଅପରାହ୍ନରେ ବାରାଣସୀର କୈଳାସ ଭବନର ତୃତୀୟ…

ଲୋନ ଦେଉଥିବା ୧୭ ଆପକୁ ହଟାଇଲା ଗୁଗଲ ପ୍ଲେ ଷ୍ଟୋର

ନୂଆଦିଲ୍ଲୀ: ଟେକ ଜ୍ୟାଂଟ ଗୁଗଲ ପ୍ଲେ ଷ୍ଟୋର ଲୋନ ପ୍ରଦାନ କରୁଥିବା ୧୭ ଆପକୁ ରିମୁଭ କରିଛି । ଏହି ଆପଗୁଡିକରେ ସ୍ପାୟ ମାଲୱେର ମିଳିଥିଲା । ଏହି କମ୍ପାନୀଗୁଡିକ ଲୋନ ଦେବା ଆଳରେ ଗ୍ରାହକଙ୍କୁ ଠକୁଥିଲେ । ଓଭରାଲ ୧୮ରୁ ୧୭ ରିମୁଭ ହୋଇଥିବା ବେଳେ ଆଉ ଗୋଟିଏ ଆପ ଗୁଗଲ ନର୍ମ ଅନୁସାରେ କାର୍ଯ୍ୟ…

ଆକସ୍ମିକ ମୃତ୍ୟୁ ସଂଖ୍ୟା ୧୨% ବୃଦ୍ଧି, ଅଧିକାଂଶ ମୃତ୍ୟୁର କାରଣ ହୃଦଘାତ

ନୂଆଦିଲ୍ଲୀ: ଦେଶରେ ଆକସ୍ମିକ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଅନେକ ଜିମରେ ୱାର୍କ ଆଉଟ କରୁଥିବା ବେଳେ ପ୍ରାଣ ହରାଇଛନ୍ତି । ସେହିଭଳି ଅନେକ ବିନା କାରଣରେ ହଠାତ୍ ମୃତ୍ୟୁବରଣ କରିଛନ୍ତି । ଏହିପରି ଭାବରେ ଆକସ୍ମିକ ମୃତ୍ୟୁକୁ ନେଇ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା ଏନସିଆରବିର…

ପେନକିଲର ମେଫଟାଲ ବ୍ୟବହାର କରୁଥିଲେ ସାବଧାନ ! 

ନୂଆଦିଲ୍ଲୀ: ପେନକିଲର ପ୍ରତି ସାବଧାନ ରୁହନ୍ତୁ । ପେନକିଲର ମେଫଟାଲର ରହିଛି ବ୍ୟାପକ ପାର୍ଶ୍ୱ ପ୍ରତିକ୍ରିୟା । ଏନେଇ ଉଦବେଗ ପ୍ରକାଶ କରିଛି ଇଣ୍ଡିଆନ ଫାର୍ମାକୋପିଆ କମିଶନ । ଡାକ୍ତର ଓ ରୋଗୀଙ୍କ ଲାଗି ଆଇପିସି ଜାରି କରିଛି ଡ୍ରଗ ସେଫଟି ଆଲର୍ଟ । ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା,…