Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Handshake History: ଜାଣିଛନ୍ତି କି ହାତ ମିଳାଇବାର ପରମ୍ପରା କେବେଠାରୁ ଆରମ୍ଭ ହୋଇଥିଲା?

ନୂଆଦିଲ୍ଲୀ: ଆଜିକାଲି କୌଣସି ବ୍ୟକ୍ତିଙ୍କୁ ଭେଟିବା ସମୟରେ ହାତ ବଢାଇବା ସବୁଠାରୁ ସ୍ୱାଭାବିକ ପ୍ରତିକ୍ରିୟା ପାଲଟିଛି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ପରମ୍ପରା କେବେଠାରୁ ଏବଂ କିପରି ଆରମ୍ଭ ହୋଇଥିଲା? ଲୋକମାନେ ସାକ୍ଷାତ ସମୟରେ ସର୍ବଦା ଏହିପରି ହାତ ମିଳାଉଥିଲେ ନା ଏହା ପଛରେ ଭୟ,…

Union Budget: ରବିବାର ଉପସ୍ଥାପନ ହୋଇପାରେ ୨୦୨୬ ବଜେଟ!

ନୂଆଦିଲ୍ଲୀ: ବଜେଟ ୨୦୨୬ ଏଥର ରବିବାରରେ ଉପସ୍ଥାପନ ହୋଇପାରେ । ୨୦୨୬ ଫେବ୍ରୁଆରୀ ପହିଲା ଏଥର ରବିବାର ପଡୁଛି । ଏହି ଦିନ ଗୁରୁ ରବିଦାସଙ୍କ ଜୟନ୍ତୀ ମଧ୍ୟ ପଡ଼ୁଛି । ୨୦୨୫ରେ ଗୁରୁ ରବିଦାସ ଜୟନ୍ତୀ ୧୨ ଫେବ୍ରୁଆରି ବୁଧବାର ଦିନ ପଡିଥିଲା। ସଂସଦର ବଜେଟ୍ ଅଧିବେଶନ ମଧ୍ୟରେ ଏହା ପଡ଼ିଥିଲା । ଏହି…

ଅରୁଣାଚଳ ପ୍ରଦେଶରେ ଗୁଇନ୍ଦା ନେଟୱାର୍କର ପର୍ଦ୍ଦାଫାସ: ଚୀନ ସହ ରହିଛି ଲିଙ୍କ୍, ପାକିସ୍ତାନୀ ପାଇଁ କରୁଛନ୍ତି କାମ

ନୂଆଦିଲ୍ଲୀ: ଆସାମ ଏବଂ ଅରୁଣାଚଳ ପ୍ରଦେଶର ସୁରକ୍ଷା ଏଜେନ୍ସି ପାକିସ୍ତାନ ପାଇଁ ଗୁଇନ୍ଦା କରୁଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା କର୍ମଚାରୀ ଅଛନ୍ତି। ଗତ ୧୦ ଦିନ ମଧ୍ୟରେ ଏହି ଗିରଫଦାରୀ ଉତ୍ତର-ପୂର୍ବ ଭାରତର…

viral video:ଏକ ସାମ୍ବାଦିକ ସମ୍ମିଳନୀରେ ପୁଟିନଙ୍କ ଆଗରେ ନିଜ ପ୍ରେମିକାକୁ ପ୍ରପୋଜ କଲେ ସାମ୍ବାଦିକ…

ନୂଆଦିଲ୍ଲୀ: ଚାଲିଥିଲା  ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ସାମ୍ବାଦିକ ସମ୍ମିଳନୀ ।  ଯେଉଁଥିରେ ଯୁଦ୍ଧ ଏବଂ ଆର୍ଥିକ ଚ୍ୟାଲେଞ୍ଜ ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା। ହେଲେ ହଠାତ ଏଭଳି କିଛି ଘଟଣା ଘଟିଥିଲା ଯାହା ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ଗମ୍ଭୀର ଆଲୋଚନା…

ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବସତି ଦେବାକୁ ଚାହୁଁଛି କଂଗ୍ରେସ, ତେଣୁ SIRକୁ ବିରୋଧ କରୁଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ୍ କମ୍ପାନୀ ଲିମିଟେଡର ଆମୋନିଆ-ୟୁରିଆ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ଯୋଗ ଦେଇଥିଲେ। ସମାରୋହ ପରେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ଆଜି ଆସାମ ଏବଂ ସମଗ୍ର…

ବଢ଼ିଲା ଟ୍ରେନ୍ ଭଡ଼ା; ନନ୍‌ ଏସିରେ ୫୦୦ କିମି. ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମେଲ୍ ଏବଂ ଏକ୍ସପ୍ରେସ୍ ଟିକେଟ୍ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି। ଏହି ଭଡ଼ା ବୃଦ୍ଧି ଡିସେମ୍ବର ୨୬ ତାରିଖରୁ ଲାଗୁ ହେବ। ଖାସ୍ କରି ଟ୍ରେନରେ ଦୂର ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ। ରେଳବାଇର ସୂଚନା ଅନୁଯାୟୀ, ୨୧୫…

ଡ୍ରୋଗ ପାରାଚ୍ୟୁଟ ପରୀକ୍ଷଣ ସଫଳ, ଏହା କଣ ଓ କେମିତି କରିବ କାମ ଜାଣନ୍ତୁ…

​​​​​​​ବେଙ୍ଗାଲୁରୁ: ଗଗନଯାନ ମିଶନରେ ଇସ୍ରୋକୁ ମିଳିଛି ଆଉ ଏକ ବଡ଼ ସଫଳତା। ଡ୍ରୋଗ ପାରାଚ୍ୟୁଟ ପରୀକ୍ଷଣ ସଫଳ। ଗଗନୟାନ ଚାଳକ ଦଳ ମଡ୍ୟୁଲଙ୍କ ଲାଗି ଇସ୍ରୋ ଗତି-ମନ୍ଦନ ପ୍ରଣାଳୀ (ଡିଲେରେସନ ସିଷ୍ଟମ) ବିକଶିତ କରିବା ପାଇଁ ଡ୍ରୋଗ ପାରାଚୁଟର ସିରିୟଲ ପରୀକ୍ଷଣ କରିଛି। ଏହି ସବୁ ପରୀକ୍ଷଣ ସଫଳ…

ପତ୍ନୀଙ୍କୁ ଘର ଖର୍ଚ୍ଚର ହିସାବ ମାଗିବା କ୍ରୁରତା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସ୍ତ୍ରୀଙ୍କଠାରୁ ଘର ଖର୍ଚ୍ଚର ହିସାବ ମାଗିବା କ୍ରୁରତା ନୁହେଁ। ଏନେଇ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ୱାମୀ, ସ୍ତ୍ରୀଙ୍କୁ ଘର ଖର୍ଚ୍ଚ ଜନିତ ଏକ ଏକ୍ସେଲ ସିଟ୍ ପ୍ରସ୍ତୁତ କରିବାକୁ କହିଥିଲେ। ଯାହାକୁ ନେଇ…

ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ହେଲେ IIFL ଫାଇନାନ୍ସର ବୋର୍ଡ ଅଧ୍ୟକ୍ଷ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିଭୂତି ପ୍ରସାଦ କାନୁନଗୋଙ୍କୁ IIFL ଫାଇନାନ୍ସ ବୋର୍ଡର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଏଥିସହିତ IIFL ଫାଇନାନ୍ସରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ଏହି ନିଯୁକ୍ତି କମ୍ପାନୀର ଶାସନ ଗଠନକୁ…