Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Bangladesh Violence: “ୟୁନୁସଙ୍କ ସରକାର ଜାଣିଶୁଣି ହିଂସାକୁ ଉସୁକାଉଛନ୍ତି” ପୂର୍ବତନ ବାଂଲା ମନ୍ତ୍ରୀ…

ନୂଆଦିଲ୍ଲୀ: ପୂର୍ବତନ ବାଂଲାଦେଶୀ ମନ୍ତ୍ରୀ ମୋହିବୁଲ ହାସନ ଚୌଧୁରୀ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ମହମ୍ମଦ ୟୁନୁସ(Muhammad Yunus)ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଆଗାମୀ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଜାଣିଶୁଣି ବାଂଲାଦେଶରେ ହିଂସାକୁ ଉସୁକାଉଛନ୍ତି । ଏଏନଆଇ ସହିତ…

ବେଟିଂ ଆପ୍ ମାମଲା; ଏହି ମାନଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ଚଢାଉ । 1X ବେଟିଂ ଆପ୍ ମାମଲାରେ ୭ ଜଣଙ୍କ ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେମାନେ ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ରବିନ ଉଥାପ୍ପା, ବଲିଉଡ ପ୍ରସିଦ୍ଧ ଅଭିନେତା ସୋନୁ ସୁଦ,…

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା; ‘ଏହି ନୃଶଂସ ଅପରାଧରେ ସମ୍ପୃକ୍ତ କାହାକୁ ଛଡା ଯିବ ନାହିଁ…

ଢାକା: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା । ପ୍ରଥମେ ତାଙ୍କୁ ପିଟି ପିଟି ହତ୍ୟା କରିବା ପରେ ଗଛ‌ରେ ବାନ୍ଧି ଜାଳିଦେଲେ ଦଙ୍ଗାକାରୀ । ମୈମନସିଂ ଜିଲ୍ଲାରେ ଏକ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ଦଙ୍ଗାକାରୀ । ସୂଚନା…

୨୦୦ ଦିନର ଭ୍ୟାଲିଡିଟି ଏବଂ ଅନଲିମିଟେଡ୍ 5G ଡାଟା, ଏହି କମ୍ପାନି ଆଣିଲା ସବୁଠୁ ଶସ୍ତା ପ୍ଲାନ୍

ନୂଆଦିଲ୍ଲୀ: ରିଲାଇନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଲମ୍ବା ଭ୍ୟାଲିଡିଟି ପ୍ଲାନ୍ ଆଣିଛି। ଏଥିରେ ଗ୍ରାହକମାନଙ୍କୁ କେବଳ ଲମ୍ବା ଭ୍ୟାଲିଡିଟି ନୁହେଁ, ଅନଲିମିଟେଡ୍ କଲିଂ ଏବଂ ଅନଲିମିଟେଡ୍ 5G ଡାଟା ମଧ୍ୟ ମିଳୁଛି। ଏହି ପରିସ୍ଥିତିରେ ଯଦି ଆପଣ ନୂଆ ବର୍ଷ ଅବସରରେ ରିଚାର୍ଜ କରି…

Eastern Army Commander Checks Border: ସୀମାରେ ଆଲର୍ଟ; ପୂର୍ବ କମାଣ୍ଡ ମୁଖ୍ୟ BSF ସହ କଲେ ବୈଠକ…

ନୂଆଦିଲ୍ଲୀ: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଏହି ଘଟଣାକ୍ରମ ମଧ୍ୟରେ, ସେନାର ପୂର୍ବ କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାମଚନ୍ଦ୍ର ତିୱାରୀ(Eastern Army Commander Lieutenant…

୪୧ତମ ପିଢ଼ି ଓ ୧୪୦୦ ବର୍ଷ, ବିଶ୍ୱର ସବୁଠାରୁ ପୁରୁଣା କମ୍ପାନିର ଇତିହାସ ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଥରେ ଭାବନ୍ତୁ, ଏକ ଏମିତି କମ୍ପାନୀ ଯାହା ସେତେବେଳୁ ଅସ୍ତିତ୍ୱରେ ଅଛି ଯେତେବେଳେ ଇସଲାମ ଧର୍ମର ଉଦୟ ହୋଇନଥିଲା, ଯେତେବେଳେ ଦୁନିଆର ମାନଚିତ୍ର ଆଜିର ଠାରୁ ବିଲକୁଲ୍ ଅଲଗା ଥିଲା ଏବଂ ଯେତେବେଳେ ବ୍ୟବସାୟର ଅର୍ଥ କେବଳ ବସ୍ତୁ ବିନିମୟ ହିଁ ଥିଲା। ୫୭୮ ଖ୍ରୀଷ୍ଟାବ୍ଦରେ ଜାପାନ…

ବାଂଲାଦେଶର ସବୁଠାରୁ ଖତରନାକ୍ ଫୋର୍ସ କ’ଣ? ଦଙ୍ଗା ରୋକିବା ପାଇଁ କେତେବେଳେ କରାଯାଏ ବ୍ୟବହାର …

ନୂଆଦିଲ୍ଲୀ: ବାଂଲାଦେଶରେ ଗତ ରାତିରେ ଇଙ୍କବାଲ ମଞ୍ଚର ମୁଖପାତ୍ର ଶରୀଫ ଓସମାନ ହାଦୀଙ୍କ ମୃତ୍ୟୁ ପରେ ଦେଶରେ ଭୟଙ୍କର ହିଂସା ଦେଖାଯାଇଛି। ଏହି ସମୟରେ ଅନେକ ଅଟ୍ଟାଳିକା ଓ ଆର୍ମ୍ମି ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଛି। ବାଂଲାଦେଶର ରାଜଧାନୀ ଢାକାରେ ବିକ୍ଷୋଭକାରୀମାନେ ବ୍ୟାପକ ଦଙ୍ଗା ସୃଷ୍ଟି…

Delhi Bomb Blast Case: ଦିଲ୍ଲୀ ବିସ୍ଫୋରଣ ମାମଲାରେ ନବମ ଅଭିଯୁକ୍ତ ଗିରଫ; ଆତ୍ମଘାତୀ ଅପରେସନ୍ କରିବାକୁ ନେଇଥିଲା…

ନୂଆଦିଲ୍ଲୀ: ଗତ ମାସରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଆଉ ଜଣେ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ନବମ ଗିରଫଦାରୀ। ଅଭିଯୁକ୍ତକୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତ ଜଣକ ଜାମ୍ମୁ ଓ…

BJP MLA :ପ୍ରତିଶ୍ରୁତି ପୂରଣ କରିବା ପରେ ୪ବର୍ଷ ପରେ ଚୁଟି କାଟିଲେ ବିଜେପି ବିଧାୟକ

ମହାରାଷ୍ଟ୍ର: ପ୍ରତିଶ୍ରୁତି ଦେଇଥିଲେ ଲୋକଙ୍କ ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ନିଜ କେଶ କାଟିବେ ନାହିଁ । ୪ ବର୍ଷ ତଳେ ନେଇଥିଲେ ଶପଥ ଆଜି କଲେ ଫଳପ୍ରଦ। ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ଏବଂ ଘାଟକୋପର ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ରାମ କଦମ ବହୁ ଧୁମଧାମର ସହିତ…

Encounter: ଗୁଳି ବିନିମୟ ଜାରି; ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର, ମୁଣ୍ଡରେ ଥିଲା ୫ ଲକ୍ଷ

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାର ଭୈରାମଗଡ଼ ଥାନାର ଇନ୍ଦ୍ରାବତୀ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିହତ ମାଓବାଦୀଙ୍କ ନାମ ACM ଫଗନୁ ମାଡଭି ବୋଲି ଚିହ୍ନଟ କରାଯାଇଛି। ତାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା।…