Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାକୁ ଋଷର ନାଲି ଆଖି, ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କଲା ରୁଷିଆ

ମସ୍କୋ: ଆମେରିକାକୁ ଋଷର ନାଲି ଆଖି। କାରଣ ଆମେରିକା ପରେ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କଲା ରୁଷିଆ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ପରମାଣୁ ପରୀକ୍ଷଣ ବିଷୟରେ କହିଥିଲେ, କିନ୍ତୁ ଏବେ ରୁଷିଆ ଏକ ପରମାଣୁ ପରୀକ୍ଷଣ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛି।…

ବଡ ଷଡଯନ୍ତ୍ର କରୁଛନ୍ତି କି ଅସୀମ ମୁନିର… କାହିଁକି ବାଂଲାଦେଶରେ ପହଞ୍ଚିଲା ପାକିସ୍ତାନୀ ଯୁଦ୍ଧଜାହାଜ?

ନୂଆଦିଲ୍ଲୀ: ପାକିସ୍ତାନୀ ନୌସେନା ଯୁଦ୍ଧଜାହାଜ PNF SAIF ବାଂଲାଦେଶର ଚିଟାଗଙ୍ଗ ବନ୍ଦରରେ ପହଞ୍ଚିଛି। ବାଂଲାଦେଶ ନୌସେନା ଚାରି ଦିନିଆ ସଦିଚ୍ଛା ଗସ୍ତରେ ଯୁଦ୍ଧଜାହାଜକୁ ସ୍ୱାଗତ କରିଛି। ରିପୋର୍ଟ ଅନୁଯାୟୀ, ଜାହାଜଟି କ୍ୟାପ୍ଟେନ ଶୁଜାତ ଆବାସ ରାଜାଙ୍କ ନେତୃତ୍ୱରେ ବନ୍ଦରରେ ପହଞ୍ଚିଥିଲା।…

Earthquake: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ; ତ୍ରୀବତା ରହିଛି ୫.୪

ନୂଆଦିଲ୍ଲୀ: ରବିବାର (ନଭେମ୍ବର ୯, ୨୦୨୫) ଦିନ ୧୨:୦୬ ସମୟରେ ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହାର ତୀବ୍ରତା ୫.୪ ବୋଲି ରିପୋର୍ଟ କରିଛି, ଯାହାର କେନ୍ଦ୍ରସ୍ଥଳ ଭୂମିରୁ ପ୍ରାୟ ୯୦…

Ukraine war: ପୁଟିନଙ୍କ ସ୍ବପ୍ନ ପୂରଣ କରିବ ଟ୍ରମ୍ପଙ୍କ ଜିଦ୍ଦି!, ଚିନ୍ତାରେ ଜେଲେନସ୍କି…

ନୂଆଦିଲ୍ଲୀ: ୨୧ ମାସ ଧରି ଚାଲିଛି ଯୁଦ୍ଧ...ଧିରେ ଧିରେ ୟୁକ୍ରେନୀୟ ଅଞ୍ଚଳକୁ ଅକ୍ତରିଆର କରୁଛନ୍ତି ପୁଟିନ୍...କିଛି କରିପାରୁନାହାନ୍ତି ଟ୍ରମ୍ପ...ଓଲଟା ଜେଲେନସ୍କିଙ୍କୁ କହୁଛନ୍ତି ସାଲିସ୍ କର...ଏବେ ଜେଲେନସ୍କି ଚିନ୍ତାରେ… ପୂର୍ବ ୟୁକ୍ରେନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହର…

ପଥରରେ ପିଟିହୋଇ ଖଣ୍ଡଖଣ୍ଡ ହେଲା ହେଲିକପ୍ଟର, ୫ ମୃତ

ଦାଗେସ୍ତାନ: ନଭେମ୍ବର ୭ରେ ଋଷର ଦାଗେସ୍ତାନ ରାଜ୍ୟରେ ଏକ ଋଷୀୟ କେଏ-୨୨୬ ହେଲିକପ୍ଟର ନିୟନ୍ତ୍ରଣ ହରାଇ  କାସ୍ପିଆନ ସାଗର ଅଞ୍ଚଳରେ ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା ମିଳିଛି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଥିଲା। ତେବେ ମୃତକଙ୍କ ମଧ୍ୟରେ…

ପାକିସ୍ତାନ ଏବଂ ଆଫଗାନିସ୍ତାନ ଶାନ୍ତିଚୁକ୍ତି ବାତିଲ…

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଚାଲିଥିବା ଭୟଙ୍କର ସଂଘର୍ଷରେ ଗତ କିଛି ସପ୍ତାହ ମଧ୍ୟରେ ଏକାଧିକ ସୈନିକଙ୍କ ସହ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଯଦି ଏହି ପରି ଅଚଳାବସ୍ଥା ଜାରି ରହେ ତେବେ ଏହା ଆଞ୍ଚଳିକ ସ୍ଥିରତା ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି ଆଶା…

୧୦ ବର୍ଷ ମଧ୍ୟରେ ଦେଶରୁ ତଡ଼ା ହେଲେ ୮୮ ହଜାର ଲୋକ: କଂଗ୍ରେସ ନେତା ଦିଗବିଜୟ ସିଂହ ଅନୁପ୍ରବେଶକାରୀଙ୍କୁ ନେଇ ଦାବି

ନୂଆଦିଲ୍ଲୀ: ବିଜେପି ସରକାର ଦୀର୍ଘ ଦିନ ଧରି ନିର୍ବାଚନରେ ​​ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କରିବା ନୀତିର ଫାଇଦା ଉଠାଇ ଆସୁଛି। ଏବେ, କଂଗ୍ରେସ ଦଳ ପରିସଂଖ୍ୟାନ ସହିତ ଏହାର ମୁକାବିଲା କରିବାକୁ ଚେଷ୍ଟା କରିଛି। ବିଜେପି ଦ୍ୱାରା କରାଯାଉଥିବା SIR (ବିଶେଷ ସଘନ ସମୀକ୍ଷା)କୁ ପରିହାସ କରି,…

Bengaluru jail Video Viral: ଜେଲରେ ବିଳାସପୂର୍ଣ୍ଣ ଜୀବନ: କୁଖ୍ୟାତ କଏଦୀମାନେ ମୋବାଇଲରେ ଗପୁଛନ୍ତି, ଦେଖୁଛନ୍ତି…

ବେଙ୍ଗାଲୁରୁ: ବେଙ୍ଗାଲୁରୁର ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ ଜେଲ୍ ରୁ ଏକ ଭିଡିଓ ଏବେ ବଡ଼ ସୁରକ୍ଷା ତ୍ରୁଟିର ପର୍ଦ୍ଦାଫାସ କରିଛି। କୁଖ୍ୟାତ କଏଦୀମାନେ ଜେଲ୍ ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର କରି ଟିଭି ଦେଖୁଥିବାର ଭିଡିଓରେ ନଜର ଆସୁଛି । ସେମାନଙ୍କ ମଧ୍ୟରେ ଜଣେ ISIS ନିଯୁକ୍ତିଦାତା…

Pakistan Plans: ମନରୁ ଯାଇନି ଭାରତ ଭୟ, ପାକ୍ ସେନା ମୁଖ୍ୟଙ୍କୁ ଅଧିକ କ୍ଷମତା ଦେବାକୁ ପ୍ରସ୍ତୁତି ଚଲାଇଛି…

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରରୁ ଶିକ୍ଷା ନେଇ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସରକାର ଏକ ନୂତନ ସାମ୍ବିଧାନିକ ସଂଶୋଧନ ଆଗତ କରିବାକୁ ପ୍ରସ୍ତୁତ ହେଉଛି, ଯେଉଁଥିରେ ସେ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF) କରିବାକୁ ଯୋଜନା କରୁଛି।…