Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଦେଶର ୧୨ ରାଜ୍ୟରେ ଏକାକୀ ବିଜେପିର ପାଦଚିହ୍ନ, ୩ଟିରେ କଂଗ୍ରେସ ସୀମିତ

ନୂଆଦିଲ୍ଲୀ: ତିନିଟି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ସାରା ଦେଶରେ ନିଜର ଗଡ ବିସ୍ତାର କରିବାର ଉଦ୍ଦେଶ୍ୟକୁ ପୂରଣ କରିଛି। ଦଳର ଏହି ଉଲ୍ଲାସଭରା ମନୋବୃତ୍ତି ଭାରତରେ ଏକ ପ୍ରଭାବଶାଳୀ ରାଜନୈତିକ ଶକ୍ତି ଭାବେ ନିଜର ସ୍ଥିତିକୁ ମଜଭୁତ କରିବା ପାଇଁ ଦୃଢ଼ ସଙ୍କଳ୍ପକୁ ଦୃଢ଼ୀଭୂତ…

ହିନ୍ଦୀ ହାର୍ଟଲ୍ୟାଣ୍ଡ ହେଲା ଗେରୁଆ: ୨୪ ନିର୍ବାଚନରେ ହ୍ୟାଟ୍ରିକର ସଙ୍କେତ ଦେଲା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚାରଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିବାରୁ ସାରା ଦେଶରେ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ଯୋଗ ଦେଇ ବିଜୟର ଶ୍ରେୟ 'ସବକା ସାଥ୍…

ମୋଦିଙ୍କ ଉନ୍ନତ ନେତୃତ୍ୱ ଉପରେ ଜନତାଙ୍କ ବିଶ୍ୱାସର ବିଜୟ: ସ୍ମୃତି ଇରାନି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଗଡ଼ର ବିଧାନସଭା ନିର୍ବାଚନରେ ବାଜି ମାରି ନେଇଛି ଭାଜପା । ଏହି ୩ ରାଜ୍ୟରେ ଭାଜପାର ବୃହତ ବିଜୟ ଐତିହାସିକ ଅଟେ । ଏହି ବିଜୟ ହେଉଛି, ପ୍ରଧାନମନ୍ତ୍ରୀଙ୍କ ଉନ୍ନତ ନେତୃତ୍ୱ ଉପରେ ଜନତାଙ୍କ ବିଶ୍ୱାସର ବିଜୟ । ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ…

ଏଏପିରେ ଗ୍ଲାମର ବି ଦେଲାନି କାମ

ଭୋପାଳ : ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଫଳାଫଳରେ ଏହା କେତେକ ଆସନରେ ସ୍ପଷ୍ଟ ହୋଇଛି ଯେ ଦେଶର ଲୋକମାନେ କେବଳ ନିଜ ପ୍ରସଙ୍ଗରେ ଭୋଟ ଦେଉନାହାଁନ୍ତି, ବରଂ ସେମାନଙ୍କ ନେତା ଚୟନ କରିବାର ଧାରା ମଧ୍ୟ ପରିବର୍ତ୍ତନ କରୁଛନ୍ତି…

ମୁଖ୍ୟମନ୍ତ୍ରୀ ଦୌଡ଼ରେ ରାଜକୁମାରୀ ଦିିୟା

ଜୟପୁର: ରାଜସ୍ଥାନର ୧୯୯ ଆସନ ବିଶିଷ୍ଟ ବିଧାନସଭାରେ ୧୧୨ଟି ଆସନରେ ବିଜେପି ଆଗୁଆ ରହିଛି । ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଦଳ ଏଯାବତ୍ ମୁଖ୍ୟମନ୍ତ୍ରୀ ରୂପେ କାହାକୁ ଚୟନ କରିନାହିଁ କିମ୍ବା ଏନେଇ କୌଣସି ଘୋଷଣା ମଧ୍ୟ କରିନାହିଁ । ମୁଖ୍ୟମନ୍ତ୍ରୀ…

୭୨ ବର୍ଷ ହେବ ଏହି ସିଟରେ ହାରି ନ ଥିଲା କଂଗ୍ରେସ

ସୀତାପୁର: ଛତିଶଗଡରେ କଂଗ୍ରେସକୁ ପଛରେ ପକାଇ ବିଜେପି କ୍ଷମତା ହାସଲର ନିକଟତର ହୋଇଛି । ଏହି ନିର୍ବାଚନମଣ୍ଡଳୀରେ ଅନେକ କୀର୍ତିମାନ ସ୍ଥାପନ ହୋଇଛି । ତେବେ ଛତିଶଗଡରେ କଂଗ୍ରେସର ଦୁର୍ଗ କୁହାଯାଉଥିବା ସୀତାପୁର ବିଧାନସଭାରେ ଆଶ୍ଚର୍ଯ୍ୟଜନକ ଫଳ ପ୍ରକାଶ ପାଇଛି । ୭୨ ବର୍ଷ ପରେ କଂଗ୍ରେସ ଏଠାରେ…

କିଛି ଖାସ କରିପାରିଲା ନାହିଁ ଆପ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳ ବାହାରି ସାରିଛି । ପ୍ରଥମ ୩ଟିରେ ବିଜେପି ଓ ତେଲେଙ୍ଗାନାରେ କଂଗ୍ରେସ ବାଜି ମାରିଛି । ଏହି ନିର୍ବାଚନଗୁଡିକରେ ଆମ ଆଦମୀ ପାର୍ଟି ମଧ୍ୟ ଜୋରସୋରରେ ନିର୍ବାଚନ ରଣାଙ୍ଗାନାକୁ ଓହ୍ଲାଇଥିଲା । ମାତ୍ର…

କାୟା ବିସ୍ତାର କରୁଛି ରହସ୍ୟମୟୀ ରୋଗ, ଦିନକୁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ୭ହଜାରରୁ ଅଧିକ ଲୋକେ

ନୂଆଦିଲ୍ଲୀ: ଚୀନରେ ବ୍ୟାପିବାରେ ଲାଗିଛି ରହସ୍ୟମୟୀ ରୋଗ । ତେବେ ଏହି ନିମୋନିଆ ଭାରତ ସମେତ ସମଗ୍ର ବିଶ୍ୱକୁ ପୁଣିଥରେ ଚିନ୍ତାରେ ପକାଇଛି। ଚୀନରେ ହଠାତ୍ ଶ୍ୱାସ ଜନିତ ସମସ୍ୟା ବଢ଼ୁଥିବା ଦେଖିବା ପରେ ସମଗ୍ର ବିଶ୍ୱ ଆଶଙ୍କା ମଧ୍ୟରେ ରହିଛି। ବର୍ତ୍ତମାନ ଏହା ଦାବି କରାଯାଉଛି ଯେ ଏହା କରୋନା…

ତିନି ରାଜ୍ୟରେ ଜିତିଲା ବିଜେପି: ଏବେ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ହେବେ କିଏ ?

ନୂଆଦିଲ୍ଲୀ:ତିନି ରାଜ୍ୟରେ ବିଜେପିକୁ ବିପୁଳ ବିଜୟ ମିଳିଛି । ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜୟ ଅଭିମୁଖେ ବିଜେପି । ମଧ୍ୟପ୍ରଦେଶରେ ବିଜେପି ପ୍ରଥମେ ସରକାରରେ ଥିଲେ । ଅନ୍ୟପକ୍ଷେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସଠାରୁ କ୍ଷମତା ଛଡାଇ ଆଣିବାରେ ସଫଳ ହୋଇଛି ବିଜେପି । ତେବେ…

ଦୋସାରୁ ବାହାରିଲା ପୋକ, ଉଠିଲା ପଡିଲା ପୁରା ରେଷ୍ଟୁରାଣ୍ଟ, ପୋଲିସ ପହଞ୍ଚି କଲା ସମାଧାନ…

ବାରଣାସୀ: ଦୋସାରୁ ବାହାରିଲା ପୋକ । ଅଭିଯୋଗ କରିବାରୁ ଅଭଦ୍ରତା କଲେ ରେଷ୍ଟୁରାଣ୍ଟ ମାଲିକ । ଏପରି ଏକ ଖବର ଆସିଛି ଉତ୍ତରପ୍ରଦେଶ ବାରଣାସୀରୁ । ସୂଚନା ଅନୁସାରେ, ଉତ୍ତରପ୍ରଦେଶର ବାରଣାସୀରେ ଗୋଟ ପରିବାର ଖାଇବା ପାଇଁ ରେଷ୍ଟୁରାଣ୍ଟ ଯାଇଥିଲେ । ଖାଇବାପାଇଁ ସେ ଦୋସା ଅର୍ଡର କରିଥିଲେ ।…