Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚାଲିଛି କି ବଡ଼ ଷଡ଼ଯନ୍ତ୍ର! LoC ରେ ଧରାପଡିଲା ମହିଳା ଅନୁପ୍ରବେଶକାରୀ, କରିବ ପାକିସ୍ତାନର ପର୍ଦ୍ଦାଫାସ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ଭାରତୀୟ ସେନା ଅଟକ ରଖିଛି। ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର…

ଭଗବାନ ଶ୍ରୀରାମ ଜଣେ ମୁସଲମାନ ଥିଲେ: ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

କୋଲକାତା: ପଶ୍ଚିମବଙ୍ଗର ରାଜନେତାମାନେ ସେମାନଙ୍କ ବୟାନ ପାଇଁ ସବୁବେଳେ ଖବରର ଶୀର୍ଷରେ ଥାଆନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC)ର ବିଧାୟକ ମଦନ ମିତ୍ରଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ରାଜନୈତିକ ବିବାଦ ସୃଷ୍ଟି କରିଛି। ତାଙ୍କ ଭାଷଣ ସମୟରେ ସେ ପ୍ରଭୁ ରାମଙ୍କୁ ଜଣେ ମୁସଲମାନ ବୋଲି…

Son Murdered His Parents: ଟଙ୍କା ପାଇଁ ବାପା ମାଙ୍କୁ କରତରେ କାଟିଲା ପୁଅ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜଉନପୁରରେ ଅଭାବନୀୟ ଘଟଣା । ନିଜର ବୃଦ୍ଧ ପିତାମାତାଙ୍କୁ ହତ୍ୟା କରିବା ପରେ କରତରେ କାଟି ନଦୀକୁ ଫୋପାଡି ଦେଇଛି ପୁଅ । ପାରିବାରିକ କଳହକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ବେଳେ, ହତ୍ୟାକାରୀ ପୁଅକୁ ଗିରଫ କରିଛି ପୋଲିସ । ଇଞ୍ଜିନିୟର ଅମ୍ବେଶ ୫ ବର୍ଷ…

chai pe charcha:ଏକାଠି ବସି ଶାସକ-ବିରୋଧୀ କଲେ ‘ଚାଏ ପେ ଚର୍ଚ୍ଚା’, ଭାଇରାଲ ହେଉଛି ଫଟୋ…

ନୂଆଦିଲ୍ଲୀ: ଶାସକ ଏବଂ ବିରୋଧୀ ଏକାଠି ବସି କଲେ ଆଲୋଚନା ।  ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ…

Pakistan vs Taliban: ଚିନ୍ତାରେ ପାକିସ୍ତାନ ସରକାର, ଭାରତ ପରେ ଆଫଗାନିସ୍ତାନ ବନ୍ଦ କରିବ ପାଣି

ନୂଆଦିଲ୍ଲୀ : ପାକିସ୍ତାନର ବେଳା ବୁଡ଼ିଲା  । ପାଣି ଟିକିଏ ପାଇଁ ହେବ ଡ଼ହଳବିକଳ । ଗୋଟିଏ ପରେ ଗୋଟିଏ ସଙ୍କଟ ଘେରିଗଲାଣି । ଭାରତ ପରେ ଏବେ ଆଫଗାନିସ୍ତାନ ନେବ ବଦଲା । ଚିନ୍ତାରେ ବୁଡ଼ି ରହିଲେଣି ପାକିସ୍ତାନ ସରକାର ।  ପାକିସ୍ତାନର ଆର୍ଥିକ ସଙ୍କଟ ଦିନକୁ ଦିନ ବଢୁଥିବା ବେଳେ ଏବେ…

Winter Session: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ଦିନ, VB-G RAMG ବିଲ୍ ବିରୋଧରେ ପ୍ରତିବାଦ ଜାରି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହେବ। ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳ ‘ବିକଶିତ ଭାରତ - ଜୀ ରାମ ଜୀ ବିଲ୍’, ଦିଲ୍ଲୀର ବାୟୁ ପ୍ରଦୂଷଣ ଏବଂ ଏସ୍‌ଆଇଆର ଭଳି ପ୍ରସଙ୍ଗ ଉପରେ ସରକାରଙ୍କୁ କଡ଼ା ବିରୋଧ କରିଥିଲେ। ବିରୋଧୀ ସାଂସଦମାନେ VB-G RAMG ବିରୋଧରେ ସଂସଦ ବାହାରେ…

Republic Day Guests: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇୟୁ ଓ ଇସି ସଭାପତି

ନୂଆଦିଲ୍ଲୀ: ଆସନ୍ତା ମାସ ଜାନୁଆରୀ ୨୬ ତାରିଖରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ୟୁରୋପୀୟ କମିଶନ (EU) ଅଧ୍ୟକ୍ଷା ଉର୍ସୁଲା ଭନ୍ ଡର୍ ଲିୟେନ୍ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ମୁଖ୍ୟ ଅତିଥି ହେବେ। ସେମାନଙ୍କର ଗସ୍ତ ଭାରତ-ୟୁପି ଶିଖର ସମ୍ମିଳନୀ ସହିତ ଆରମ୍ଭ ହେବ,…

Opposition Protest: ସଂସଦ ପରିସରରେ ରାତିସାରା ଧାରଣା ଦେଲେ ବିରୋଧୀ

ନୂଆଦିଲ୍ଲୀ: ଗୁରୁବାର ରାତିସାରା ସଂସଦରେ ଧାରଣା ଦେଲେ ବିରୋଧୀ। ଗ୍ରାମୀଣ ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ବିଲ୍ ପାସ୍ ହେବା ପ୍ରତିବାଦରେ ବିରୋଧୀ ନେତାମାନେ ସଂସଦ ପରିସରରେ ଧାରଣା ଦେଇଥିଲେ। ସେମାନେ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି। ଟିଏମସି ରାଜ୍ୟସଭାର…

Bangladesh Violence: ବାଂଲାଦେଶରେ ପୁଣି ହିଂସା, ଉତ୍ତେଜନା

ଢାକା: ବାଂଲାଦେଶ ପୁଣି ହିଂସା। ଯୁବ ବାଂଲାଦେଶୀ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ଅନେକ ସହରରେ ହିଂସା ଓ ଉତ୍ତେଜନା ଦେଖାଦେଇଛି। ପ୍ରମୁଖ ଖବରକାଗଜ କାର୍ଯ୍ୟାଳୟ ପୋଡ଼ି ଦିଆଯାଇଛି ଏବଂ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ କରାଯାଇଛି। ବାଂଲାଦେଶରେ ଏହି ହିଂସା ଜାତୀୟ ନିର୍ବାଚନ…