Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Random Mass Shooting: ଆଖିବୁଜା ଗୁଳିମାଡ଼ରେ କିଛି ସେକେଣ୍ଡରେ ଚାଲିଗଲା ୧୦ ଜୀବନ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡର ଏହା ଦ୍ୱିତୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ, ପୋଲିସର କହିବା କଥା ଯେ…

Usman Hadi’s funeral:ଶେଷରେ ନଇଁଲେ ୟୁନୁସ ସରକାର, ଉସମାନ ହାଦୀଙ୍କ ଅନ୍ତିମ ଯାତ୍ରାରେ ହେଲେ ସାମିଲ

ନୂଆଦିଲ୍ଲୀ:ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଶନିବାର ଏହା ଘୋଷଣା କରି କହିଛନ୍ତି ଯେ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ।ଘଟଣା ପରେ, ବାଂଲାଦେଶର…

Operation Sindoor: ଅପରେସନ ସିନ୍ଦୁର ପରେ ସେନାର ବଡ଼ ପଦକ୍ଷେପ, କିଣାଯିବ ୮୫୦ କାମିକାଜେ ଡ୍ରୋନ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପରେ, ଭାରତୀୟ ସେନା ଦ୍ରୁତ ଗତିରେ ଏହାର ଡ୍ରୋନ୍ ଯୁଦ୍ଧ କ୍ଷମତାକୁ ସୁଦୃଢ଼ ​​କରୁଛି। ଆତଙ୍କବାଦ ବିରୋଧୀ ଏବଂ ଆକ୍ରମଣାତ୍ମକ କାର୍ଯ୍ୟକୁ ବୃଦ୍ଧି କରିବା ପାଇଁ ସେନା ପ୍ରାୟ ୮୫୦ କାମିକାଜେ ଡ୍ରୋନ୍ (ଲୋଇଟିଂ…

ଲାଞ୍ଚ ନେଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା ଗିରଫ, ବାସଭବନରୁ ନଗଦ ୨.୨୩ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ: ଏକ ଲାଞ୍ଚ ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦନ ବିଭାଗରୁ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ସିବିଆଇ ଗିରଫ କରିଛି । ଲାଞ୍ଚ ମାମଲାରେ ସିବିଆଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାରଙ୍କୁ ଗିରଫ କରିଛି ।…

LVM3-M6: ଇସ୍ରୋର LVM3-M6 ମିଶନର ଉତକ୍ଷେପଣ ତାରିଖ ଚୂଡ଼ାନ୍ତ, ଜାଣନ୍ତୁ କେବେ ହେବ ଲଞ୍ଚ…

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଘୋଷଣା କରିଛି ଯେ, ଏହାର LVM3-M6 ମିଶନ୍ ଆସନ୍ତା ଡିସେମ୍ବର ୨୪ରେ ସକାଳ ୮ଟା ୫୪ରେ IST ରେ ଉତକ୍ଷେପଣ କରାଯିବ । ଭାରି-ଉତ୍ତୋଳନ ଯାନ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟର (SDSC SHAR) ରେ ଦ୍ୱିତୀୟ ଲଞ୍ଚ ପ୍ୟାଡ୍ (SLP) ରୁ…

Do Eggs Increase Risk of Cancer:ଭୟ ନ କରି ଖାଆନ୍ତୁ ଅଣ୍ଡା;ସବୁଠାରୁ ବଡ଼ ଚିନ୍ତାର ସମାଧାନ କଲା FSSAI

ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ନିରାପଦ, ଏବଂ ଏହାକୁ ଖାଇବା ଦ୍ୱାରା କର୍କଟ ରୋଗର କୌଣସି ଆଶଙ୍କା ନାହିଁ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଅଣ୍ଡା ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ ଏବଂ ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି।…

India–Oman Free Trade Agreement: ଭାରତ-ଓମାନ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ;ଏହି…

ନୂଆଦିଲ୍ଲୀ:ଡିସେମ୍ବର ୧୮ ତାରିଖରେ ଭାରତ ଏବଂ ଓମାନ ମଧ୍ୟରେ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା(India–Oman free trade pact) ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହୋଇପାରେ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ(Piyush Goyal) ଶୁକ୍ରବାର କହିଛନ୍ତି ଯେ ଉଭୟ ଦେଶ ଆଗାମୀ ତିନି…

ସରକାର ‘ମନରେଗା’ ଉପରେ ବୁଲଡୋଜର ଚଢାଇଦେଲେ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ରର ଏନଡିଏ ସରକାର ସଂସଦର ଶୀତକାଳୀନ ଅଧିବେଶନରେ ମନରେଗା ବଦଳରେ 'ଭିବି-ଜି ରାମ ଜୀ' ବିଲ୍ ଆଣିଥିଲେ । ଏହି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି । ଏହି ବିଲ୍ ପାସ୍ ହେବା ପରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।…

Maoists Surrender:ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୪୧ ମାଓବାଦୀ

ହାଇଦ୍ରାବାଦ: ମାଓ ସଂଗଠନକୁ ଏକ ବଡ଼ ଝଟକା । ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ୪୧ ମାଓବାଦୀ । ୪୧ ମାଓବାଦୀ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏଥିରେ କମ୍ପାନୀ ପ୍ଲାଟୁନ୍ କମିଟି ଏବଂ ଡିଭିଜନାଲ୍ କମିଟି ସ୍ତରରେ ଛଅ ଜଣ ବରିଷ୍ଠ ଅଧିକାରୀ…